18/05/2020
ଏହି କରୋନା ଭାଇରସ ର ଭାକସିନ ବାହାରିନି ସତ, ରୋଗ କୁ ଆୟତ୍ତ ରେ ରଖି ହେଇ ପାରିବ, ସେଥିପାଇଁ ଆମେ ନିଜ କୁ ନିଜେ ସଚେତନ ହେବା, ଆଉ ଅନ୍ୟ ମାନଙ୍କୁ ସଚେତନ କରିବା, ତା ସହିତ ମାସ୍କ, ସାନିଟେରାଇଜ ପ୍ରତ୍ୟକ ମୁହୂର୍ତ୍ତ ରେ ବ୍ୟବହାର କରିବା, ସଙ୍ଗ ରୋଧ ରେ ରହିଲେ, ସେହି ରୋଗ କୁ ମେଡ଼ିସିନ ନ ବାହାରିବା ପର୍ଯ୍ୟନ୍ତ ଆୟତ୍ତ ରେ ରଖି ପରିବା.