Unique Family Charitable trust

Unique Family Charitable trust Our foremost priority is the removal of poverty, hunger and malnutrition, disease and illiteracy. All social welfare programmes must be implemented.

All social welfare programmes must be implemented efficiently. Agencies involved in the delivery of services should have a strong sense of duty and work in a transparent, corruption-free, time-bound and accountable manner.

07/04/2026

𝗠𝗔𝗥𝗖𝗛 ' 𝟮𝟬𝟮𝟲
🅲︎🅾︎🅽︎🆃︎🆁︎🅸︎🅱︎🆄︎🆃︎🅸︎🅾︎🅽︎🆂︎.....
1. Sujit Kumar Dash ₹100
2. Ashalata Barik ₹200
3. Umakant Pradhan ₹200
4. Arun Kumar mohanty ₹100
5. Keshab Ch Pati ₹100
6. Binodini Pradhan ₹100
7. Sushri Sangeeta Mohanty ₹200
8. Lipishree Patra ₹100
9. Kabita Nayak ₹100
10. Debasis Pandey ₹200

𝗧𝗢𝗧𝗔𝗟 ₹👉𝟭𝟰𝟬𝟬

01/03/2026

𝗙𝗘𝗕𝗥𝗨𝗔𝗥𝗬 ' 𝟮𝟬𝟮𝟲
🅲︎🅾︎🅽︎🆃︎🆁︎🅸︎🅱︎🆄︎🆃︎🅸︎🅾︎🅽︎🆂︎.....

1. Lipishree Patra ₹100
2. Ashalata Barik ₹200
3. Umakant Pradhan ₹200
4. Sujit Kumar Dash ₹100
5. Pramod Ku Behera ₹100
6. Binodini Pradhan ₹100
7. Arun Kumar Mohanty ₹100
8. Binayak Mohapatra ₹100
9. Pradip Kumar Dash ₹200
10. Sushri Sangeeta Mohanty ₹100
11. Kabita Nayak ₹100
12. Keshab Ch Pati ₹100

𝗧𝗢𝗧𝗔𝗟 ₹𝟭𝟱𝟬𝟬

03/02/2026

𝗝𝗔𝗡𝗨𝗔𝗥𝗬 ' 𝟮𝟬𝟮𝟲
🅲︎🅾︎🅽︎🆃︎🆁︎🅸︎🅱︎🆄︎🆃︎🅸︎🅾︎🅽︎🆂︎.....

1. Keshab Ch Pati ₹100
2. Sushri Sangeeta Mohanty ₹200
3. Lipishree Patra ₹100
4. Umakant Pradhan ₹200
5. Sujit Kumar Dash ₹200
6. Pradip Kumar Dash ₹400
7. Arun Kumar mohanty ₹100
8. Binodini Pradhan ₹100
9. Binayak Mohapatra ₹200
10. Kabita Nayak ₹100
11. Ashalata Barik ₹200
12. Debasis Pandey ₹100
𝗧𝗢𝗧𝗔𝗟 ₹𝟮𝟬𝟬𝟬
(Two thousand rupees only)

05/01/2026

𝗗𝗘𝗖𝗘𝗠𝗕𝗘𝗥 ' 𝟮𝟬𝟮𝟱
🅲︎🅾︎🅽︎🆃︎🆁︎🅸︎🅱︎🆄︎🆃︎🅸︎🅾︎🅽︎🆂︎.....

1. Umakant Pradhan ₹200
2. Arun Kumar mohanty ₹100
3. Keshab Ch Pati ₹100
4. Kabita Nayak ₹100
5. Sujit Kumar Dash ₹100
6. Ashalata Barik ₹200
7. Binodini Pradhan ₹100
8. Debasish Pandey ₹100
9. Lipishree Patra ₹100
10. Pramod Behera ₹100
𝗧𝗢𝗧𝗔𝗟 ₹𝟭𝟮𝟬𝟬
(ᴏɴᴇ ᴛʜᴏᴜꜱᴀɴᴅ ᴛᴡᴏ ʜᴜɴᴅʀᴇᴅ ᴏɴʟʏ)

ଶୀତ ରାତିରେ ରାତି 12 ଟା ପରେ ପୁରୀ ବଡ଼ ଦାଣ୍ଡ, ଷ୍ଟେସନ, ସମୁଦ୍ର କୁଳ, ବସ ଷ୍ଟାଣ୍ଡ, ମନ୍ଦିର ପାଖରେ କମ୍ବଳ ବଣ୍ଟନ ସତରେ ଖୁବ ସୁନ୍ଦର କାଯ୍ୟ...
22/12/2025

ଶୀତ ରାତିରେ ରାତି 12 ଟା ପରେ ପୁରୀ ବଡ଼ ଦାଣ୍ଡ, ଷ୍ଟେସନ, ସମୁଦ୍ର କୁଳ, ବସ ଷ୍ଟାଣ୍ଡ, ମନ୍ଦିର ପାଖରେ କମ୍ବଳ ବଣ୍ଟନ

