BJP Raikia

ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ରେ ରାଇକିଆ କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଦିଆଗଲା । ...
17/08/2026

ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ରେ ରାଇକିଆ କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଦିଆଗଲା ।

ରାଷ୍ଟ୍ରସେବାରେ ସମର୍ପିତ ଆପଣଙ୍କ ଜୀବନ ଓ ଆଦର୍ଶ ସଦା ଆମକୁ ପ୍ରେରଣା ଦେଇଚାଲିବ। ଆପଣଙ୍କ ଅମର ବିଚାର ଓ ଦେଶପ୍ରେମ ସଦା ଭାରତବାସୀଙ୍କ ହୃଦୟରେ ...
16/08/2026

ରାଷ୍ଟ୍ରସେବାରେ ସମର୍ପିତ ଆପଣଙ୍କ ଜୀବନ ଓ ଆଦର୍ଶ ସଦା ଆମକୁ ପ୍ରେରଣା ଦେଇଚାଲିବ। ଆପଣଙ୍କ ଅମର ବିଚାର ଓ ଦେଶପ୍ରେମ ସଦା ଭାରତବାସୀଙ୍କ ହୃଦୟରେ ଜୀବନ୍ତ ରହିବ। ଶତ ଶତ ନମନ।
— ଭାରତୀୟ ଜନତା ପାର୍ଟି, ରାଇକିଆ ମଣ୍ଡଳ 🪷🙏

🇮🇳 ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଧିକ ଅଭିନନ୍ଦନ 🇮🇳ତ୍ରିରଙ୍ଗା ଆମ ଗର୍ବ,ଭାରତ ଆମ ଗୌରବ।ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁଆସନ୍ତୁ ସମସ୍...
15/08/2026

🇮🇳 ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଧିକ ଅଭିନନ୍ଦନ 🇮🇳
ତ୍ରିରଙ୍ଗା ଆମ ଗର୍ବ,
ଭାରତ ଆମ ଗୌରବ।
ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁ
ଆସନ୍ତୁ ସମସ୍ତେ ଏକାଠି ହୋଇ ଦେଶ ଗଢ଼ିବା।🇮🇳
ଭାରତୀୟ ଜନତା ପାର୍ଟି, ରାଇକିଆ ମଣ୍ଡଳ ତରଫରୁ
ସମସ୍ତ ରାଇକିଆବାସୀ ଙ୍କୁ ସ୍ୱାଧୀନତା ଦିବସର
ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🇮🇳
ବନ୍ଦେ ମାତରମ୍ 🇮🇳 | ଜୟ ହିନ୍ଦ 🇮🇳

https://garvitodia.in/%e0%ac%a4%e0%ad%8d%e0%ac%b0%e0%ac%bf%e0%ac%b0%e0%ac%99%e0%ad%8d%e0%ac%97%e0%ac%be-%e0%ac%a4%e0%ac%...
14/08/2026

https://garvitodia.in/%e0%ac%a4%e0%ad%8d%e0%ac%b0%e0%ac%bf%e0%ac%b0%e0%ac%99%e0%ad%8d%e0%ac%97%e0%ac%be-%e0%ac%a4%e0%ac%b3%e0%ad%87-%e0%ac%8f%e0%ac%95%e0%ac%a4%e0%ac%be%e0%ac%b0-%e0%ac%ac%e0%ac%be%e0%ac%b0%e0%ad%8d/

ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ...

🇮🇳ହର୍ ଘର୍ ତ୍ରିରଙ୍ଗା.......ଘର୍ ଘର୍ ତ୍ରିରଙ୍ଗା । ତ୍ରିରଙ୍ଗା ଯାତ୍ରା ର କିଛି ମୂହୁର୍ତ୍ତ 🇮🇳
14/08/2026

🇮🇳ହର୍ ଘର୍ ତ୍ରିରଙ୍ଗା.......ଘର୍ ଘର୍ ତ୍ରିରଙ୍ଗା । ତ୍ରିରଙ୍ଗା ଯାତ୍ରା ର କିଛି ମୂହୁର୍ତ୍ତ 🇮🇳

14/08/2026

ହର ଘର ତ୍ରିରଙ୍ଗା...... ଘର୍ ଘର୍ ତ୍ରିରଙ୍ଗା। 🇮🇳 “ @ହର୍ ଘର୍ ତ୍ରିରଙ୍ଗା, ଘର୍ ଘର୍ ତ୍ରିରଙ୍ଗା — ଦେଶପ୍ରେମରେ ରଙ୍ଗିଯାଉ ପ୍ରତ୍ୟେକ ହୃଦୟ।” ❤️🇮🇳

10/08/2026

ହସ୍ପିଟାଲକୁ_ସ୍ଵାମୀଜୀଙ୍କ_ନାଁ_ରଖିବା_ଓଡ଼ିଶା_ପାଇଁ_ଗର୍ବ_ଓ_ଗୌରବ https://www.facebook.com/share/v/1BjwneRjUP/

#ପଣ୍ଡିତବିଶିମାଝି

ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମ ରେ ନାମିତ କରିଥିବା ହେତୁ ଏବଂ ଜଲେଶପଟ୍ଟା ରେ ଥିବା...
28/07/2026

ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମ ରେ ନାମିତ କରିଥିବା ହେତୁ ଏବଂ ଜଲେଶପଟ୍ଟା ରେ ଥିବା ତାଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପାଣ୍ଠି ରୁ 13 କୋଟି ଟଙ୍କା ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ରାଇକିଆ ମଣ୍ଡଳ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍.....ରାଇକିଆ ମଣ୍ଡଳ, ଭାରତୀୟ ଜନତା ପାର୍ଟି।
#ପଣ୍ତିତବିଶିମାଝୀ

ନିବେଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ରାଜ୍ୟର ପ୍ରଗତି, ସୁଶାସନ ଓ ଶିଳ୍ପ ବିକାଶର ଏକ ଉଜ୍ଜ୍ୱଳ ପ୍ରମାଣ।'ପୂର୍ବ ପର୍ଫର୍ମର' ମାନ୍ୟତା ...
18/07/2026

ନିବେଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ରାଜ୍ୟର ପ୍ରଗତି, ସୁଶାସନ ଓ ଶିଳ୍ପ ବିକାଶର ଏକ ଉଜ୍ଜ୍ୱଳ ପ୍ରମାଣ।
'ପୂର୍ବ ପର୍ଫର୍ମର' ମାନ୍ୟତା ସହ ଓଡ଼ିଶା ଆଜି ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ନିଜ ସ୍ଥାନ ସୁଦୃଢ଼ କରିଛି।
ବିକଶିତ ଭାରତ – ବିକଶିତ ଓଡ଼ିଶା।

ରାଇକିଆ ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ରେ ରାଇକିଆ ମଣ୍ଡଳ ର ଜରୁରୀ କାଳୀନ ବୈଠକ ର କିଛି ମୂହୁର୍ତ୍ତ ।
18/07/2026

ରାଇକିଆ ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ରେ ରାଇକିଆ ମଣ୍ଡଳ ର ଜରୁରୀ କାଳୀନ ବୈଠକ ର କିଛି ମୂହୁର୍ତ୍ତ ।

Address

Raikia
762101

Alerts

Be the first to know and let us send you an email when BJP Raikia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share