03/04/2025
ଚମକାଇ ଦେଲା ବିଜେଡି ସରକାରର ଆର୍ଥିକ ପରିଚାଳନା, ଓଡ଼ିଶାର GSDP ଅଭିବୃଦ୍ଧି ଦେଶରେ ସର୍ବଶ୍ରେଷ୍ଠ।
ନବୀନ ବଦଳାଇଛନ୍ତି ଓଡ଼ିଶାର ଭାଗ୍ୟ, ୨୦୨୩-୨୪ ବର୍ଷରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ପ୍ରକାଶ ପାଇଥିବା CAG Report ରେ ଏହାକୁ ପ୍ରଶଂସା କରାଯାଇଛି।
ସିଏଜି ରିପୋର୍ଟ:https://cag.gov.in/webroot/uploads/download_audit_report/2024/SFAR-2023-24-English-Web-Hoisting-067ee25803a3bc4.75854574.pdf