ସତରେ ଖୁବ ସୁନ୍ଦର କାଯ୍ୟକ୍ରମ UFCT ଦ୍ୱାରା କରାଗଲା ରାତି 12 ପରେ ଅସହାୟ ଲୋକ ମାନେ କେମିତି ରହୁଛନ୍ତି ତାହା ଆମେ ନିଜ ଆଖିରେ ଦେଖିଲୁ, ଏ ହାଡଭଙ୍ଗା ଶୀତରେ ଯୋଉଠି ଆମେ ଘର ଭିତରେ କମ୍ବଳ ଘୋଡ଼ିହୋଇ ଶୀତ ସମ୍ଭାଳି ପାରୁନେ ସେଠାରେ ଆଶାହାୟ ଲୋକଟିଏ ଗାମୁଛା ଖଣ୍ଡେ, ଲୁଙ୍ଗୀ ଖଣ୍ଡେ ଘୋଡ଼ିହୋଇ କିପରି ସୋଇଥିଲା ଭାବିଲା ବେଳକୁ ଦେହ ଥରି ଉଠୁଚି 😔

Unique Family Charitable Trust ( ୟୁନିକ ଫ୍ଯାମିଲି ଚ୍ଯାରିଟେବ୍ଲ୍ ଟ୍ରଷ୍ଟ୍ ) ଏ ସମାଜ ପାଇଁ ଛୋଟିଆ କର୍ମ ଟିଏ କରି ବହୁତ ଆନନ୍ଦିତ 🙏 ଯେଉଁମାନେ ଏ କାଯ୍ୟକ୍ରମ ରେ ରାତି ଅଧରେ ଯୋଗ ଦେଇଥିଲେ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ

ଶ୍ରାବଣ ମାସର ଶେଷ ପାଳି ରେ UFCT ତାର ସେବା ଯୋଗାଇବା ସହ ଏ ବର୍ଷ ର ଶ୍ରାବଣ ସେବା ଖୁବ ସୁନ୍ଦର ରୂପେ ସମାପନ କରିଛି ଏ ବର୍ଷ ପ୍ରଥମ କରି ଆମେ ମ...
03/08/2025

ଶ୍ରାବଣ ମାସର ଶେଷ ପାଳି ରେ UFCT ତାର ସେବା ଯୋଗାଇବା ସହ ଏ ବର୍ଷ ର ଶ୍ରାବଣ ସେବା ଖୁବ ସୁନ୍ଦର ରୂପେ ସମାପନ କରିଛି

ଏ ବର୍ଷ ପ୍ରଥମ କରି ଆମେ ମାନେ ଏ ସେବା ଯୋଗାଇଲେ ପ୍ରଭୁ ଭୋଳାଶଙ୍କର ଙ୍କ କୃପାରୁ ତିନି ପାଳି ଆମେ ବହୁତ ସୁନ୍ଦର ଭାବେ ସେବା ଯୋଗାଇଲେ ପ୍ରଭୁଙ୍କ ଇଚ୍ଛା ଥିଲେ ଆଗକୁ ଆମେ ପ୍ରତେକ ବର୍ଷ ଏହି ଭଳି ସେବା ଯୋଗାଇ ଚାଲିବା

ସମସ୍ତ ମେମ୍ବର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ମାନଙ୍କ ଅକ୍ଲାନ ପରିଶ୍ରମ ପାଇଁ 🙏🙏🙏🙏

ଗତକାଲି ରାତିରେ ଆମ ବଡଭାଇ ଦେବାଶିଷ ପାଣ୍ଡେ ଭାଇଙ୍କୁ ଗୋଟିଏ ଫୋନ call ଆସିଥିଲା, ଗୋଟିଏ ଛୋଟିଆ ଛୁଆ ଯିଏ ଥଲେସେମିଆ ରୋଗରେ ପୀଡିତ ତାଙ୍କୁ ବ୍...
01/08/2025

ଗତକାଲି ରାତିରେ ଆମ ବଡଭାଇ ଦେବାଶିଷ ପାଣ୍ଡେ ଭାଇଙ୍କୁ ଗୋଟିଏ ଫୋନ call ଆସିଥିଲା, ଗୋଟିଏ ଛୋଟିଆ ଛୁଆ ଯିଏ ଥଲେସେମିଆ ରୋଗରେ ପୀଡିତ ତାଙ୍କୁ ବ୍ଲଡ଼ ର ଆବଶ୍ୟକତା ଅଛି ଭାଇ ଜଣାଇବା ପରେ ଆମ UFCT ର ହୃଦୟ ଲିଙ୍ଗରାଜ ଭାଇ Lingaraj Sahoo Papu ଆଜି ସକାଳ 10.30 ରେ ପୁରୀ ମେଡିକାଲ ଯାଇ ଅମୁଲ୍ୟ ରକ୍ତ ଦେଇ ଆସିଲେ

