Pipili Delanga BJD

Pipili Delanga BJD Official Page of Biju Janata Dal, Pipili Delanga

06/05/2024
ବିଜୁ ଜନତା ଦଳର ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖ...
02/05/2024

ବିଜୁ ଜନତା ଦଳର ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲ ପାଇଁ ସକାଳ 7 ଘଟିକା ସମୟରେ ବାଟ ମହାବୀରଙ୍କ ନିକଟରୁ ଶୋଭାଯାତ୍ରା ଆରମ୍ଭ ହେବ ଏହି ଶୋଭାଯାତ୍ରା ରେ ଆପଣ ମାନେ ବହୁ ମାତ୍ରାରେ ଯୋଗ ଦେବା ପାଇଁ ବିନମ୍ର ଅନୁରୋଧ।🙏

ଉନ୍ନତିର ଚିହ୍ନ ପ୍ରଗତିର ଚିହ୍ନ ଶଙ୍ଖ ଚିହ୍ନ ।
26/04/2024

ଉନ୍ନତିର ଚିହ୍ନ ପ୍ରଗତିର ଚିହ୍ନ ଶଙ୍ଖ ଚିହ୍ନ ।

18/03/2022

ସାଢ଼େ ଚାରିକୋଟି ଓଡ଼ିଶାବାସୀ ବିଜୁ ଜନତା ଦଳର ଦକ୍ଷ ଶାସନ ପକ୍ଷରେ ରଖିଛନ୍ତି ନିଜର ମତ । ଅପ୍ରତିଦ୍ଵନ୍ଦୀ ନବୀନ ବାବୁ ନିଜର ନିର୍ମଳ ଭାବମୂର୍ତ୍ତି ଦ୍ଵାରା ରାଜ୍ୟବାସୀଙ୍କ ଭରସାକୁ ଜୟ କରିପାରିଛନ୍ତି । ବିଜୁ ଜନତା ଦଳ କେବଳ ଗୋଟିଏ ନାମ ନୁହେଁ; ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ।

ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ପାଇଁ ନବୀନ ପଟ୍ଟନାୟକ ସବୁବେଳେ ଐତିହାସିକ ପଦକ୍ଷେପ ନେଉଛନ୍ତି । ସେଇଥିପାଇଁ ଲଗାତାର ୨୨ ବର୍ଷ ଧରି ଲୋକେ ତାଙ...
14/03/2022

ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ପାଇଁ ନବୀନ ପଟ୍ଟନାୟକ ସବୁବେଳେ ଐତିହାସିକ ପଦକ୍ଷେପ ନେଉଛନ୍ତି । ସେଇଥିପାଇଁ ଲଗାତାର ୨୨ ବର୍ଷ ଧରି ଲୋକେ ତାଙ୍କୁ ହିଁ ପସନ୍ଦ କରୁଛନ୍ତି । ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ମହାବିଜୟ ଏହାର ପ୍ରମାଣ ।

ଡ଼େଲାଙ୍ଗ ପଞ୍ଚାୟତ ସମିତି ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ ଏବଂ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦେବଶ୍ଵନି ନନ୍ଦ...
13/03/2022

ଡ଼େଲାଙ୍ଗ ପଞ୍ଚାୟତ ସମିତି ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ ଏବଂ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦେବଶ୍ଵନି ନନ୍ଦ ଉଭୟଙ୍କୁ ଅନେକ ଅନେକ ଶୁଭେଚ୍ଛା 💐🙏

ବିକାଶ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସେ ଥିଲେ ଲୋକଙ୍କ ନେତା ତଥା ଓଡ଼ିଶା...
05/03/2022

ବିକାଶ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସେ ଥିଲେ ଲୋକଙ୍କ ନେତା ତଥା ଓଡ଼ିଶା ବିକାଶର କର୍ଣ୍ଣଧାର। ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବପ୍ନର ଓଡ଼ିଶା ଗଠନ ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆମେ ସଙ୍କଳ୍ପବଦ୍ଧ।

ମୁଖ୍ୟମନ୍ତ୍ରୀଙ୍କ ପଣ କ୍ଷୁଧା ନିବାରଣ..ଦରଦୀ ବନ୍ଧୁ ସାଜିଛନ୍ତି ନବୀନ, ଭୋକିଲାଙ୍କୁ ଯୋଗାଇ ଦେଇଛନ୍ତି ଆହାର ଅନ୍ନ । ନବୀନଙ୍କ ଅଭିଧାନରେ ରହିବ...
04/03/2022

ମୁଖ୍ୟମନ୍ତ୍ରୀଙ୍କ ପଣ କ୍ଷୁଧା ନିବାରଣ..

ଦରଦୀ ବନ୍ଧୁ ସାଜିଛନ୍ତି ନବୀନ, ଭୋକିଲାଙ୍କୁ ଯୋଗାଇ ଦେଇଛନ୍ତି ଆହାର ଅନ୍ନ । ନବୀନଙ୍କ ଅଭିଧାନରେ ରହିବେନି ଦୁଃଖୀ ଦରିଦ୍ର, ଅସହାୟଙ୍କୁ ସାହା ହେଇ ସଭିଙ୍କ ମୁହଁରେ ଫୁଟାଇଛନ୍ତି ହସ । ଓଳିଏ ଖାଇ ଦୁଇ ଓଳି ଉପାସ ରହିବା ଦୁଃଖ ହେଇଛି ଦୂର ।

ଡ଼େଲାଙ୍ଗ 17 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
01/03/2022

ଡ଼େଲାଙ୍ଗ 17 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

ପିପିଲି 24 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
01/03/2022

ପିପିଲି 24 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

ପିପିଲି 23 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
28/02/2022

ପିପିଲି 23 ନମ୍ବର ଜୋନ ର ସମସ୍ତ ଜନ ସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

ଡ଼େଲାଙ୍ଗ 16 ନମ୍ବର ଜୋନ ର ସମସ୍ତ ଜନସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
28/02/2022

ଡ଼େଲାଙ୍ଗ 16 ନମ୍ବର ଜୋନ ର ସମସ୍ତ ଜନସାଧାରଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

Address

Pipili
Puri
752050

Website

Alerts

Be the first to know and let us send you an email when Pipili Delanga BJD posts news and promotions. Your email address will not be used for any other purpose, and you can unsubscribe at any time.

Share