15/10/2026
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଗାଣରେ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା ଚାଷୀ। 18 ଲକ୍ଷ ଟଙ୍କା ସରକାରୀ ଅର୍ଥ ସହାୟତାରେ ଶୀତଳ ଭଣ୍ଡାର ସ୍ଥାପନ କରି ବାର୍ଷିକ 6 ଲକ୍ଷ ରୋଜଗାର କରୁଛନ୍ତି। ନୟାଗଡ଼ ଜିଲ୍ଲା ସମେତ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି ବିଭିନ୍ନ ରକମର କଦଳୀ