ZillaParishad Kendujhar

ZillaParishad Kendujhar Contact information, map and directions, contact form, opening hours, services, ratings, photos, videos and announcements from ZillaParishad Kendujhar, Government Organization, ZP, Keonjhar, Keonjhargarh.

13/08/2026

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଆୟୋଜନ କରଯାଇଥିଲା Panchayati Raj & Drinking Water Department, Government of Odisha District Administration Kendujhar,Odisha


21/07/2026

ଆଜି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ (ଓ. ପ୍ର, ସେ) ହରିଚନ୍ଦନପୁର ବ୍ଲକର ବଡପଳାସପାଳ, ପିଠାଗୋଳା ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ସମ୍ପୃକ୍ତ AEE, AE, JE ଙ୍କ ସହ ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା ବୈଠକ କରିଥିଲେ District Administration Kendujhar,Odisha Panchayati Raj & Drinking Water Department, Government of Odisha

21/07/2026
21/07/2026

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟରମାନଙ୍କଠାରୁ କ୍ଷେତ୍ରସ୍ତରରେ ଦାବି ଓ ଅଭିଯୋଗ ଗ୍ରହଣ କରାଯାଉଛି। ଆପଣ ବି ନିଜ ନାମ ଚିଠା ଭୋଟର ଲିଷ୍ଟରେ ଚେକ କରିନିଅନ୍ତୁ।
CMO Odisha Election Commission of India Ceoodisha Information & Public Relations Department, Government of Odisha

Address

ZP, Keonjhar
Keonjhargarh
758001

Telephone

+916766255538

Website

Alerts

Be the first to know and let us send you an email when ZillaParishad Kendujhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ZillaParishad Kendujhar:

Shortcuts

Share