26/08/2026
ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆସନ୍ତା କାଲି (୨୭/୬/୨୦୨୬ ଗୁରୁବାର) #କନ୍ଦରସିଂହା ଶିଶୁ ମନ୍ଦିର ଠାରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜନ ହେବ, ଏବଂ ଅନ୍ୟାନ୍ୟ ସାମୂହିକ ସେବା ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତେଣୁ ଗ୍ରାମ ର ସମସ୍ତ ଗ୍ରାମବାସୀ ଏହି ଉତ୍ସବରେ ଯୋଗଦାନ କରିବା ହେବେ🙏
ଜୟ ଜଗନ୍ନାଥ 🚩ଜୟ ଗୋପୀନାଥ🚩ଜୟ ବାବା ସିଦ୍ଧେଶ୍ୱର
🚩
🔴Video Sources: Online social media platform