ZillaParishad Keonjhar

ZillaParishad Keonjhar Contact information, map and directions, contact form, opening hours, services, ratings, photos, videos and announcements from ZillaParishad Keonjhar, Government Organization, ZP, Keonjhar, Keonjhargarh.

30/05/2026

Monthly DWSM Committee meeting held today under the Chairmanship of Collector, Keonjhar at ZP Conference Hall with CDO‑cum‑EO, RWS&S engineers, line department officials, and Mega PWS agencies Panchayati Raj & Drinking Water Department, Government of Odisha District Administration Keonjhar,Odisha

30/05/2026
30/05/2026
ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୁଷଣ (ଓ. ପ୍ର, ସେ) ଆଭାସୀ ମାଧ୍ୟମର...
29/05/2026

ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୁଷଣ (ଓ. ପ୍ର, ସେ) ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ BDO,AEE ମାନଙ୍କ ସହ ମଡେଲ ଭିଲେଜ ମିଶନର ଆଭିମୁଖ୍ଯ ଓ ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ କାର୍ଯ୍ୟ କାରିତା ବିଷୟରେ ସମୀକ୍ଷା ବୈଠକ କରିଥିଲେ District Administration Keonjhar,Odisha Panchayati Raj & Drinking Water Department, Government of Odisha

25/04/2026
ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଏବଂ ସମ୍ମାନ ଦେବା ପାଇଁ ୨୪ ଏପ୍ରିଲ ୨୦୨୬ (ଶୁକ୍ରବାର) ଦିନ ସନ୍ଧ୍ଯ...
25/04/2026

ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଏବଂ ସମ୍ମାନ ଦେବା ପାଇଁ ୨୪ ଏପ୍ରିଲ ୨୦୨୬ (ଶୁକ୍ରବାର) ଦିନ ସନ୍ଧ୍ଯା ୫.୦୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କେନ୍ଦୁଝରସ୍ଥିତ ଅଡିଟୋରିଅମ ହଲରେ ପାଳିତ ହୋଇଯାଇଛି District Administration Keonjhar,Odisha Sirdpr_Odisha

Address

ZP, Keonjhar
Keonjhargarh
758001

Telephone

+916766255538

Website

Alerts

Be the first to know and let us send you an email when ZillaParishad Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ZillaParishad Keonjhar:

Share