Saroj Ku Meher

Saroj Ku Meher Contact information, map and directions, contact form, opening hours, services, ratings, photos, videos and announcements from Saroj Ku Meher, Social service, Patnagarh.

Dt.19/20.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟ...
20/02/2024

Dt.19/20.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ଘଗୁର୍ଲି ଗ୍ରାମ ଠାରେ ଆୟୋଜିତ ମନ୍ଦିର କୁମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଶାନ୍ତିପୁର ଗ୍ରାମ ଠାରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ଖପ୍ରାଖୋଲ ଗ୍ରାମ ଠାରେ ବିବାହ ଉତ୍ସବ ରେ ଯୋଗଦାନ କରିଥିଲେ

Dt.18.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ...
18/02/2024

Dt.18.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବେନକେରା ଗ୍ରାମ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ପାଟଣାଗଡ ବ୍ଲକ ଅନ୍ତର୍ଗତ ଗଞ୍ଜାଉଡାର ଗ୍ରାମ ଠାରେ ଆୟୋଜିତ ବାର୍ଷିକ ଉତ୍ସବ ଓ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଯୋଗିମୁଣ୍ଡା ବିବାହ ଉତ୍ସବ ରେ ଯୋଗଦାନ କରିଥିଲେ

Dt.17.2.24.ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଠାରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବ...
17/02/2024

Dt.17.2.24.ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଠାରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବାଗଦୋର ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଫଲସାପଡା ଗ୍ରାମ ଠାରେ ଆୟୋଜିତ ପ୍ରହରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ

Dt.16.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁଠୁର୍ଲା ଗ୍ରାମ ଠାରେ ଆୟୋଜିତ ପ୍ରହରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥ...
16/02/2024

Dt.16.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁଠୁର୍ଲା ଗ୍ରାମ ଠାରେ ଆୟୋଜିତ ପ୍ରହରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ଜାମଯୁରୀ ଗ୍ରାମ ର ୟୁପି ସ୍କୁଲ ଠାରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ କାନୁଟ ଗ୍ରାମ ଠାରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ରେ ପ୍ରାଣ ହରାଇ ଥିବା ଶୋକାକୁଲ ପରିବାର ବର୍ଗ ଙ୍କୁ ଭେଟି ଶାନ୍ତନା ଦେଇଥିଲେ ଏବଂ ବେଛୁବାହାଳୀ ଗ୍ରାମ ଓ ବୁଢ଼ାଭଟା ଗ୍ରାମ ର କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବେଲପଡା ଗ୍ରାମ ଠାରେ ଆୟୋଜିତ ରାତ୍ରି କାଲିନ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

Dt.15.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟ...
15/02/2024

Dt.15.2.24.ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଘଗରା ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ପତ୍ରାପାଳି ଠାରେ କୁଣାବରା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ସିହିନୀ ଗ୍ରାମ ଠାରେ ଆୟୋଜିତ ପ୍ରହରୀ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ

Dt.14.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ ପାଢେଲ ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ...
15/02/2024

Dt.14.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ ପାଢେଲ ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା ଗ୍ରାମ ର ବିଜେଡି ର ବରିଷ୍ଠ କର୍ମକର୍ତ୍ତା ମୋହନ ସୁନା ଙ୍କର ଝିଅ ବାହାଘର ଉତ୍ସବ ରେ ଯୋଗଦାନ କରିଥିଲେ

Dt.13.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ସ୍ଥିତ ଜବାହରଲାଲ କଲେଜ ଠାରେ ଆୟୋଜିତ foundation day ଓ annual day କାର୍ଯ୍ୟକ୍ରମ...
14/02/2024

Dt.13.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ସ୍ଥିତ ଜବାହରଲାଲ କଲେଜ ଠାରେ ଆୟୋଜିତ foundation day ଓ annual day କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମ ଠାରେ ଆୟୋଜିତ ପ୍ରହରୀ ଓ ମନ୍ଦିର ପ୍ରତିଷ୍ଠା ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କେଛୋବାହାଲ ଗ୍ରାମ ଠାରେ ଆୟୋଜିତ ପ୍ରହରୀ ରେ ଯୋଗଦାନ କରିଥିଲେ

Dt.2.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ସ୍ତରୀୟ ସ...
03/02/2024

Dt.2.2.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ବେଲପଡା ବ୍ଲକ ସ୍ତରୀୟ ସାହୁ ସମାଜ ର ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ନୁନହାଡ଼ ଗ୍ରାମ ର ବିବାହ ଉତ୍ସବ ରେ ଯୋଗଦାନ କରିଥିଲେ

Dt.1.2.24.ପାଟଣାଗଡ ବିଧାୟକ ସରୋଜ ମେହେର ବଲାଙ୍ଗୀର ଜିଲ୍ଲା ସ୍ତରୀୟ SCOUTS ଏବଂ GUIDES କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି...
01/02/2024

Dt.1.2.24.ପାଟଣାଗଡ ବିଧାୟକ ସରୋଜ ମେହେର ବଲାଙ୍ଗୀର ଜିଲ୍ଲା ସ୍ତରୀୟ SCOUTS ଏବଂ GUIDES କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମାଲପଡା ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

Dt.31.1.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ 14 ନମ୍ବର ଜୋନ ସ୍ତରୀୟ ମହିଳା ସମାବେଶ ଓ କର୍ମୀ ସମ୍ମିଳନୀ ରେ ମୁଖ୍ୟ ଅତ...
01/02/2024

Dt.31.1.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ 14 ନମ୍ବର ଜୋନ ସ୍ତରୀୟ ମହିଳା ସମାବେଶ ଓ କର୍ମୀ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଲଣଙ୍ଗାଭଟା ଗ୍ରାମ ର SC ପଡା ର ଶତାଧିକ ମହିଳା ଓ ପୁରୁଷ ଓ ଡାଙ୍ଗବାହାଲ ପଞ୍ଚାୟତ ର ସରପଞ୍ଚ ବିଜେଡି ରେ ଯୋଗଦାନ କରିଥିଲେ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଂଘରିଆ ଗ୍ରାମ ର କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

Dt.30.1.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ବଜରଙ୍ଗ ଦଳ ପାଇଁ ବୈଠକ ଗୃହ ର ଶୁଭ ଭୁମି ପୂଜନ କରି...
30/01/2024

Dt.30.1.24.ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ NAC ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ବଜରଙ୍ଗ ଦଳ ପାଇଁ ବୈଠକ ଗୃହ ର ଶୁଭ ଭୁମି ପୂଜନ କରିଥିଲେ ଏବଂ ପାଟଣାଗଡ ବ୍ଲକ ଅନ୍ତର୍ଗତ ଲରମ୍ଭା ଗ୍ରାମ ଠାରେ କମ୍ୟୁନିଟି ସେଣ୍ଟର ପାଇଁ ଶୁଭ ଭୁମି ପୂଜନ କରିଥିଲେ ଏବଂ ଲରମ୍ଭା ଗ୍ରାମ ଠାରେ ଆୟୋଜିତ ଫୂଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ଏଥିରେ ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୁଝାରି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

Address

Patnagarh

Website

Alerts

Be the first to know and let us send you an email when Saroj Ku Meher posts news and promotions. Your email address will not be used for any other purpose, and you can unsubscribe at any time.

Share

Category