Om prakash Mishra Fan's Club

Om prakash Mishra Fan's Club This is Fan Page of Om Prakash Mishra,MLA,Satyabadi Constituency, Keep Supporting
(1)

04/09/2026
ଜୟ ଶ୍ରୀକୃଷ୍ଣ 🙏ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।...
04/09/2026

ଜୟ ଶ୍ରୀକୃଷ୍ଣ 🙏

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜନ୍ମାଷ୍ଟମୀର ଏହି ପବିତ୍ର ଦିନ ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।

02/09/2026

ଯୁବ ଶକ୍ତି ଆମ ଓ଼ମ୍ ଭାଇନା... ❤️

ପୁରୀ ଜିଲ୍ଲା ବିଜେପି ଯୁବ କାର୍ଯ୍ୟକର୍ତ୍ତା ଶ୍ରୀ ସଂଗ୍ରାମ ପରିଡା ଙ୍କ ଜନ୍ମଦିନରେ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା । 💐🎂
01/09/2026

ପୁରୀ ଜିଲ୍ଲା ବିଜେପି ଯୁବ କାର୍ଯ୍ୟକର୍ତ୍ତା ଶ୍ରୀ ସଂଗ୍ରାମ ପରିଡା ଙ୍କ ଜନ୍ମଦିନରେ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା । 💐🎂

ବିଜେପି ଯୁବମୋର୍ଚ୍ଚା ର ସକ୍ରିୟ ସଦସ୍ୟ ଶ୍ରୀ ବିଭୁ ପ୍ରସାଦ ନନ୍ଦ ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।।
01/09/2026

ବିଜେପି ଯୁବମୋର୍ଚ୍ଚା ର ସକ୍ରିୟ ସଦସ୍ୟ ଶ୍ରୀ ବିଭୁ ପ୍ରସାଦ ନନ୍ଦ ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।।

31/08/2026

MMDR ସଂଶୋଧନ ବିଲ୍, ୨୦୨୬ କୁ ନେଇ ଆମ ରାଜ୍ୟରେ ସତ୍ୟକୁ ଲୁଚାଇ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍ କି ? ସତ୍ୟ କଥା ପ୍ରକାଶ କରିବା ପାଇଁ ସଙ୍କୋଚ କାହିଁକି?

MMDR ସଂଶୋଧନ ଆଇନ ପ୍ରଧାନମନ୍ତ୍ରୀ Narendra Modi ଙ୍କ ସରକାରର ଏକ ଐତିହାସିକ ନିଷ୍ପତ୍ତି । ନୂତନ ଆଇନ ଦ୍ୱାରା ଖଣି ରାଜସ୍ୱର ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ, ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଓ ରାଜ୍ୟ ରାଜସ୍ୱକୁ ସୁରକ୍ଷିତ କରିବା ସହ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ ।

ମୋଦୀ ସରକାରଙ୍କ ସ୍ୱଚ୍ଛ ଇ-ନିଲାମ ନୀତି ଯୋଗୁଁ ରାଜ୍ୟର ଖଣି ରାଜସ୍ୱ ୫,୦୦୦ କୋଟିରୁ ୫୦,୦୦୦ କୋଟିରେ ପହଞ୍ଚିଛି। ୨୦୧୫ରୁ ଆଜି ପର୍ଯ୍ୟନ୍ତ ଡିଏମଏଫ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳ ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏହି ବିଲକୁ ସମର୍ଥନ କରିଛନ୍ତି । ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ଏହି ଐତିହାସିକ ଆଇନକୁ ସମର୍ଥନ କରିବା ଦରକାର ।

Address

Puri
751012

Alerts

Be the first to know and let us send you an email when Om prakash Mishra Fan's Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Om prakash Mishra Fan's Club:

Shortcuts

Share