Balisahi Puri

Balisahi Puri The most prominent and famous place in Srikhetra puri situated in between Jagganath Temple and Sea beach . This place is famous for its ancient structures

The oldest and most historic place in Srikhetra Puri situated between Jagganth temple and Bay of Bengal.

Puri District Admin ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ କିନ୍ତୁ ବାଲିସାହି ଶ୍ଵେତଗଙ୍ଗା ଗଳି , ଭଣ୍ଡାରି ଗଳି ତଥା ବାସୁଦେବ ଆଶ୍ରମ ନିକଟରେ ଅସ୍ଥ...
06/05/2026

Puri District Admin ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ କିନ୍ତୁ ବାଲିସାହି ଶ୍ଵେତଗଙ୍ଗା ଗଳି , ଭଣ୍ଡାରି ଗଳି ତଥା ବାସୁଦେବ ଆଶ୍ରମ ନିକଟରେ ଅସ୍ଥାୟୀ ପରିସ୍ରା ଗାର ବ୍ଯବସ୍ଥା ନ କଲେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ସ୍ତାନୀୟ ବାସିନ୍ଦା ଅହେତୁକ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଦୁର୍ଗନ୍ଧ ପରିବେଶ ରେ ସଂକ୍ରମଣ ବ୍ୟାପକ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି.

ଦୟାକରି ଉକ୍ତ ବିଷୟ କୁ ଗୁରୁତ୍ଵର ସହ ନେବାକୁ ନିବେଦନ ନଚେତ ଆମେ ସମୂହ ବିଦ୍ରୋହ କରିବାକୁ ବାଧ୍ଯ ହେବୁ କାରଣ ସବୁ ବର୍ଷ ସମନ୍ନୟ କମଟି କୁ ଅନୁରୋଧ ସତ୍ତ୍ଵେ ବ୍ୟବସ୍ଥା ହେଉ ନାହିଁ.

ନୃସିଂହ ଚତୁର୍ଦ୍ଦଶୀ ଅବସରରେ ସୁସଜ୍ଜିତ ହିଞ୍ଜଳ ଜାଗା ପ୍ରତ୍ୟକ୍ଷ ଅଭୟ ନୃସିଂହ 🙏
30/04/2026

ନୃସିଂହ ଚତୁର୍ଦ୍ଦଶୀ ଅବସରରେ ସୁସଜ୍ଜିତ ହିଞ୍ଜଳ ଜାଗା ପ୍ରତ୍ୟକ୍ଷ ଅଭୟ ନୃସିଂହ 🙏

29/04/2026

ଚନ୍ଦନ ମେଳ "ମଙ୍ଗଳା ମୁଖୀ ମହାବୀର ଖୁଣ୍ଟିଆ ଜାଗା", ବାଲିସାହି
ଯାତ୍ରୀ ତଥା ପୁରୀ ବାହାର ଲୋକମାନେ ଭାବିବେ କୌଣସି ଏକ ବିବାହ ବରଯାତ୍ରୀ କିମ୍ବା ବ୍ରତଘର ରୋଷଣୀ ଯାଉଛି ବୋଲି ସେମାନେ କି ଜାଣିବେ ପୁରୀ ରେ ଆମର ଖାଲି ଚନ୍ଦନ ଗାଧୁଆ ପାଇଁ ଏତେ ସବୁ ଆୟୋଜନ ଆଉ ପଟୁଆର 😊

ମୁରବୀ ମାନଙ୍କ ପ୍ରୟାସ ଫଳ ସ୍ଵରୁପ ପ୍ରସ୍ତାବିତ ପୋଷ୍ଟ ଅଫିସ୍ ସ୍ଥାନାନ୍ତରଣ କିଛ ଦିନ ନିମନ୍ତେ ସ୍ଥଗିତ ରହିଲା କିନ୍ତୁ ଆମ ମାନକୁ ବିଭିନ୍ନ କା...
24/04/2026

ମୁରବୀ ମାନଙ୍କ ପ୍ରୟାସ ଫଳ ସ୍ଵରୁପ ପ୍ରସ୍ତାବିତ ପୋଷ୍ଟ ଅଫିସ୍ ସ୍ଥାନାନ୍ତରଣ କିଛ ଦିନ ନିମନ୍ତେ ସ୍ଥଗିତ ରହିଲା କିନ୍ତୁ ଆମ ମାନକୁ ବିଭିନ୍ନ କାମ ପୋଷ୍ଟ ଅଫିସ୍ ବ୍ୟବସ୍ଥା ରେ କରି ଦୀର୍ଘ ମିଆଦି ଜମା, ଦେଣନେଣ ତଥା ପାର୍ସଲ କାର୍ଯ୍ୟ ରେ ପୋଷ୍ଟ ଅଫିସ୍ ର ବ୍ଯବହାର ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ, ଜୟ ଜଗନ୍ନାଥ.

