Mahila lok bikash manch Laxmipur

Mahila lok bikash manch Laxmipur ମହିଳା ଲୋକ ବିକାଶ ମଞ୍ଚ ଲକ୍ଷ୍ମୀପୁର (ଲୋକ ସଂଗଠନ)

22/11/2025
25/10/2025

ତା -୨୫.୧୦.୨୦୨୫ ଲକ୍ଷ୍ମୀପୁର ବ୍ଲକ ସଦମହକୁମାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ ଓ ଲୋକ ବିକାଶ ମଞ୍ଚ କୋରାପୁଟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମ ଜୀବି ମଞ୍ଚ ସଂଗଠନ ପକ୍ଷ୍ୟରୁ "ରାଜ୍ୟ ବ୍ୟାପୀ ପଦଯାତ୍ରା" ଆରମ୍ଭ ଏବଂ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗାଁ ଗାଁରେ ସଚେତନ କରାଇବା ସହିତ ଯୁବା ଯୁବତୀଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବା,ଏବଂ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଯୁବା ଏବଂ ମହିଳା ସଶକ୍ତିକରଣ, ସଂସ୍କାର ଓ ମୂଲ୍ୟବୋଧ, ପଞ୍ଚାୟତ ଭିତ୍ତିକ ଗ୍ରାମୀଣ ଉଦ୍ୟୋଗ ଦ୍ଵାରା ନିଯୁକ୍ତି ସୃଷ୍ଟି କରିବା , ଜୈବିକ କୃଷି, ରକ୍ତଦାନ ଶିବିର ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା,
#ଓଡିଶା_ବ୍ୟାପୀ_ପଦଯାତ୍ରା

ତା -୨୪.୧୦.୨୦୨୫ ବନ୍ଧୁଗାଁ ବ୍ଲକର କୁଟ୍ରାବେଡ଼ା  ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ  ଓ ଲୋକ ବିକାଶ ମଞ୍ଚ କୋ...
24/10/2025

ତା -୨୪.୧୦.୨୦୨୫ ବନ୍ଧୁଗାଁ ବ୍ଲକର କୁଟ୍ରାବେଡ଼ା ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ ଓ ଲୋକ ବିକାଶ ମଞ୍ଚ କୋରାପୁଟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମ ଜୀବି ମଞ୍ଚ ସଂଗଠନ ପକ୍ଷ୍ୟରୁ "ରାଜ୍ୟ ବ୍ୟାପୀ ପଦଯାତ୍ରା" ଆରମ୍ଭ ଏବଂ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗାଁ ଗାଁରେ ସଚେତନ କରାଇବା ସହିତ ଯୁବା ଯୁବତୀଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବା,ଏବଂ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଯୁବା ଏବଂ ମହିଳା ସଶକ୍ତିକରଣ, ସଂସ୍କାର ଓ ମୂଲ୍ୟବୋଧ, ପଞ୍ଚାୟତ ଭିତ୍ତିକ ଗ୍ରାମୀଣ ଉଦ୍ୟୋଗ ଦ୍ଵାରା ନିଯୁକ୍ତି ସୃଷ୍ଟି କରିବା , ଜୈବିକ କୃଷି, ରକ୍ତଦାନ ଶିବିର ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା,
#ଓଡିଶା_ବ୍ୟାପୀ_ପଦଯାତ୍ରା

ତା -୨୨.୧୦.୨୦୨୫ ସେମିଳିଗୁଡା ବ୍ଲକର କୁଣ୍ଡୁଲି ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ  ଓ ଲୋକ ବିକାଶ ମଞ୍ଚ କୋରା...
23/10/2025

ତା -୨୨.୧୦.୨୦୨୫ ସେମିଳିଗୁଡା ବ୍ଲକର କୁଣ୍ଡୁଲି ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ ଓ ଲୋକ ବିକାଶ ମଞ୍ଚ କୋରାପୁଟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମ ଜୀବି ମଞ୍ଚ ସଂଗଠନ ପକ୍ଷ୍ୟରୁ "ରାଜ୍ୟ ବ୍ୟାପୀ ପଦଯାତ୍ରା" ଆରମ୍ଭ ଏବଂ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗାଁ ଗାଁରେ ସଚେତନ କରାଇବା ସହିତ ଯୁବା ଯୁବତୀଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବା,ଏବଂ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଯୁବା ଏବଂ ମହିଳା ସଶକ୍ତିକରଣ, ସଂସ୍କାର ଓ ମୂଲ୍ୟବୋଧ, ପଞ୍ଚାୟତ ଭିତ୍ତିକ ଗ୍ରାମୀଣ ଉଦ୍ୟୋଗ ଦ୍ଵାରା ନିଯୁକ୍ତି ସୃଷ୍ଟି କରିବା , ଜୈବିକ କୃଷି, ରକ୍ତଦାନ ଶିବିର ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା,
#ଓଡିଶା_ବ୍ୟାପୀ_ପଦଯାତ୍ରା

ତା -୨୩.୧୦.୨୦୨୫ ନାରାୟଣପାଟଣା ବ୍ଲକର  ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ  ଓ ଲୋକ ବିକାଶ ମଞ୍ଚ କୋରାପୁଟ ଏବଂ...
23/10/2025

ତା -୨୩.୧୦.୨୦୨୫ ନାରାୟଣପାଟଣା ବ୍ଲକର ଠାରେ ରାଜ୍ୟରେ ବେରୋଜଗାର ବଡୁଥିବା ହେତୁ, ମହିଳା ଲୋକ ବିକାଶ ମଞ୍ଚ ଓ ଲୋକ ବିକାଶ ମଞ୍ଚ କୋରାପୁଟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମ ଜୀବି ମଞ୍ଚ ସଂଗଠନ ପକ୍ଷ୍ୟରୁ "ରାଜ୍ୟ ବ୍ୟାପୀ ପଦଯାତ୍ରା" ଆରମ୍ଭ ଏବଂ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗାଁ ଗାଁରେ ସଚେତନ କରାଇବା ସହିତ ଯୁବା ଯୁବତୀଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବା,ଏବଂ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଯୁବା ଏବଂ ମହିଳା ସଶକ୍ତିକରଣ, ସଂସ୍କାର ଓ ମୂଲ୍ୟବୋଧ, ପଞ୍ଚାୟତ ଭିତ୍ତିକ ଗ୍ରାମୀଣ ଉଦ୍ୟୋଗ ଦ୍ଵାରା ନିଯୁକ୍ତି ସୃଷ୍ଟି କରିବା , ଜୈବିକ କୃଷି, ରକ୍ତଦାନ ଶିବିର ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା,
#ଓଡିଶା_ବ୍ୟାପୀ_ପଦଯାତ୍ରା

06/09/2025

ସଲାର ଯୋଗାଇ ଦେବେ ସରକାର

Address

SINGARAM ODIAPENTHA LAXMIPUR
Koraput
765013

Alerts

Be the first to know and let us send you an email when Mahila lok bikash manch Laxmipur posts news and promotions. Your email address will not be used for any other purpose, and you can unsubscribe at any time.

Share

Category