Niktimal high school, Niktimal

Niktimal high school, Niktimal It's a Block grant level High School of Jharsuguda..Niktimal Harihar Rajhans Jharsuguda..

2010-2013 batch Pila, Comment box re nijar nijar number Dia...??? Kam achhe.... Nai hele call kara
10/02/2019

2010-2013 batch Pila, Comment box re nijar nijar number Dia...??? Kam achhe.... Nai hele call kara

It's a Block grant level High School of Jharsuguda..Niktimal

ଓଡିଶାର ପରିଚୟ
22/10/2018

ଓଡିଶାର ପରିଚୟ

*ପରିଚୟ ଓଡ଼ିଶା*

✨✨✨✨✨✨✨✨✨✨

*▪ନାମ - ଓଡ଼ିଶା*
*▪ପୁରାତନ ନାମ - କଳିଙ୍ଗ, ଉତ୍କଳ, ଓରିଶା*
*▪ଭାଷା > - ଓଡ଼ିଆ*
*▪ଭାଷା ପରିବାର - ଇଣ୍ଡୋ ୟୁରୋପିଆନ, ଇଣ୍ଡୋ ଆର୍ଯ୍ୟ*
▪ଭାଷା ସଂକେତ ଆଇଏସଓ ୬୩୯ -୧ or (ଓଆର)
ଆଇଏସଓ ୬୩୯ -୨ ori (ଓରି)
ଆଇଏସଓ ୬୩୯-୩ ory (ଓରି)
ory-ଓଡ଼ିଆ, svp-ସମ୍ବଲପୁରୀ, ort- ଆଦିବାସୀ ଓଡ଼ିଆ (କୋଟିଆ), dso- ଦେଶିଆ*

*▪ସଙ୍ଗୀତ- ବନ୍ଦେ ଉତ୍କଳ ଜନନୀ*
*▪ନୃତ୍ୟ - ଓଡ଼ିଶୀ*
*▪ପଶୁ - ବାଘ*
*▪ପକ୍ଷୀ - ଭଦଭଦଳିଆ*
*▪ଫୁଲ - ପଦ୍ମ*
*▪ବୃକ୍ଷ - ଅଶ୍ବତ୍‌ଥ*
*▪ଆୟତନ - ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କି.ମି.*
*▪ଲୋକସଂଖ୍ୟା - ୫ କୋଟିରୁ ଅଧିକ*
*▪ପରିସୀମା - ପୂର୍ବରେ ବଙ୍ଗୋପସାଗର*
*▪ ପଶ୍ଚିମରେ ମଧ୍ୟପ୍ରଦେଶ*
*▪ଉତ୍ତରରେ ବିହାର ଓ*
*▪ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ*

*ପ୍ରାକୃତିକ ଗଠନ - ମଧ୍ୟ ପାର୍ବତ୍ୟ ଅଞ୍ଚଳ*

*▪ପଶ୍ଚିମସ୍ଥ ମାଳ ଅଞ୍ଚଳ*
*▪ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ*
*▪ଜିଲ୍ଲା - ୩୦*
*▪ବିଧାନସଭା-୧୪୭ ଆସନ*
*▪ଲୋକସଭା - ୨୧ ଆସନ*
*▪ରାଜ୍ୟସଭା - ୧୦ ଆସନ*
*▪ରାଜ୍ୟପାଳ - ଗଣେଶି ଲାଲ*
*▪ମୁଖ୍ୟମନ୍ତ୍ରୀ - ନବୀନ ପଟ୍ଟନାୟକ*
*▪ୱେବସାଇଟ - www. odisha. gov.in*

*ଜିଲା ଗ୍ରାମସଂଖ୍ୟା*

*▪ ଅନୁଗୋଳ - ୧୬୬୧*
*▪ ବଲାଙ୍ଗୀର - ୧୭୬୪*
*▪ ବାଲେଶ୍ବର - ୨୫୮୭*
*▪ ବରଗଡ଼ - ୧୧୮୦*
*▪ ବୌଦ୍ଦ - ୧୧୧୫*
*▪ଭଦ୍ରକ - ୧୨୪୩*
*▪କଟକ - ୧୮୫୬*
*▪ ଦେବଗଡ଼ - ୭୧୧*
*▪ ଢେଙ୍କାନାଳ - ୧୦୭୬*
*▪ଗଜପତି - ୧୫୧୨*
*▪ ଗଞ୍ଜାମ - ୨୮୧୨*
*▪ଜଗତସିଂହପୁର - ୧୨୨୭*
*▪ ଯାଜପୁର - ୧୫୭୫*
*▪ଝାରସୁଗୁଡ଼ା - ୩୪୬*
*▪କଳାହାଣ୍ଡି - ୨୦୯୯*
*▪କନ୍ଧମାଳ - ୨୩୭୯*
*▪କେନ୍ଦ୍ରାପଡ଼ା - ୧୪୦୭*
*▪କେନ୍ଦୁଝର - ୨୦୬୯*
*▪ଖୋର୍ଦ୍ଧା - ୧୩୫୬*
*▪କୋରାପୁଟ - ୧୯୨୨*
*▪ମାଲକାନଗରି - ୯୭୯*
*▪ମୟୂରଭଞ୍ଜ - ୩୭୪୮*
*▪ନବରଙ୍ଗପୁର - ୮୭୬*
*▪ନୟାଗଡ଼ - ୧୫୩୧*
*▪ନୂଆପଡ଼ା - ୬୪୮*
*▪ ପୁରୀ - ୧୫୯୧*
*▪ରାୟଗଡ଼ା - ୨୪୬୭*
*▪ସମ୍ବଲପୁର - ୧୨୩୮*
*▪ସୁବର୍ଣ୍ଣପୁର - ୮୨୯*
*▪ସୁନ୍ଦରଗଡ଼ - ୧୭୨୩*

===========================
*🎡🎡🎡🎡🎡🎡*

20/11/2017

Try these amazing ideas in your school.

11/09/2017

subhaMuzix_Salhetikra_Jharsuguda_Odisha. Dj_Subham_miXx. mob:- +919777348834, +917978726494

06/09/2017

School Chhak Kisan Pada, Salhetikra, Jharsuguda

05/09/2017

School Chhak Kisan Pada, Salhetikra, Jharsuguda, Odisha Ganesh Puja Procession 2017

30/08/2017

Sambalpuri Desi Dance by Girls.

20/12/2016

Like the page
The real history of India

02/09/2015

Aamar Dabi,
Block Grand Uchhed

HOLy mubarak ho....
05/03/2015

HOLy mubarak ho....

23/02/2015

NMHS's center is Sahaspur job orient high school...

Address

Jharsuguda
Laikera
768213

Alerts

Be the first to know and let us send you an email when Niktimal high school, Niktimal posts news and promotions. Your email address will not be used for any other purpose, and you can unsubscribe at any time.

Share