Shiv Sena Mayurbhanj

Shiv Sena Mayurbhanj Contact information, map and directions, contact form, opening hours, services, ratings, photos, videos and announcements from Shiv Sena Mayurbhanj, Political organisation, Baripada, Mayurbhanj.

ଶିବ ସେନା ମୟୂରଭଞ୍ଜ (Shiv Sena Mayurbhanj)
ମୟୂରଭଞ୍ଜ ଜିଲ୍ଲାର ଉନ୍ନତି, ନ୍ୟାୟ ଓ ଜନସେବା ପାଇଁ ସଦା ସଂଘର୍ଷଶୀଳ ✊
ଲୋକଙ୍କର ଅଧିକାର, ସମସ୍ୟା ଓ ସ୍ୱରକୁ ଆଗକୁ ଆଣିବା ଆମର ଲକ୍ଷ୍ୟ
📍 ମୟୂରଭଞ୍ଜ, ଓଡିଶା
🙏 ଆମ ସହିତ ଯୋଗ ଦିଅନ୍ତୁ

19/05/2026
19/05/2026

ଟିପିଏନ୍‌ଓଡିଏଲ୍‌ରେ ଓଡ଼ିଆ କର୍ମଚାରୀଙ୍କ ପ୍ରତି ଏହି ଭେଦଭାବ କାହିଁକି?
ଓଡ଼ିଆ ଲୋକେ ନିଜ ମାଟିରେ ନିଜର ଅଧିକାର ପାଇବାକୁ ଯୋଗ୍ୟ। ବାହାର ଲୋକଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଆଙ୍କ ଅଧିକାରକୁ କାହିଁକି ଅଣଦେଖା କରାଯାଉଛି?
ସମସ୍ତ ଓଡ଼ିଆ ଭାଇ-ଭଉଣୀଙ୍କୁ ଅନୁରୋଧ 🙏
ଏହି ଅନ୍ୟାୟ ବିରୁଦ୍ଧରେ ଆଓ୍ଵାଜ ଉଠାନ୍ତୁ!

17/05/2026

ଅଭିଷେକ ବନାର୍ଜୀଙ୍କ ଉପରେ ବଡ଼ ମୁଶ୍କିଲ୍ ଆସିଲା। ଅମିତ ଶାହଙ୍କୁ ଧମକ ଦେଇଥିବା ଅଭିଯୋଗରେ ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ FIR ଦାଖଲ ହୋଇଛି।

ରାଜନୈତିକ ପରିସ୍ଥିତି କେଉଁ ଦିଗକୁ ମୁହାଁଇଛି ଦେଖିବାକୁ ବାକି ରହିଲା।

🔴 ଅଧିକ ଖବର ପାଇଁ ପେଜ୍ ଫଲୋ କରନ୍ତୁ।

17/05/2026

Jay shibaji

🙏 जय श्री कृष्ण 🙏🐄 जय गो माता 🐄धर्म, सेवा और संस्कार ही हमारी पहचान है।गौ माता की सेवा और सनातन संस्कृति के संरक्षण के ल...
15/05/2026

🙏 जय श्री कृष्ण 🙏
🐄 जय गो माता 🐄

धर्म, सेवा और संस्कार ही हमारी पहचान है।
गौ माता की सेवा और सनातन संस्कृति के संरक्षण के लिए सदैव समर्पित।

💐 प्रदीप कुमार कुन्नर बाबू 💐
अध्यक्ष – केसरीया हिंदू वाहिनी

आप सभी का आशीर्वाद और सहयोग ही हमारी ताकत है।
🚩 धर्म की रक्षा – राष्ट्र की सेवा 🚩

#जयश्रीकृष्ण #जयगोमाता #सनातनधर्म #हिंदूएकता #गौसेवा #धर्मरक्षा #केसरियाहिंदूवाहिनी #भारतीयसंस्कृति #गौरक्षा #हिंदू

ମୟୂରଭଞ୍ଜର ହିନ୍ଦୁ ଯୁବକମାନଙ୍କ ପାଇଁ ଏକ ଶକ୍ତିଶାଳୀ ଆହ୍ୱାନ। ବାଘର ରୂପରେ ହିନ୍ଦୁ ଶେର ଉଠିଛନ୍ତି। ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ଶିବସେନ...
14/05/2026

ମୟୂରଭଞ୍ଜର ହିନ୍ଦୁ ଯୁବକମାନଙ୍କ ପାଇଁ ଏକ ଶକ୍ତିଶାଳୀ ଆହ୍ୱାନ। ବାଘର ରୂପରେ ହିନ୍ଦୁ ଶେର ଉଠିଛନ୍ତି। ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ଶିବସେନା ମୟୂରଭଞ୍ଜ ପ୍ରସ୍ତୁତ।
ଏକତା, ଶକ୍ତି ଓ ବିଜୟର ସଙ୍କେତ!




13/05/2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବେଶ ଅନୁକୂଳ ପଦକ୍ଷେପକୁ ସମର୍ଥନ ଜଣାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜର ଦୈନନ୍ଦିନ ଯାତାୟାତ ପାଇଁ ଏକ ଇଲେକ୍ଟ୍ରିକ୍ କାର୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ପ୍ରଦୂଷଣ ମୁକ୍ତ ଭାରତ ଗଠନ ଏବଂ ସବୁଜ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରଶଂସନୀୟ ଉଦାହରଣ।

Shivsena Odisha ସାହେବଙ୍କ ହିନ୍ଦୁତ୍ୱର କଥା... 🔥
13/05/2026

Shivsena Odisha ସାହେବଙ୍କ ହିନ୍ଦୁତ୍ୱର କଥା... 🔥

Good morning
27/04/2026

Good morning

Address

Baripada
Mayurbhanj
757001

Website

Alerts

Be the first to know and let us send you an email when Shiv Sena Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Share