13/08/2026
**ଏକ ଦେଶ • ଏକ ତ୍ରିରଙ୍ଗା • ଏକ ଗୌରବ!** 🇮🇳🔥
ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ—ଏହା **ଆମ ଗର୍ବ, ଆମ ପରିଚୟ ଏବଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ।** ❤️🇮🇳
ଆସନ୍ତୁ, ଦେଶଭକ୍ତିର ଏହି ମହାପର୍ବକୁ **‘ହର ଘର ତ୍ରିରଙ୍ଗା’** ସହ ଉତ୍ସବରେ ପରିଣତ କରିବା।
🏠 ନିଜ ଘରେ ଗର୍ବର ସହ ତ୍ରିରଙ୍ଗା ଲହରାନ୍ତୁ।
📸 ତ୍ରିରଙ୍ଗା ସହ ନିଜର Selfie ନିଅନ୍ତୁ।
🌐 **harghartiranga.com** ରେ ସେୟାର କରନ୍ତୁ।
**ହର ଘର ତ୍ରିରଙ୍ଗା 🇮🇳
ହର ଦିଲ୍ ତ୍ରିରଙ୍ଗା ❤️
ହର ମନ ଭାରତ! 🇮🇳**
Bharatiya Janata Party (BJP)
BJP Odisha
Pratyusha Rajeshwari Singh
Nitin Nabin
Manmohan Samal
Mohan Charan Majhi
Dharmendra Pradhan
Dr. Sambit Patra