Android Club

Android Club Lífê ïs hèll wíthøút

ଆସନ୍ତା ଜାନୁୟାରୀ ମାସ ୨୩ ତାରିଖରେ ଆଣ୍ଡ୍ରଏଡ୍ କ୍ଳବ୍ ପକ୍ଷରୁ ମା ସରସ୍ବତୀଙ୍କ ପୂଜା ସାମନ୍ତ ଛକ ଠାରେ ଅନୁଷ୍ଠିତ ହେବ ସମସ୍ତ ଙ୍କୁ ସାଦର ନିମ...
19/01/2026

ଆସନ୍ତା ଜାନୁୟାରୀ ମାସ ୨୩ ତାରିଖରେ ଆଣ୍ଡ୍ରଏଡ୍ କ୍ଳବ୍ ପକ୍ଷରୁ ମା ସରସ୍ବତୀଙ୍କ ପୂଜା ସାମନ୍ତ ଛକ ଠାରେ ଅନୁଷ୍ଠିତ ହେବ ସମସ୍ତ ଙ୍କୁ ସାଦର ନିମନ୍ତ୍ରଣ ରହିଲା ।

ଆସନ୍ତା ନଭେମ୍ବର ୫ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଣ୍ଡ୍ରଏଡ୍ କ୍ଳବ୍ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ।ଆପଣ ସମସ୍...
21/10/2025

ଆସନ୍ତା ନଭେମ୍ବର ୫ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଣ୍ଡ୍ରଏଡ୍ କ୍ଳବ୍ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ।
ଆପଣ ସମସ୍ତ ଙ୍କୁ ସାଦର ନିମନ୍ତ୍ରଣ ରହିଲା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆମ ସମସ୍ତଙ୍କୁ ଉତ୍ସାହିତ କରିବେ ।
ାଇଁ_ଵଡ_ଆମ_ଖଣ୍ଡପଡା_ଗଡ
#ଆଣ୍ଡ୍ରଏଡ୍_କ୍ଳବ୍

ତେଲକୋଇ ର ମାନ୍ୟବର ବିଧାୟକ ଡଃ ଫକୀରମୋହନ ନାୟକ ଙ୍କୁ ଆଣ୍ଡ୍ରଏଡ୍ କ୍ଲବ୍ ତରଫରୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।DrFaki...
11/08/2025

ତେଲକୋଇ ର ମାନ୍ୟବର ବିଧାୟକ ଡଃ ଫକୀରମୋହନ ନାୟକ ଙ୍କୁ ଆଣ୍ଡ୍ରଏଡ୍ କ୍ଲବ୍ ତରଫରୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।
DrFakir Mohan Naik 🎂🎂🎂💐💐💐💐

ଆଣ୍ଡ୍ରଏଡ କ୍ଳବ୍ ର ସଭାପତି ଶ୍ରୀ ସୌମ୍ୟରଂଜନ ଦାସ (ପପୁ) ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
02/08/2025

ଆଣ୍ଡ୍ରଏଡ କ୍ଳବ୍ ର ସଭାପତି ଶ୍ରୀ ସୌମ୍ୟରଂଜନ ଦାସ (ପପୁ) ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

RCHS CUP - 2025BATCH TOURNAMENT LEAGUE MATCH 2005 Batch VS 2014 Batch 2014 Batch Win by 8 Wickets....Congratulations 🎉🎉🎉
16/06/2025

RCHS CUP - 2025
BATCH TOURNAMENT
LEAGUE MATCH
2005 Batch VS 2014 Batch
2014 Batch Win by 8 Wickets....
Congratulations 🎉🎉🎉

Happy Birthday to you 🎂🎂🎂🎂
29/04/2025

Happy Birthday to you 🎂🎂🎂🎂

07/02/2025
ଆଣ୍ଡ୍ରଏଡ୍ କ୍ଲବ୍ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି।ସ୍...
17/01/2025

ଆଣ୍ଡ୍ରଏଡ୍ କ୍ଲବ୍ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି।
ସ୍ଥାନ - ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ମନ୍ଦିର ଓ ପାଠାଗାର
ସମୟ - ସକାଳ ୯:୩୦ ଘଟିକା ରୁ ଆରମ୍ଭ
ତାରିଖ - ୩/୨/୨୦୨୫ ( ସୋମବାର )

ଆଜି ଆମର ପ୍ରିୟ ସାଙ୍ଗ ବିନାୟକ ଦଳବେହେରା(ଅଜୁ)ର ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
31/05/2024

ଆଜି ଆମର ପ୍ରିୟ ସାଙ୍ଗ ବିନାୟକ ଦଳବେହେରା(ଅଜୁ)ର ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

Stage Program
19/02/2024

Stage Program

ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ପ୍ରଧାନ ଆଣ୍ଡ୍ରଏଡ୍ କ୍ଲବ୍ ସରସ୍ବତୀ ପୂଜାରେ ଯୋଗଦେବା ଅବସରରେ ।
17/02/2024

ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ପ୍ରଧାନ ଆଣ୍ଡ୍ରଏଡ୍ କ୍ଲବ୍ ସରସ୍ବତୀ ପୂଜାରେ ଯୋଗଦେବା ଅବସରରେ ।

Address

Khandapada

Alerts

Be the first to know and let us send you an email when Android Club posts news and promotions. Your email address will not be used for any other purpose, and you can unsubscribe at any time.

Share