Brahmagiri

Brahmagiri Brahmagiri, a holy and peaceful place, is situated in Puri district of Odisha. It is also famous for the shrine of Lord Alarnath. It is 20 km from Puri.

28/12/2025
02/11/2025

#ଶଙ୍କର_କହିଲେ, #ହଜାରେ_କୋଟିର_ଡିଲ୍…
ଗିରଫ ପରେ ଶଙ୍କର ପୃଷ୍ଟିର ବଡ଼ ବୟାନ। ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଲେ। ‘ପୋଲିସ୍ SI ନିଯୁକ୍ତି କେଳେଙ୍କାରୀରେ ହୋଇଥିଲା ହଜାରେ କୋଟିର ଡିଲ୍’। ପୂର୍ବ ସରକାର ଆଡ଼କୁ ଇଙ୍ଗିତ କଲେ ଶଙ୍କର।

28/10/2025

-ବ୍ରହ୍ମଗିରି: ମଝି ସମୁଦ୍ରରୁ ଭାସି ଆସି କୂଳରେ ଲାଗିଲା ଟ୍ରଲର
-ଟ୍ରଲରରେ ଥିବା ଆନ୍ଧ୍ରପ୍ରଦେଶର ୧୦ ମସ୍ତ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର
-ବାତ୍ୟା ଯୋଗୁ ମଝି ସମୁଦ୍ରରେ ଗତକାଲିଠାରୁ ଟ୍ରଲରକୁ ଲଙ୍ଗର ପକାଇ ମସ୍ତ୍ୟଜୀବୀ ରହିଥିବା ସୂଚନା

09/10/2025

#ମାଆ_ହେଲେ_ଯୁକ୍ତ_ଦୁଇ_ଛାତ୍ରୀ
ବୈଶିଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ବେତନଟୀ ଡାକ୍ତରଖାନା ଶୌଚାଳୟରେ ପିଲା ଜନ୍ମଦେଲେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ

12/09/2025

ଜମିର କିସମ ବଦଳାଇବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡ, ୨୦୧୯ ବ୍ୟାଚରେ ଆଇଏସ୍ ଟପ୍ପର ହୋଇ ସାଉଣ୍ଟିଥିଲେ ଚର୍ଚ୍ଚା

04/09/2025

ବନ୍ଧାହେଲେ ମିଶନଶକ୍ତି ମହିଳା, ଗାଈ ନ କିଣି ସରକାରୀ ଟଙ୍କା ହଡ଼ପ

04/09/2025

ଏମ୍ସ ଟ୍ରମାକେୟାରରେ ଭର୍ତ୍ତି ହେଲେ ସଂଗୀତକାର
ଅଭିଜିତ ମଜୁମଦାର

02/09/2025

ବ୍ରହ୍ମଗିରି ବଜ଼ାର ରେ ଥିବା ଗୋଟେ ଭଲ ଜଳଖିଆ ଦୋକାନ ର ନାମ କୁହନ୍ତୁ

Address

Brahmagiri
Puri
752011

Alerts

Be the first to know and let us send you an email when Brahmagiri posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Brahmagiri:

Share