30/05/2026
ଜରୁରୀ ସୁଚନା:
K.C Club ଏବଂ Sunshine Hospital, Bhubaneswar ର ମିଳିତ ଆନୁକୁଲ୍ୟରେ କ୍ଲବରେ ଅନୁଷ୍ଠିତ ହେବାକୁ ଯାଉଛି Mega Health Mela, ଏଥି ନିମନ୍ତେ ନିଜର ନାମ ପଞ୍ଜୀକରଣ କରିବା ସମୟ ଆଜି ସକାଳ *୯.୦୦* ଘଟିକା ଠାରୁ ଆରମ୍ଭ ହୋଇଯାଇଛି । ଯେଉଁ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିବାପାଇଁ ଇଚ୍ଛୁକ ସେମାନେ କ୍ଲବକୁ ଆସି ନିଜର ନାମ ପଞ୍ଜୀକରଣ କରିପାରିବେ।
ସୌଜନ୍ୟ: K.C Club, Nayagarh