Santu Bhai Fan Club

Santu Bhai Fan Club Official Fan Club of Santu Bhai | Love | Respect | Inspiration �

With Mohan Charan Majhi – I just got recognised as one of their top fans! 🎉
08/02/2026

With Mohan Charan Majhi – I just got recognised as one of their top fans! 🎉

08/02/2026
ସାତଶଙ୍ଖ - ବଳଙ୍ଗା ମୁଖ୍ୟ ରାସ୍ତା ଠାରୁ ନୂଆହାଟ ଓ ରଥପୁରୁଷୋତ୍ତମପୁରକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଆଲୋକିକରଣ ବ୍ୟବସ୍ଥା କରି ଲୋକଙ୍...
27/01/2026

ସାତଶଙ୍ଖ - ବଳଙ୍ଗା ମୁଖ୍ୟ ରାସ୍ତା ଠାରୁ ନୂଆହାଟ ଓ ରଥପୁରୁଷୋତ୍ତମପୁରକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଆଲୋକିକରଣ ବ୍ୟବସ୍ଥା କରି ଲୋକଙ୍କ ସମସ୍ୟା ଦୂର କରିବା ନିମନ୍ତେ ମୋ ତରଫରୁ ଏକ ଛୋଟ ପ୍ରଚେଷ୍ଟା ।

🇮🇳 Happy Republic Day! Let’s honor our Constitution and celebrate the spirit of India.
25/01/2026

🇮🇳 Happy Republic Day! Let’s honor our Constitution and celebrate the spirit of India.

ନିତ୍ୟାନଂଦେ ନିରାଧାରେ ନିଷ୍କଳାୟୈ ନମୋ ନମଃ ।ଵିଦ୍ୟାଧରେ ଵିଶାଲାକ୍ଷି ଶୁଦ୍ଧଜ୍ଞାନେ ନମୋ ନମଃ।ନୀଳାଚଳ ଆଦର୍ଶ ଶିକ୍ଷାଶ୍ରମ , ନୂଆହାଟ ଠାରେ ମା...
23/01/2026

ନିତ୍ୟାନଂଦେ ନିରାଧାରେ ନିଷ୍କଳାୟୈ ନମୋ ନମଃ ।
ଵିଦ୍ୟାଧରେ ଵିଶାଲାକ୍ଷି ଶୁଦ୍ଧଜ୍ଞାନେ ନମୋ ନମଃ।
ନୀଳାଚଳ ଆଦର୍ଶ ଶିକ୍ଷାଶ୍ରମ , ନୂଆହାଟ ଠାରେ ମା ସରସ୍ଵତୀଙ୍କ ପୂଜା ଉତ୍ସବରେ ଯୋଗ ଦେଇ ମା 'ଙ୍କ କୃପାଲାଭ କଲୁ ।

ସରସ୍ଵତି ନମସ୍ତୁଭ୍ୟଂ ସର୍ଵଦେଵି ନମୋ ନମଃ।ଶାଂତରୂପେ ଶଶିଧରେ ସର୍ଵୟୋଗେ ନମୋ ନମଃ । ସରକାରୀ ଉ:ପ୍ରା: ବିଦ୍ୟାଳୟ ,ରଥପୁରୁଶୋତ୍ତମପୁର ଠାରେ ଅନୁ...
23/01/2026

ସରସ୍ଵତି ନମସ୍ତୁଭ୍ୟଂ ସର୍ଵଦେଵି ନମୋ ନମଃ।ଶାଂତରୂପେ ଶଶିଧରେ ସର୍ଵୟୋଗେ ନମୋ ନମଃ । ସରକାରୀ ଉ:ପ୍ରା: ବିଦ୍ୟାଳୟ ,ରଥପୁରୁଶୋତ୍ତମପୁର ଠାରେ ଅନୁଷ୍ଠିତ ହୋଇଥିବା ମା ବିଦ୍ୟାଦାତ୍ରି ସରସ୍ଵତୀଙ୍କ ପୂଜା ଉତ୍ସବରେ ଯୋଗଦେବା ଅବସରରେ ...।

"ଶୁକ୍ଳାଂ ବ୍ରହ୍ମବିଚାର ସାର ପରମାମାଦ୍ୟାଂ ଜଗଦ୍‌ବ୍ୟାପିନୀମ୍।ବୀଣା ପୁସ୍ତକ ଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍ ।। "ବସନ୍ତ ପଞ୍ଚମୀର ଏହି ପ...
23/01/2026

"ଶୁକ୍ଳାଂ ବ୍ରହ୍ମବିଚାର ସାର ପରମାମାଦ୍ୟାଂ ଜଗଦ୍‌ବ୍ୟାପିନୀମ୍।
ବୀଣା ପୁସ୍ତକ ଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍ ।। "

ବସନ୍ତ ପଞ୍ଚମୀର ଏହି ପବିତ୍ର ତିଥିରେ ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ମା' ସମସ୍ତଙ୍କୁ ସଦ୍‌ବୁଦ୍ଧି ଓ ଶ୍ରୀ ପ୍ରଦାନ କରନ୍ତୁ। ଜ୍ଞାନର ଆଲୋକରେ ଅଜ୍ଞାନତାର ଅନ୍ଧକାର ଦୂର ହେଉ।
ସମସ୍ତଙ୍କୁ ସରସ୍ଵତୀ ପୂଜାର ହାର୍ଦ୍ଦିକ ଅଭିନନ୍ଦନ। 🙏

16/01/2026

Rathapurusottampur G.p ର ଚୋରପଡା ଗ୍ରାମ ରେ ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା ସରପଞ୍ଚ ସୁବାଷ ଭାଈ ଓ ମୁଁ ବୈଠକ କରି ଆଲୋଚନା କରିଥିଲୁ ।

Rathapurusottampur ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଜି ଆମ ଦଳର ସମସ୍ତ କର୍ମୀ ଙ୍କ ସହ ଆଲୋଚନା କଲି । ଏବଂ ଉପଯୁକ୍ତ ସେବା ଉପଯୁକ...
12/01/2026

Rathapurusottampur ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଜି ଆମ ଦଳର ସମସ୍ତ କର୍ମୀ ଙ୍କ ସହ ଆଲୋଚନା କଲି । ଏବଂ ଉପଯୁକ୍ତ ସେବା ଉପଯୁକ୍ତ ଲୋକ ପାଖରେ କିପରି ପହଞ୍ଚିବ ସେ ବିଷୟରେ ଆଲୋଚନା କରାଗଲା ।
Santosh Kumar Sahoo
Mohan Charan Majhi

Address

Rathapurusottampur
Pipili
752105

Website

Alerts

Be the first to know and let us send you an email when Santu Bhai Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share