Kasikiary PACS

Kasikiary PACS Contact information, map and directions, contact form, opening hours, services, ratings, photos, videos and announcements from Kasikiary PACS, Government Organization, Nuapada.

Orientation Training programme Model PACS Secretaries on CSC activities by PAcs, Organised by office of DRCS, Nuapada,Di...
30/05/2026

Orientation Training programme Model PACS Secretaries on CSC activities by PAcs, Organised by office of DRCS, Nuapada,Dist-Nuapada

22/05/2026
ତା ୨୦. ୦୩. ୨୬ ରିଖ ଓଡ଼ିଶା ର ପାରମ୍ପରିକଓ ସଂସ୍କୁତି(ପଖାଳ ଦିବସ)ଅବସରରେ କଙ୍କଡାଯୋଡି ଗ୍ରାମରେ ଅନୁଷ୍ଠିତ ହୋଇଥିବା ସାଂକୃତିକ କାଯ୍ୟକ୍ରମରେ...
21/03/2026

ତା ୨୦. ୦୩. ୨୬ ରିଖ ଓଡ଼ିଶା ର ପାରମ୍ପରିକଓ ସଂସ୍କୁତି(ପଖାଳ ଦିବସ)ଅବସରରେ କଙ୍କଡାଯୋଡି ଗ୍ରାମରେ ଅନୁଷ୍ଠିତ ହୋଇଥିବା ସାଂକୃତିକ କାଯ୍ୟକ୍ରମରେ ଉପସ୍ଥିତ ଗ୍ରାମ୍ୟକମିଟି,ନାଟ୍ୟ କମିଟି ଗ୍ୟାମ୍ୟ ସଭାପତି, ସରପଞ୍ଚ, ସମିତି ସଭ୍ୟ ନାଟ୍ୟକାର, ନାଟ୍ୟ ନିର୍ଦେଶକ, ଉପସ୍ଥିତ ଥିଲେ ! ଯାତ୍ରା କମିଟିବୃନ୍ଦ ଶ୍ରୀ ମନୋଜ କୁମାର ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧନା କରିଥିଲେ ଶ୍ରୀ ବିଶ୍ୱାଳ ଆଜିର ସମୟରେ ନାଟ୍ୟର ଆବଶ୍ୟକତା ଓ ସାମାଜିକ ନାଟ୍ୟର ଗୁରୁତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ

*ମନୋଜ କୁମାର ବିଶ୍ୱାଳ (ସମାଜସେଵୀ, ସମବାୟବିତ ଓ ସଂସ୍କୁତିପ୍ରେମୀ)*

କଷିକିଆରୀ ସେବା ସମବାୟ ସମିତି ଲିଃ ର ନୂତନ ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା ୦୬. ୦୩. ୨୬
08/03/2026

କଷିକିଆରୀ ସେବା ସମବାୟ ସମିତି ଲିଃ ର ନୂତନ ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା ୦୬. ୦୩. ୨୬

କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ କର କମଳରେ କଷିକିଆରୀ ସେବା ସମବାୟ ସମିତି ଲିଃର ଭିତ୍ତିଭୂମି ବିକାଶ ଶୁଭ ଉଦଘାଟନ ତା ୦୬. ୦...
06/03/2026

କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ କର କମଳରେ କଷିକିଆରୀ ସେବା ସମବାୟ ସମିତି ଲିଃର ଭିତ୍ତିଭୂମି ବିକାଶ ଶୁଭ ଉଦଘାଟନ ତା ୦୬. ୦୩. ୨୦୨୬

Mandi Visit ACSO Sir Athagarh Dt07.02.26kasikiari PACS ltd
08/02/2026

Mandi Visit
ACSO Sir Athagarh
Dt07.02.26
kasikiari PACS ltd

'ସମବାୟରୁ ସମୃଦ୍ଧି' ଲକ୍ଷ୍ୟ ହେବ ପୂରଣ ।  ସମବାୟକୁ ଆହୁରି ଦକ୍ଷ ଏବଂ  ସଶକ୍ତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan...
01/02/2026

'ସମବାୟରୁ ସମୃଦ୍ଧି' ଲକ୍ଷ୍ୟ ହେବ ପୂରଣ । ସମବାୟକୁ ଆହୁରି ଦକ୍ଷ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସମବାୟନୀତି ୨୦୨୬ କୁ ଅନୁମୋଦନ ମିଳିଛି । କୃଷି ଋଣ, ମାର୍କେଟିଂ, ପ୍ରକ୍ରିୟାକରଣ ଏବଂ କୃଷି-ବ୍ୟବସାୟ ପାଇଁ ପାକ୍ସକୁ ବହୁ-ସେବା କେନ୍ଦ୍ର ଭାବରେ ସୁଦୃଢ଼ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

Mandi 2025-26
01/02/2026

Mandi 2025-26

Kasikiari pacs ltd mandi
01/02/2026

Kasikiari pacs ltd mandi

Address

Nuapada
766105

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm

Website

Alerts

Be the first to know and let us send you an email when Kasikiary PACS posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share