BCJD K.Nuagaon Block

BCJD K.Nuagaon Block Contact information, map and directions, contact form, opening hours, services, ratings, photos, videos and announcements from BCJD K.Nuagaon Block, Government Organization, Nuagam.

23/07/2023
ବିଜୁ ଜନତା ଦଳ କ. ନୂଆଗାଁ ବ୍ଲକଜୟ ବିଜେଡ଼ିଜୟ ନବୀନଜୟ ଟୁନା କକା
29/06/2023

ବିଜୁ ଜନତା ଦଳ କ. ନୂଆଗାଁ ବ୍ଲକ
ଜୟ ବିଜେଡ଼ି
ଜୟ ନବୀନ
ଜୟ ଟୁନା କକା

19/06/2023

କନ୍ଧମାଳ ମାନ୍ୟବର ବିଧାୟକ ,ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ କନ...
09/08/2021

କନ୍ଧମାଳ ମାନ୍ୟବର ବିଧାୟକ ,ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାର କ ନୂଆଗାଁ ତହସିଲ ଡାକ ବଙ୍ଗଳା ଠାରେ ବ୍ଲକ ଛାତ୍ର ସଭାପତି ଦେବବ୍ରତ ବିଶୋଇଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହେଇଯାଇଛି.।.ଉକ୍ତ ବୈଠକରେ ବ୍ଲକ ର ଛାତ୍ର ସଙ୍ଗଠନ କିପରି ଆହୁରି ସୁଦୃଢ ହେବା ସହିତ କିପରି ଦଳରେ ଅଧିକରୁ ଅଧିକ ଛାତ୍ର ଯୋଗ ଦେବେ ଏବଂ ନିର୍ବାଚନରେ କିପରି ବିଜୟ ଲାଭ ହେବ ତାହା ଆଲୋଚନା ହେଇଯାଇଛି ।ଏଠାରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମିକୁ ପ୍ରଧାନ ଯୋଗ ଦେଇଥିଲେ ଏବଂ ଏଠାରେ ଉପସ୍ଥିତ ଥିଲେ କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ଶ୍ରୀଯୁକ୍ତ ସୁନୀଲ ସେଠି,ଜିଲ୍ଳା ଡିଜିଟାଲ ସେକ୍ରେଟାରୀ ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ, ଉପସଭାପତି ପ୍ରବୀଣ ବେହେରା, ଜିଲ୍ଲା ସମ୍ପାଦିକା ଅଳକା ରାଣୀ ସାହୁ ଓ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ଆଜି କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ଜିଲ୍ଲା ସ୍ତରୀୟ କର୍ମୀ ଙ୍କ ଉପସ୍ଥିତିରେ ଏକ କର୍ମ କର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା ...
07/08/2021

ଆଜି କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ଜିଲ୍ଲା ସ୍ତରୀୟ କର୍ମୀ ଙ୍କ ଉପସ୍ଥିତିରେ ଏକ କର୍ମ କର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷ ଶ୍ରୀ ମିକୁ ପ୍ରଧାନ ମୂଖ୍ୟ ଅଥିତି ଭାବରେ ଉପସ୍ଥିତ ରହିଥିଲେ । ଏହା ସହିତ କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଟ୍, ସୋସିଆଲ ମିଡ଼ିଆ କୋଡିନେଟର ଗଣେଶ ସେନାପତି ଓ ଜିଲ୍ଲା ଛାତ୍ର ଡିଜିଟାଲ ସମ୍ପାଦକ ବିଦ୍ୟାଧର ପ୍ରଧାନ , ଏହା କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ ସଭାପତି, ବ୍ଲକ ଡିଜିଟାଲ ସେକ୍ରେଟାରୀ ଓ ଛାତ୍ର ଜିଲ୍ଲା କମିଟିର କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ ।






BCJD,K.NUAGAON BLOCK COMMITEECONGRATULATIONS TO ALL 🙏🙏
04/08/2021

BCJD,K.NUAGAON BLOCK COMMITEE
CONGRATULATIONS TO ALL 🙏🙏

Congratulations to all 🙏🙏
04/08/2021

Congratulations to all 🙏🙏

Address

Nuagam
762102

Website

Alerts

Be the first to know and let us send you an email when BCJD K.Nuagaon Block posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BCJD K.Nuagaon Block:

Share