BJYM Puri

BJYM Puri Official Page of BHARATIYA JANATA YUVA MORCHA, DISTRICT PURI

    Bharatiya Janata Party (BJP) BJYM BJP Odisha BJYM Odisha
29/08/2026



Bharatiya Janata Party (BJP)
BJYM
BJP Odisha
BJYM Odisha

ଭାରତୀୟ ଜନତା ପାର୍ଟୀର ନବନିଯୁକ୍ତ ରାଷ୍ଟ୍ରୀୟ ଟିମର ସମସ୍ତ ପଦାଧିକାରୀଙ୍କୁ ମୋର ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସଶ୍ରଦ୍ଧ ଅ...
29/08/2026

ଭାରତୀୟ ଜନତା ପାର୍ଟୀର ନବନିଯୁକ୍ତ ରାଷ୍ଟ୍ରୀୟ ଟିମର ସମସ୍ତ ପଦାଧିକାରୀଙ୍କୁ ମୋର ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସଶ୍ରଦ୍ଧ ଅଭିନନ୍ଦନ ଓ ଶୁଭେଚ୍ଛା।
ପୁନର୍ବାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବାରୁ ଆମ ଗୌରବ ମାନନୀୟ ଶ୍ରୀ Baijayant 'Jay' Panda ମହୋଦୟ ଏବଂ ନର୍ଥ ଇଷ୍ଟ ସଂଯୋଜକ ଭାବେ ଦାୟିତ୍ୱ ପାଇଥିବା Dr. Sambit Patra ମହୋଦୟଙ୍କୁ ଜିଲ୍ଲାର ସମସ୍ତ ସଦସ୍ୟଙ୍କ ତରଫରୁ ଅଶେଷ ଶୁଭକାମନା। 💐
Manmohan Samal
Prabhati Parida
Sarada Prasad Satpathy
Biranchi Narayan Tripathy
Avilash Panda
Bharatiya Janata Party (BJP)
BJYM Odisha

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଳକ୍  ଅନ୍ତର୍ଗତ ଜେନାପୁର ଗ୍ରାମ ର ଝିଅ SANCHITA BISWAL  (NEET)  ପରୀକ୍ଷା...
29/08/2026

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଜେନାପୁର ଗ୍ରାମ ର ଝିଅ SANCHITA BISWAL (NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐

Manmohan Samal
Prabhati Parida
Dr. Sambit Patra
Upasna Mohapatra
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJYM Odisha

ଆଜି ପୁରୀ ଜିଲ୍ଲା ବଡ଼ ମେଡିକାଲ ରେ ଜଣେ ରୋଗୀ ଙ୍କୁ ରକ୍ତ ଆବଶ୍ୟକ ଥିବା ବେଳେ  ଆମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବାଳିଗୁହାଳୀ ମଣ୍ଡଳ ସଭାପତି ...
29/08/2026

ଆଜି ପୁରୀ ଜିଲ୍ଲା ବଡ଼ ମେଡିକାଲ ରେ ଜଣେ ରୋଗୀ ଙ୍କୁ ରକ୍ତ ଆବଶ୍ୟକ ଥିବା ବେଳେ ଆମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବାଳିଗୁହାଳୀ ମଣ୍ଡଳ ସଭାପତି ଅଜୟ କୁମାର ପ୍ରଧାନ (ଅଜୁ ଭାଇ )
ଙ୍କ ଦ୍ଵାରା ସାହାଯ୍ୟ କରାଗଲା ଧନ୍ୟବାଦ ଭାଇ ଙ୍କୁ
Manmohan Samal
Prabhati Parida
Dr. Sambit Patra
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJYM Odisha
BJP Odisha

ଭାରତୀୟ ଜନତା ପାର୍ଟି, ପୁରୀ ଜିଲ୍ଲା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବ୍ରହ୍ମଗିରିର ଶ୍ରୀ ରସାନନ୍ଦ ପାତ୍ରଙ୍କୁ ପୁରୀ ଜିଲ୍ଲା ଭାରତୀୟ ଜନତ...
29/08/2026

ଭାରତୀୟ ଜନତା ପାର୍ଟି, ପୁରୀ ଜିଲ୍ଲା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବ୍ରହ୍ମଗିରିର ଶ୍ରୀ ରସାନନ୍ଦ ପାତ୍ରଙ୍କୁ ପୁରୀ ଜିଲ୍ଲା ଭାରତୀୟ ଜନତା ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଗଲା।

ଆପଣଙ୍କ କାର୍ଯ୍ୟଦକ୍ଷତା, ସାଂଗଠନିକ ନିପୁଣତା ଏବଂ ପ୍ରଭୁ ଜଗନ୍ନାଥଙ୍କ ଅଶେଷ କୃପାରୁ ଆପଣ ଏହି ନୂତନ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରି ଜିଲ୍ଲା ସଂଗଠନକୁ ନୂତନ ଶିଖରକୁ ନେବେ ବୋଲି ମୋର ଦୃଢ଼ ବିଶ୍ୱାସ।
ଆପଣଙ୍କର ସଫଳ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
Manmohan Samal
Prabhati Parida
Dr. Sambit Patra
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ଅବସରରେ କାକଟପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଉକ୍ତ ଶିବିରରେ ସମସ୍ତ ଭିନ୍ନକ୍ଷମ ବ୍ୟ...
29/08/2026

ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ଅବସରରେ କାକଟପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଉକ୍ତ ଶିବିରରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେବାକାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଅଛି. ଆପଣଙ୍କ ସେବା ପାଇଁ ସବୁବେଳେ ଭାରତୀୟ ଜନତା ଯୁବମୋର୍ଚ୍ଚା କାର୍ଯ୍ୟରତ ।
ଜୟ ଜଗନ୍ନାଥ 🙏

Manmohan Samal
Prabhati Parida
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଠାରେ ରାଜ୍ୟ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା ଏ...
29/08/2026

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଠାରେ ରାଜ୍ୟ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା ଏଥିରେ ସଂଗଠନ କିପରି ମଜବୁତ୍ ହୋଇ ରହିବ ଏବଂ ଯୁବ ମୋର୍ଚ୍ଚା ଦକ୍ଷତା ର ସହ କାମ କରିବେ ସେଇ ବିସୟରେ ଆଲୋଚନା ହୋଇଥିଲା।
Manmohan Samal
Prabhati Parida
Dr. Sambit Patra
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ପୁରୀ ଜିଲ୍ଲା ବିଜେପିର ସାଂଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଶ୍ରୀ ଦୀପକ କୁମାର ପଣ୍ଡା ଙ୍କୁ ଆଇ.ଟି. ସେଲ୍‌ ଜିଲ୍ଲା ଇନ୍‌ଚାର୍ଜ ଭ...
29/08/2026

ପୁରୀ ଜିଲ୍ଲା ବିଜେପିର ସାଂଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଶ୍ରୀ ଦୀପକ କୁମାର ପଣ୍ଡା ଙ୍କୁ ଆଇ.ଟି. ସେଲ୍‌ ଜିଲ୍ଲା ଇନ୍‌ଚାର୍ଜ ଭାବେ ନିଯୁକ୍ତି ଦିଆଗଲା। ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।💐
Manmohan Samal
Biranchi Narayan Tripathy
Sarada Prasad Satpathy
Prabhati Parida
Dr. Sambit Patra
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ନିମାପଡ଼ାର ବରିଷ୍ଠ ନେତା ଶ୍ରୀ ରାଜକିଶୋର ନାୟକଙ୍କୁ ପୁରୀ ଜିଲ୍ଲା ବିଜେପି 'OBC ମୋର୍ଚ୍ଚା'ର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି।ଦଳ ପା...
29/08/2026

ନିମାପଡ଼ାର ବରିଷ୍ଠ ନେତା ଶ୍ରୀ ରାଜକିଶୋର ନାୟକଙ୍କୁ ପୁରୀ ଜିଲ୍ଲା ବିଜେପି 'OBC ମୋର୍ଚ୍ଚା'ର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି।
ଦଳ ପାଇଁ ଆପଣଙ୍କ ନିଷ୍ଠା, କାର୍ଯ୍ୟଦକ୍ଷତା ଓ ସାଂଗଠନିକ ଦକ୍ଷତା ଉପରେ ଆମର ପୂର୍ଣ୍ଣ ଭରସା ଅଛି। ଆଶା କରୁଛି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଏହି ନୂଆ ଦାୟିତ୍ୱକୁ ବହୁତ ଭଲ ଭାବରେ ତୁଲାଇବେ ଏବଂ ଜିଲ୍ଲାରେ ଆମ ସଂଗଠନକୁ ଆହୁରି ଆଗକୁ ନେବେ।
ନୂତନ ଦାୟିତ୍ୱ ପାଇଁ ରାଜକିଶୋର ଭାଇ ଙ୍କୁ ଅନେକ ଅନେକ ଶୁଭକାମନା ଓ ଅଭିନନ୍ଦନ! 💐
Manmohan Samal
Prabhati Parida
Biranchi Narayan Tripathy
Sarada Prasad Satpathy
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ପୁରୀ ଜିଲ୍ଲାର ନବ ନିଯୁକ୍ତ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବଡ଼ ଭାଇ Ranjan Baral ଭାଇ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐...
29/08/2026

ପୁରୀ ଜିଲ୍ଲାର ନବ ନିଯୁକ୍ତ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବଡ଼ ଭାଇ Ranjan Baral ଭାଇ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐
Manmohan Samal
Prabhati Parida
Biranchi Narayan Tripathy
Sarada Prasad Satpathy
Dr. Sambit Patra
Avilash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

Address

B. J. Y. M
Puri
752001

Alerts

Be the first to know and let us send you an email when BJYM Puri posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJYM Puri:

Shortcuts

Share