04/09/2026
ଆମ ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ମୋ ନିର୍ବାଚନ ମଣ୍ଡଳୀ ର ନବନିଯୁକ୍ତ ସଭାପତି, ଉପସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ତଥା ସମସ୍ତ ପଦାଧିକାରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
#ବିଜେଡି