Biju Chhatra Janata Dal Brahmagiri

Biju Chhatra Janata Dal Brahmagiri student

30/06/2025
ଆସନ୍ତା ୧୧ ତାରିଖ ରେ ଯୁବ ଛାତ୍ର ମାନଙ୍କୁ  ନେଇ କର୍ମୀ ସମ୍ମିଳନୀ  ଅନୁଷ୍ଠିତ ହେବ। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ...
28/01/2024

ଆସନ୍ତା ୧୧ ତାରିଖ ରେ ଯୁବ ଛାତ୍ର ମାନଙ୍କୁ ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ବ୍ଳକ ବଡଝାଡ ପଞ୍ଚାୟତ ରେ ଯୁବ ଛାତ୍ର ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ଛାତ୍ର ମାନଙ୍କୁ ନେଇ କିପରି ଦଳ ମଜଭୁତ ହୋଇ ପାରିବ ସେ ଦିଗରେ ସଭାରେ ଆଲୋଚନା କରା ଯାଇଥିଲା ।




'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା   ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ‌ଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।Naveen Patn...
05/01/2024

'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ‌ଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Naveen Patnaik CMO Odisha Biju Janata Dal Odisha Mo Sarkar 5T

04/11/2023

Naveen Patnaik Biju Janata Dal Odisha BJD Odisha - Forever Biju Chhatra Janata Dal, Odisha

ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆହୁରି ସୃଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅ...
02/11/2023

ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆହୁରି ସୃଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ପ୍ରଦାନ କରିଥିବାରୁ ବ୍ରହ୍ମଗିରି ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଯଣାଉଛୁ।


ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଭାଇଲିପୁର ନିର୍ମାଣଧିନ ଶିଳ୍ପ ତାଲିମ କେନ୍ଦ୍ର ବୁଲି ଦେଖିଥିଲି।ଶିଳ୍ପ ତାଲିମ କେନ୍ଦ୍ରର ନିର୍...
09/09/2023

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଭାଇଲିପୁର ନିର୍ମାଣଧିନ ଶିଳ୍ପ ତାଲିମ କେନ୍ଦ୍ର ବୁଲି ଦେଖିଥିଲି।

ଶିଳ୍ପ ତାଲିମ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଗ୍ରସ୍ତ ସମୟରେ ପୁରୀ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ପୁରୀ ପାନୀୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Naveen Patnaik CMO Odisha Mo Sarkar 5T Biju Janata Dal Odisha BJD Odisha BJD I.T. Wing

18/07/2023
15/07/2023

🐅ଶିକାରୀ ସବୁ ବେଳେ ଶିକାର କରେ।🐅

Address

Puri

Website

Alerts

Be the first to know and let us send you an email when Biju Chhatra Janata Dal Brahmagiri posts news and promotions. Your email address will not be used for any other purpose, and you can unsubscribe at any time.

Share