08/01/2026
ଓଡ଼ିଶା ଜନ କଲ୍ୟାଣ ସଂଗଠନ ତରଫରୁ ପ୍ରିୟଙ୍କା ଦିଦି ଙ୍କୁ ଜନ୍ମ ଦିନ ର ଅନେକ ଶୁଭେଛା ଓ ଶୁଭ କାମନା ।ଆପଣଙ୍କର ବିଶେଷ ଦିନଟି ଆପଣଙ୍କ ହସ ପରି ଉଜ୍ଜ୍ୱଳ ଏବଂ ସୁନ୍ଦର ହେଉ ଏହା ଆମ ତରଫରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର ପ୍ରାଥନା ।
"ଆପଣ ଜଣେ ସୁନ୍ଦର ମହିଳା ହୋଇ ବଢୁଛନ୍ତି – ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ!"