14/04/2026

କୋର୍ଟ ପରିସରକୁ ସ୍ଥାନାନ୍ତରଣ କରିବା ନିମନ୍ତେ order ବାହାରି ସାରିଲାଣି, ଆମ ସାହି ର ବହୁତ ବୟସ୍କ ଲୋକ ମାନେ ସଞ୍ଚୟ ଖାତା କରିଛନ୍ତି, ଅନେକ ସୁକନ୍ୟା ଯୋଜନା ଆଉ ଅନ୍ୟ ଦୀର୍ଘ ମିଆଦି ଯୋଜନାରେ ଟଙ୍କା ରଖି ଥାନ୍ତି, ନିକଟ ବର୍ତ୍ତୀ ମଣିକର୍ଣ୍ଣିକା ସାହି ଏବଂ ଦୋଳମଣ୍ଡପ ସାହି ରେ ପୂର୍ବ ପରି ପୋଷ୍ଟ ଅଫିସ୍ ଚାଲୁ ରହିବାକୁ ସ୍ତାନୀୟ ଅଧିବାସୀ ମାନେ ତତ୍ପରତା ଦେଖାଉ ଥିବା ବେଳେ ଆମ କ୍ଷେତ୍ରରେ ଏ ଥିରେ ବ୍ୟତିକ୍ରମ ଘଟିଛି , ଆଉ କିଛିଦିନ ବିଳମ୍ବ କଲେ ଆଉ ଏହାକୁ ବଞ୍ଚାଇ ରଖିବା ସମ୍ଭବ ହେବନାହିଁ .

ହରଚଣ୍ଡୀ ସାହି ଆଖେଡ଼ା ତରଫରୁ ଜମି ଖୁଣ୍ଟିଆ ଜାଗା ଆନୁକୁଲ୍ୟରେ ରାବଣ ସେନାପତି ଖର ଧୂଷଣ ଅସୁର ମାନଙ୍କ ଦ୍ଵାରା ଯଜ୍ଞରକ୍ଷା ବିଦ୍ଧି ଅବସରରେ ବା...
29/03/2026

ହରଚଣ୍ଡୀ ସାହି ଆଖେଡ଼ା ତରଫରୁ ଜମି ଖୁଣ୍ଟିଆ ଜାଗା ଆନୁକୁଲ୍ୟରେ ରାବଣ ସେନାପତି ଖର ଧୂଷଣ ଅସୁର ମାନଙ୍କ ଦ୍ଵାରା ଯଜ୍ଞରକ୍ଷା ବିଦ୍ଧି ଅବସରରେ ବାଲିସାହି ମଙ୍ଗଳାମୁଖୀ ମହାବୀର ଖୁଣ୍ଟିଆ ଜାଗା ପକ୍ଷରୁ ମାନପତ୍ର .

ଆଜି ହରଚଣ୍ଡୀ ସାହି ଆଖଡା ତରଫରୁ ଆସୁଥିବା ସମସ୍ତ ମେଳ ଆଉ ଭୁଆସିକ ମାନଙ୍କୁ ହାର୍ଦିକ ସ୍ଵାଗତ.

ଆଉ କିଛି ଦିନ ଅପେକ୍ଷାରେ ....
18/03/2026

ଆଉ କିଛି ଦିନ ଅପେକ୍ଷାରେ ....

14/03/2026
ଶ୍ରୀମନ୍ଦିର Record of Rights ଅନୁଯାୟୀ ବ୍ୟକ୍ତିଗତ ସେବା ର 70 ନମ୍ବର ଅନୁଛେଦ ରେ ଉଲ୍ଲେଖ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବାଟ ଲୋକନାଥ ଙ୍କ ନ...
07/03/2026

ଶ୍ରୀମନ୍ଦିର Record of Rights ଅନୁଯାୟୀ ବ୍ୟକ୍ତିଗତ ସେବା ର 70 ନମ୍ବର ଅନୁଛେଦ ରେ ଉଲ୍ଲେଖ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବାଟ ଲୋକନାଥ ଙ୍କ ନିମିତ୍ତ କିଛି ଅନୁଦାନ ବ୍ୟବସ୍ଥା ନଥିଲା.
ଆଜି କିଛି ଉତ୍ସାହି ଯୁବକ ଙ୍କ ଉଦ୍ୟମ କ୍ରମେ ପ୍ରଶାସନ ଦ୍ଵାରା 5000 ଆର୍ଥିକ ସହଯୋଗ ଅନୁମୋଦିତ ହୋଇଛି.
ଜୟ ବାବାବାଟ ଲୋକନାଥ 🕉, ବାଲିସାହି , ପୁରୀ.

11/06/2025

ବାଲିସାହି ପୁରୀ ରେ କାଲି ରେ ଅଣାୟତ୍ତ ଭିଡ ଆଗକୁ ଆହୁରି ଅଛି

23/04/2025

Puri sahi jata

Address

Balisahi , Puri Town
Puri
752001

Website

Alerts

Be the first to know and let us send you an email when Balisahi Puri posts news and promotions. Your email address will not be used for any other purpose, and you can unsubscribe at any time.

Share