Sanjib Baliarsingh

Sanjib Baliarsingh Contact information, map and directions, contact form, opening hours, services, ratings, photos, videos and announcements from Sanjib Baliarsingh, Public Service, Bhubaneswar Odisha, Puri.

08/05/2026

See how patriotic the supporters of the BJP are they are showering flowers on the country’s soldiers as a mark of respect. But on the other side, there are some so-called “peaceful groups” who throw stones at the nation’s armed forces. And this is where the difference becomes clearly visible.

Jai Hind 🇮🇳
Jai Shri Ram 🚩

08/05/2026

Error 404, Abhishek Banerjee not found ❌

08/05/2026

Hon'ble Home and Cooperation Minister Shri Amit Shah ji shared a year-old episode related to Hon'ble Prime Minister Shri Narendra Modi ji, which shows Modi ji's deep sense of affinity and affinity towards the organization...

08/05/2026

କେରଳ ରେ କଂଗ୍ରେସ ଜିତିଲା ପରେ ଏଇଟା କୋଉ ଦେଶର ପତାକା ଉଡିଲାଣି ଦେଖନ୍ତୁ ଭାରତୀୟ ମାନେ l

07/05/2026

ବିଜେପି ସରକାର ବେଙ୍ଗଲ ରେ ଆସିବା ପରେ କଂଗ୍ରେସ ତାହାର ପାର୍ଟି ଅଫିସ୍ TMC ର ଦଖଲ ରୁ ଆଣି ପାରିଛି ।

BJP West Bengal

06/05/2026

TMC ର ଗୁଣ୍ଡାରାଜ ରେ ନୟାନ୍ତ ପୋଲିସ ଭାଇ ମାନେ ଦିଦି ର ଆସନ ଗଲାପରେ ଆଜି ଖୁବ୍ ଆନନ୍ଦରେ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି
🙏 West Bengal

05/05/2026

First Day Trailer Picture Abhi Baki Hai 🤣

Ye To Khela Ho Gaya Re Baba 🤣🤣

04/05/2026

ଭାରତୀୟ ଜନତା ପାର୍ଟିର ପଶ୍ଚିମ ବଙ୍ଗ, ଆସାମ ଏବଂ ପୁଡୁଚେରୀରେ ହେଇଥିବା ଐତିହାସିକ ବିଜୟ ଉପଲକ୍ଷେ ଆଜି କଣାସ ବ୍ଲକ୍ ଗଡ଼ସାହି ଛକ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ସହ ଉତ୍ସାହ ଓ ଉଲ୍ଲାସରେ ବିଜୟ ଉତ୍ସବ ପାଳନ କରାଗଲା।

04/05/2026

ଏ ହେଉଛି Bharatiya Janata Party (BJP) ପରିବାରର ସଂସ୍କାର ।

02/05/2026

ଓଡ଼ିଶାର ସର୍ବ କନିଷ୍ଠା କାଉନସିଲର ମୋନାଲି ପ୍ରିୟଦର୍ଶିନୀ ପ୍ରଧାନଙ୍କ ଚର୍ଚ୍ଚିତ ବକ୍ତବ୍ୟ l

ଯେଉଁମାନେ ଟ୍ରୋଲ କରୁଛନ୍ତି ସେମାନେ ଯଦି ବ୍ୟାଙ୍କ୍ ମ୍ୟାନେଜର ହୋଇଥାନ୍ତେ ବିନା ଡେଥ ସାର୍ଟିଫିକେଟ ବିନା ଲିଗାଲ ହେୟାର ରେ ଟଙ୍କା ଦେଇ ପାରିଥା...
30/04/2026

ଯେଉଁମାନେ ଟ୍ରୋଲ କରୁଛନ୍ତି ସେମାନେ ଯଦି ବ୍ୟାଙ୍କ୍ ମ୍ୟାନେଜର ହୋଇଥାନ୍ତେ ବିନା ଡେଥ ସାର୍ଟିଫିକେଟ ବିନା ଲିଗାଲ ହେୟାର ରେ ଟଙ୍କା ଦେଇ ପାରିଥାଆନ୍ତ କି ?
ନିଜେ ମେଡିକାଲ ତହସିଲ ,ରାଜ୍ଵସ ନିରୀକ୍ଷକ ଜନସେବା କେନ୍ଦ୍ର ପାଖକୁ ଯାଇ ଡକ୍ୟୁମେଣ୍ଟ ବାହାର କରିଥାନ୍ତ କି ?
କେବେ କରିନଥାନ୍ତ !
ତାହେଲେ ଏସବୁ କାମ କାହାର କିଏ କରିବ?
ଏସବୁ କାମ ହେଉଛି ସ୍ତାନୀୟ ପଂଚାୟତ ପ୍ରତିନିଧିଙ୍କର ଯିଏ ସରକାରଙ୍କର ସିଷ୍ଟମ ବିଷୟରେ ନିରୀହ ଲୋକଙ୍କୁ ବୁଝାଇବେ ଓ ନିଜେ ସହଯୋଗ କରିବେ I ଏସବୁ କାମ ଆସା ଦିଦି ଙ୍କର ଯିଏ ମୃତ୍ୟୁ ର ରିପୋର୍ଟ ଦେବେ ତେଣୁ ମିଡିଆ ଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟାଙ୍କ୍ ମ୍ୟାନେଜର୍ ଙ୍କୁ ଛାଡି ସେ ଗାଁର ନେତା ଙ୍କୁ ପଚାରନ୍ତୁ ଆସା ଦିଦି ଙ୍କୁ ପଚାରନ୍ତୁ କଣ ପାଇଁ ସାହାଯ୍ୟ ସହଯୋଗ କଲେ ନାହିଁ I

Address

Bhubaneswar Odisha
Puri
752017

Telephone

+919090989374

Website

Alerts

Be the first to know and let us send you an email when Sanjib Baliarsingh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sanjib Baliarsingh:

Share

Category