Biju Janata Dal Bolangir District

Biju Janata Dal Bolangir District ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ବଳ

06/08/2026

ସୁଶାନ୍ତ ସିଂ ଅମର ରହେ 🙏

Dt.02.08.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର...
02/08/2026

Dt.02.08.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ BLA ଓ ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ସହିତ SIR, ଚାଷୀ ମାନଙ୍କର ସାର ସମସ୍ୟା ସହିତ ଅଧିକ ଦାମ ରେ ବିକ୍ରି, ଅହେତୁକ ବର୍ଷା ପାଇଁ ଘର ଏବଂ ଚାଷ ଜମି କ୍ଷତି ବିଷୟରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ବିଷୟରେ ଆଲୋଚନା କରିଥିଲେ

24/07/2026

Dt.24.07.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର

ପାଟଣା ଲଳିତ ଚିତ୍ର କଲା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଦ୍ୱତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

23/07/2026

Dt.23.07.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର

ମୁଦଘାଟ ଗ୍ରାମର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତା ଜିତ ଧରୁଆ ଙ୍କର ପୁଅ ବିବାହ ଉତ୍ସବରେ ଯୋଗଦାନ କରି ନବବଧୂ ଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ

ପାଟଣାଗଡ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବେଲପଡା ବ୍ଲକ କପାଣି ଗ୍ରାମର ସ୍ବର୍ଗତ ବିଦ୍ୟାଧର ବେହେରା ଙ୍କର ଦେହାନ୍ତ ଖବର ପାଇଁ ଆମ୍ଭେ...
20/07/2026

ପାଟଣାଗଡ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବେଲପଡା ବ୍ଲକ କପାଣି ଗ୍ରାମର ସ୍ବର୍ଗତ ବିଦ୍ୟାଧର ବେହେରା ଙ୍କର ଦେହାନ୍ତ ଖବର ପାଇଁ ଆମ୍ଭେ ବିଜୁ ପରିବାର ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ଆମ୍ଭେ ପାଟଣାଗଡ ଇଷ୍ଟ ଦେବି ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ୱରି ମାଁ ଦଶମତି ପାଖେ ଗୁହାରି କରୁଛୁ ପରିବାର ବର୍ଗ ଙ୍କୁ ସତସାହସ ଦିଅନ୍ତୁ ଓଁ ଶାନ୍ତି 🙏

14/07/2026

Dt.14.07.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ 4 ନମ୍ବର ଜୋନ ବିଜୁ ଜନତା ଦଳ BLA ଓ ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ସହିତ SIR, SOCIAL MEDIA ଏବଂ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିଲେ

13/07/2026

Dt.13.07.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ଅନ୍ତର୍ଗତ 14 ନମ୍ବର ଜୋନ ବିଜୁ ଜନତା ଦଳ BLA ଓ ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ସହିତ SIR, SOCIAL MEDIA ଏବଂ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିଲେ

13/07/2026

Dt.12.07.2026.କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଗଠକ ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଏବଂ ମୁରିବାହାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ତତ୍ୱାବଧାନରେ ମୁରିବାହାଲ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ BLA ଓ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସହିତ SIR, SOCIAL MEDIA ଏବଂ ସାଙ୍ଗଠନିକ ବିଷୟରେ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ

Address

Patnagarh
767025

Website

Alerts

Be the first to know and let us send you an email when Biju Janata Dal Bolangir District posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share