MSK, Babuniktimal

MSK, Babuniktimal Mo Seva Kendra

Ramkrishnam Photography
28/02/2025

Ramkrishnam Photography

26/02/2025

Happy Maha Shivratri 2025

ଜାନୁଆରୀ ୨୪ରୁ ଆବାସ ଯୋଜନା ସର୍ଭେ👇👇👇ଭୁବନେଶ୍ୱର ୨୦।୦୧ : ଜାନୁଆରୀ ୨୪ରୁ ଆବାସ ଯୋଜନା ପାଇଁ ଆରମ୍ଭ ହେବ ସର୍ଭେ । ଉଭୟ ଅଫ୍‌ଲାଇନ୍‌ ଏବଂ ଅନ...
21/01/2025

ଜାନୁଆରୀ ୨୪ରୁ ଆବାସ ଯୋଜନା ସର୍ଭେ
👇👇👇
ଭୁବନେଶ୍ୱର ୨୦।୦୧ : ଜାନୁଆରୀ ୨୪ରୁ ଆବାସ ଯୋଜନା ପାଇଁ ଆରମ୍ଭ ହେବ ସର୍ଭେ । ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିପାରିବେ ହିତାଧିକାରୀ । ଏହାସହିତ ଆସନ୍ତା ୨୪ ତାରିଖରେ ଆବାସ ପୋର୍ଟାଲର ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବେ ରାଜ୍ୟ ସରକାର ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରମ୍ଭ ହେବାକୁ ଥିବା ସର୍ଭେ ଦେଢରୁ ଦୁଇ ମାସ ଧରି ଚାଲିବ । ଏଥିପାଇଁ ବିଭାଗ ପୁରା ପ୍ରସ୍ତୁତ ରହିଛି । ଆବେଦନକାରୀମାନେ ପଞ୍ଚାୟତ ଗୁଡିକରେ ଅଫଲାଇନ୍‌ରେ କିମ୍ବା ଅନ୍‌ଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ ।ଏଥି ପାଇଁ ବିଭାଗ ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା କରି ସଚେତନ କରିସାରିଛି ବିଭାଗ । କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ଓଡିଶାକୁ ଅଧିକ ମିଳିବା ନେଇ ଆଶା ରହିଛି । କେନ୍ଦ୍ର ସରକାର ନିୟମକୁ କୋହଳ କରିଛନ୍ତି । ବାଇକ୍‌, ଫ୍ରିଜ୍‌ ଥିଲେ ମଧ୍ୟ ଆବେଦନ କରିପାରିବେ । ମାସିକ ୧୫୦୦୦ ଆୟ ଥିଲେ ବି କରିପାରିବେ ଆବେଦନ ।କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ । ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ । ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

https://www.facebook.com/share/p/18QAhjTWgt/
13/01/2025

https://www.facebook.com/share/p/18QAhjTWgt/

📸 𝐏𝐡𝐨𝐭𝐨𝐠𝐫𝐚𝐩𝐡𝐲 & 𝐕𝐢𝐝𝐞𝐨𝐠𝐫𝐚𝐩𝐡𝐲 𝐒𝐞𝐫𝐯𝐢𝐜𝐞𝐬 𝐟𝐨𝐫 𝐀𝐥𝐥 𝐎𝐜𝐜𝐚𝐬𝐢𝐨𝐧𝐬

🎊 𝗔𝘃𝗮𝗶𝗹𝗮𝗯𝗹𝗲 𝗳𝗼𝗿 𝗔𝗹𝗹 𝗢𝗰𝗰𝗮𝘀𝗶𝗼𝗻𝘀:
👉Weddings & Engagements
👉Birthdays & Anniversaries
👉Baby Showers & Christenings
👉Corporate Events & Conferences
👉Festivals & Cultural Functions
👉Private Parties

📸 𝗪𝗵𝘆 𝗖𝗵𝗼𝗼𝘀𝗲 𝗨𝘀?
👉 Professional Equipment
👉 Creative & Skilled Team
👉 On-Time Delivery
👉 Customized Packages

📞 𝐂𝐨𝐧𝐭𝐚𝐜𝐭 𝐔𝐬 𝐓𝐨𝐝𝐚𝐲!
👉 𝐏𝐡𝐨𝐧𝐞: +𝟗𝟏- 𝟕𝟔𝟎𝟗𝟗𝟔𝟔𝟖𝟗𝟗, 𝟕𝟕𝟑𝟓𝟎𝟔𝟓𝟖𝟑𝟐, 𝟔𝟑𝟖𝟎𝟗𝟐𝟓𝟐𝟏𝟑
📧 𝐄𝐦𝐚𝐢𝐥: 𝐫𝐚𝐦𝐤𝐫𝐢𝐬𝐡𝐧𝐚𝐦.𝐩𝐯𝐠@𝐠𝐦𝐚𝐢𝐥.𝐜𝐨
🌐 𝐖𝐞𝐛𝐬𝐢𝐭𝐞: 𝐡𝐭𝐭𝐩𝐬://𝐛𝐢𝐭.𝐥𝐲/𝐑𝐚𝐦𝐤𝐫𝐢𝐬𝐡𝐧𝐚𝐌_𝐏𝐡𝐨𝐭𝐨𝐠𝐫𝐚𝐩𝐡𝐲
📍 𝐋𝐨𝐜𝐚𝐭𝐢𝐨𝐧: 𝐁𝐚𝐛𝐮𝐧𝐢𝐤𝐭𝐢𝐦𝐚𝐥, 𝐊𝐮𝐜𝐡𝐢𝐧𝐝𝐚, 𝐒𝐚𝐦𝐛𝐚𝐥𝐩𝐮𝐫 (𝐎𝐝𝐢𝐬𝐡𝐚)

ସୁଭଦ୍ରା ଯୋଜନା ଅପ୍ ଲାଇନ୍ ଫର୍ମ ପୂରଣ ଆରମ୍ଭ.....!Mo Seba Kendra ମୋ ସେବା କେନ୍ଦ୍ର  ଓଡ଼ିଶା Odisha One - ଓଡିଶା ୱାନ୍
02/09/2024

ସୁଭଦ୍ରା ଯୋଜନା ଅପ୍ ଲାଇନ୍ ଫର୍ମ ପୂରଣ ଆରମ୍ଭ.....!
Mo Seba Kendra ମୋ ସେବା କେନ୍ଦ୍ର ଓଡ଼ିଶା
Odisha One - ଓଡିଶା ୱାନ୍

https://youtu.be/9gsOgTRW2lk
28/07/2024

https://youtu.be/9gsOgTRW2lk

Welcome to MSK, Babuniktimal – your one-stop destination for a wide array of engaging and informative content! Our YouTube channel is dedicated to providing ...

Address

Babuniktimal GP Office
Kuchinda
768228

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 1pm

Alerts

Be the first to know and let us send you an email when MSK, Babuniktimal posts news and promotions. Your email address will not be used for any other purpose, and you can unsubscribe at any time.

Share