25/08/2026
🎭 ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭବ୍ୟ ନାଟକ "ତଦନ୍ତ" 🎭
ପୌର କର୍ମଚାରୀ ସଂଘ, ଖୋର୍ଦ୍ଧା ଦ୍ୱାରା ପ୍ରସ୍ତୁତ ରୋମାଞ୍ଚକର ନାଟକ 'ତଦନ୍ତ' ଦେଖିବାକୁ ଆପଣ ସମସ୍ତେ ସପରିବାର ନିମନ୍ତ୍ରିତ।
ତାରିଖ: ୩୧ ଅଗଷ୍ଟ ୨୦୨୬, ରାତି ୮ଟା
ରଚନା ଓ ନିର୍ଦ୍ଦେଶନା: ଲାଲ୍ ମୋହନ ସାଇଁ
ସଙ୍ଗୀତ: ଅଞ୍ଜନ କୁମାର ସାହୁ
ନିଶ୍ଚୟ ଆସନ୍ତୁ ଏବଂ କଳାକାରମାନଙ୍କୁ ଉତ୍ସାହିତ କରନ୍ତୁ! ✨
CMO Odisha Housing & Urban Development Department, Govt. of Odisha Information & Public Relations Department, Government of Odisha DM Khordha