ରକ୍ତ ବୀର ବଡଭାଇ ଙ୍କୁ ଆମ UFCT ତରଫରୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ
ଜୟ ଜଗନ୍ନାଥ🙏

ଶ୍ରାବଣ ତୃତୀୟ ପାଳିରେ Unique Family Charitable trust ଦ୍ୱରା ସେବା କାଯ୍ୟ କରା ଯାଇଥିଲା ଏଥିରେ ସହଯୋଗ କରିଥିବା ପ୍ରତେକ ମେମ୍ବର ଙ୍କୁ ଆ...
27/07/2025

ଶ୍ରାବଣ ତୃତୀୟ ପାଳିରେ Unique Family Charitable trust ଦ୍ୱରା ସେବା କାଯ୍ୟ କରା ଯାଇଥିଲା ଏଥିରେ ସହଯୋଗ କରିଥିବା ପ୍ରତେକ ମେମ୍ବର ଙ୍କୁ ଆନ୍ତରିକ ଧନ୍ୟବାଦ 🙏🙏

27/07/2025

ତୃତୀୟ ପାଳି ର ବୋଲବମ ସେବା ବହୁତ ସୁନ୍ଦର ଭାବେ ସମାପନ ହୋଇଅଛି

ଜଣେ ଭାଇ ଗ୍ୟାସ ହୋଇ ମୁଣ୍ଡ ବୁଲାଇ ପଡିଗଲେ ବାନ୍ତି ବି ପ୍ରଚୁର ହେଉଥିଲା ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ କ୍ରମେ ଇଞ୍ଜେକେସନ ଆଣି ଆମ ଗ୍ରୁପ ର ଅତି ପ୍ରିୟ ଲିଙ୍ଗରାଜ ଭାଇ ସେ ଭାଇଙ୍କୁ ଦେଲେ ଯାହାଦ୍ୱାରା ସେ ଭାଇଜଣଙ୍କ ସୁସ୍ଥ ଅନୁଭବ କଲେ

ଏ ସେବା ଠୁ ଭଲ ସେବା ଆମ ପାଇଁ କିଛି ବି ହେଇ ନ ପାରେ

ଜୟ ଜଗନ୍ନାଥ 🙏 ଜୟ ପ୍ରଭୁ ଲୋକନାଥ 🙏ପ୍ରଭୁଙ୍କ କରୁଣାରୁ ଆଜି ଶ୍ରାବଣ ମାସ ଦ୍ୱତୀୟ ପାଳିରେ ପ୍ରଭୁ ଲୋକନାଥ ଙ୍କ ପାଖକୁ ଆସୁଥିବା ଭକ୍ତଙ୍କ ପାଇଁ ...
20/07/2025

ଜୟ ଜଗନ୍ନାଥ 🙏
ଜୟ ପ୍ରଭୁ ଲୋକନାଥ 🙏

ପ୍ରଭୁଙ୍କ କରୁଣାରୁ ଆଜି ଶ୍ରାବଣ ମାସ ଦ୍ୱତୀୟ ପାଳିରେ ପ୍ରଭୁ ଲୋକନାଥ ଙ୍କ ପାଖକୁ ଆସୁଥିବା ଭକ୍ତଙ୍କ ପାଇଁ UFCT ତରଫରୁ 5000 ରୁ ଉର୍ଦ୍ଧ କାଉଡିଆ ଭକ୍ତଙ୍କ ନାଣ୍ଡିବଗୁଲି ମିଶିରି ପାଣି ଓ ଦୂରରୁ ଆସୁଥିବା ଭକ୍ତଙ୍କ ପାଇଁ Volin spray, Amrutanjan, ଆଣ୍ଠୁ ଦରଜ ଲୋସନ ଆଦି ସେବାକାର୍ଯ୍ୟ କରିବାର ସୁଯୋଗ ପାଇଲୁ ❤️
ଆପଣ ମାନଙ୍କ ସହଯୋଗ ରହିଲେ ଆମେ ଆସନ୍ତା 3ପାଳି ମଧ୍ୟ ସେବା କରିବା

ଆମ ସହିତ ଯୋଡି ହେବା ପାଇଁ ଆମକୁ ମେସେଜ କରନ୍ତୁ କିମ୍ବା ଆଡମିନ Lingaraj Sahoo Papu
Patrick Kardos PK ଙ୍କୁ ଯୋଗାଯୋଗ କରନ୍ତୁ

ଯେଉଁ ଭାଇ ମାନେ ଏ ସେବାକାର୍ଯ୍ୟରେ ଯୋଗଦାନ କରିଥିଲେ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ |
ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ

ଜୟ ଜଗନ୍ନାଥ 🙏🙏


Address

Jagannath Temple
Puri
752001

Alerts

Be the first to know and let us send you an email when Unique Family Charitable trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Unique Family Charitable trust:

Share