Jayanta Kumar Sarangi

Jayanta Kumar Sarangi Contact information, map and directions, contact form, opening hours, services, ratings, photos, videos and announcements from Jayanta Kumar Sarangi, Baseli sahi, Puri.
(1)

Official Page Ex-Councillor Puri, Ex-Chairman Puri,Ex-M L A Puri , Social worker, Special Invitee Member Bharatiya Janata Party (BJP) BJP Odisha BJP Puri

ସେବକ ଶ୍ରୀକ୍ଷେତ୍ର ଧାମ ( ପୁରୀ )
🙏 ଜୟ ଜଗନ୍ନାଥ 🙏

ସ୍ବାଧୀନତା ଦିବସର ପବିତ୍ର ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ, "ସ୍ୱାଧୀନତା ଦିବସର ଅନୁଚିନ୍ତା" |...
15/08/2026

ସ୍ବାଧୀନତା ଦିବସର ପବିତ୍ର ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ, "ସ୍ୱାଧୀନତା ଦିବସର ଅନୁଚିନ୍ତା" |
CMO Odisha
Mohan Charan Majhi

ଆଜି ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ |ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର...
15/08/2026

ଆଜି ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ |

ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସମସ୍ତ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ |

ଆସନ୍ତୁ ସେମାନଙ୍କ ଆଦର୍ଶ ଓ ତ୍ୟାଗରୁ ପ୍ରେରଣା ନେଇ ଏକ ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନ ପାଇଁ ଏକତା ଓ ଦେଶପ୍ରେମର ସହ ଆଗେଇ ଯିବା |

ଜୟ ହିନ୍ଦ୍ 🇮🇳
ବନ୍ଦେ ମାତରମ୍ 🇮🇳

ପୁରୀ ସହରରେ ଆୟୋଜିତ 'ତ୍ରିରଙ୍ଗା ଯାତ୍ରା'ରେ ମାନ୍ୟବର ଲୋକ ପ୍ରିୟ ସାଂସଦ Dr. Sambit Patra ଓ ଦଳୀୟ କାର୍ଯ୍ୟକର୍ତା ଜନ ସାଧାରଣଙ୍କ ସହ ସାମି...
14/08/2026

ପୁରୀ ସହରରେ ଆୟୋଜିତ 'ତ୍ରିରଙ୍ଗା ଯାତ୍ରା'ରେ ମାନ୍ୟବର ଲୋକ ପ୍ରିୟ ସାଂସଦ Dr. Sambit Patra ଓ ଦଳୀୟ କାର୍ଯ୍ୟକର୍ତା ଜନ ସାଧାରଣଙ୍କ ସହ ସାମିଲ ହେଲି |

ଆମର ଜାତୀୟ ପତାକା ଆମ ଦେଶର କୋଟି କୋଟି ନାଗରିକଙ୍କ ଆଶା, ଆକାଂକ୍ଷା ଏବଂ ପ୍ରଗତିର ପ୍ରତିସ୍ୱରୂପ |

ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ଭାରତ ବର୍ଷ ହାତରେ ତ୍ରିରଙ୍ଗା ଧରି ଏବଂ ହୃଦୟରେ ରାଷ୍ଟ୍ର ପ୍ରଥମର ସଂକଳ୍ପ ନେଇ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ।
BJP Odisha BJP Puri

Address

Baseli Sahi
Puri
752001

Telephone

+919040146936

Website

Alerts

Be the first to know and let us send you an email when Jayanta Kumar Sarangi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jayanta Kumar Sarangi:

Shortcuts

Share