BJD Kotpad Assembly Constituency

BJD Kotpad Assembly Constituency life is a mining

of strugl but I enjoy with joy and happynes.

28/01/2026
28/01/2026

#ଆଜି_କୋଟପାଡ଼_ବନ୍ଦ_ରାଜରାସ୍ତାରେ_କୋଟପାଡ଼_ଚାଷୀ
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରାର ପ୍ରଭାବ କୋଟପାଡ଼ରେ ବନ୍ଦର ପ୍ରଭାବ,ସମର୍ଥନ କରୁଛି କଂଗ୍ରେସ ଓ ବିଜେଡ଼ି #କୋଟପାଡ଼ବନ୍ଦ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତିନି ପିଢ଼ି...
28/02/2025

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତିନି ପିଢ଼ିରେ କଳା ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ କେବେ ଭୁଲି ହେବ ନାହିଁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।

ଓଁ ଶାନ୍ତି 🙏

ବିରେନ ବିଶୋଇ ଙ୍କ ନେତୃତ୍ବ 28 ତମ ବିଜୁ ଜନତା ଦଳର  କୋଟପାଡ ବିଜୁପଟ୍ଟନାୟକ ପାଠାଗାର ରେ ଦିବସ ରେ ଯୋଗଦାନ୍ କରିଥିବାର କିଛି ମୂହୁର୍ତ୍ତ*🙏🙏🙏🙏
26/12/2024

ବିରେନ ବିଶୋଇ ଙ୍କ ନେତୃତ୍ବ 28 ତମ ବିଜୁ ଜନତା ଦଳର କୋଟପାଡ ବିଜୁପଟ୍ଟନାୟକ ପାଠାଗାର ରେ ଦିବସ ରେ ଯୋଗଦାନ୍ କରିଥିବାର କିଛି ମୂହୁର୍ତ୍ତ*🙏🙏🙏🙏

10/04/2024

Jai naveen

On this special day, let’s honor the heroes who shaped our country and take on the responsibility of continuing their le...
25/01/2024

On this special day, let’s honor the heroes who shaped our country and take on the responsibility of continuing their legacy. Have a happy Republic Day. 🇮🇳
Ch majhi

ଉପର କଲାବ ଜଳ ସମ୍ପଦ ବିଭାଗ ଦ୍ୱାରା ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ଜେୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପ...
17/01/2024

ଉପର କଲାବ ଜଳ ସମ୍ପଦ ବିଭାଗ ଦ୍ୱାରା ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ଜେୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ତଥା ସୋମ୍ମାନିତ ଅତିଥି, ସଭାପତି ସର୍ବୋଚ୍ଚ କମିଟି ଜଳ ସମ୍ପଦ ବିଭାଗ ଉପର କୋଲାବ ଜେୟପୁର ବିରେନ ବିଶୋଇ ଏବଂ ସଦସ୍ୟ ତଥା vice chairmen ପଞ୍ଚାୟତ ସମିତି କୋଟପାଡ଼ ଯୋଗ ଦେଇଥିଲେ l

14/01/2024

ମୂର୍ଟାହାଣ୍ଡି ଗ୍ରାମ୍ୟ ପଞ୍ଚାୟତ ଅଫିସ୍ ଚାଉଳ ବଣ୍ଟନ ସମୟ ରେ ପ୍ରଧାମନ୍ତ୍ରୀଙ୍କର ମାଗଣା ଚାଉଳ ବଣ୍ଟନ ବେଳେ ନବୀନ ପଟ୍ଟନାୟକଙ୍କ ପୋଷ୍ଟର୍ ଚିରି ପୋପଡ଼ି ଦେଲେ ବିଜେପି କର୍ମୀ।

୨୬ ଡ଼ିସେମ୍ବର ୨୦୨୩  ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ l ଉପଲକ୍ଷେ ମଙ୍ଗଳବାର ଦିବା ୧୦ଘଣ୍ଟା ସମୟ ରେ କୋଟପାଡ଼ ଦଶହରା ପଡିୟା ଠାରେ ବିଜୁ...
26/12/2023

୨୬ ଡ଼ିସେମ୍ବର ୨୦୨୩ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ l ଉପଲକ୍ଷେ ମଙ୍ଗଳବାର ଦିବା ୧୦ଘଣ୍ଟା ସମୟ ରେ କୋଟପାଡ଼ ଦଶହରା ପଡିୟା ଠାରେ ବିଜୁ ଜନତା ଦଳ ର ନବୀନ ଓଡିଶା ଗଢିବାର ସଂକଳ୍ପ ଓ ଜିବନ ବିନ୍ଦୁ ର କାର୍ଯ୍ୟକ୍ରମ ରହି ଅଛି l ଏହି କାର୍ଯ୍ୟକ୍ରମ ରେ କୋଟପାଡ଼ ବିଜୁ ଜନତା ଦଳ ର ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା, ଜିଲ୍ଲା ପରିସଦ, ବ୍ଲକ ଅଧକ୍ଷା,ବ୍ଲକ ଉପା ଦକ୍ଷ,ସରପଞ୍ଚ, ସମିତି, ଛାମୁଆ ସଂଗଠକ, କର୍ମ କର୍ତ୍ତା ଏବଂ ଦଳର ନିର୍ବାଚିତ ସମସ୍ତ ଙ୍କୁ ଅନୁରୋଧ ଆଜି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାରେ ଆପଣଙ୍କ ସହଯୋଗ କାମନା କରୁଅଛି

21/08/2023

Rajasthan free ration card yojana

Address

Word No 8
Koraput

Website

Alerts

Be the first to know and let us send you an email when BJD Kotpad Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Share