Odisha Team Humanity

Call Directions Contact the organization

Odisha Team Humanity Social Service

କନିକା ମାଟିର ପୁଅ ଡାକ୍ତର ଜିତେନ୍ଦ୍ର ରାଉତ ଆମର ଗର୍ବ
01/07/2026

କନିକା ମାଟିର ପୁଅ ଡାକ୍ତର ଜିତେନ୍ଦ୍ର ରାଉତ ଆମର ଗର୍ବ

04/06/2026
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହିତ ଗୁଳି ଗୁଳି ରୁ ତୃଷ୍ଣା ମେଣ୍ଟାଇବା ପାଇଁ Odisha Team Humanity ପରିବାର ତରଫରୁ ବାବା କପିଳେଶ୍ୱର ମନ୍ଦିର (କ...
04/06/2026

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହିତ ଗୁଳି ଗୁଳି ରୁ ତୃଷ୍ଣା ମେଣ୍ଟାଇବା ପାଇଁ Odisha Team Humanity ପରିବାର ତରଫରୁ ବାବା କପିଳେଶ୍ୱର ମନ୍ଦିର (କାଟଣା )ନିକଟରେ ଏକ ଜଳ ଛତ୍ର କେନ୍ଦ୍ର ଖୋଲିଗଲା।

*ଓଡିଶା ଟିମ ହ୍ୟୁମାନିଟି ପକ୍ଷରୁ ମାଟ୍ରିକ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା* ରାଜକନିକା ଅଞ୍ଚଳର ଜଣାଶୁଣା ସେବା ସଂସ୍ଥା *“ଓଡିଶା ଟିମ ହ...
02/06/2026

*ଓଡିଶା ଟିମ ହ୍ୟୁମାନିଟି ପକ୍ଷରୁ ମାଟ୍ରିକ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା*

ରାଜକନିକା ଅଞ୍ଚଳର ଜଣାଶୁଣା ସେବା ସଂସ୍ଥା *“ଓଡିଶା ଟିମ ହ୍ୟୁମାନିଟି”* ପକ୍ଷରୁ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜୟନଗରରେ ଚଳିତ ବର୍ଷ ୧୦ମ ବୋର୍ଡ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା *ପ୍ରଭୁଦତ୍ତ ରାଉତ* (୫୪୨ ମାର୍କ, A1), ଦ୍ୱିତୀୟ ସ୍ଥାନରେ ସ୍ୱୟଂ *ପ୍ରଞ୍ଜା ଦାସ* (୫୦୯ ମାର୍କ, A2) ଏବଂ ତୃତୀୟ ସ୍ଥାନରେ *ପ୍ରିୟଙ୍କା ରାଉତ* (୪୮୮ ମାର୍କ, A2) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରତିକାନ୍ତ ରାଉତ ମହୋଦୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସଫଳ କରିଥିଲେ।

ତେବେ ଓଡିଶା ଟିମ ହ୍ୟୁମାନିଟିର ସଦସ୍ୟ ଅନିଲ କୁମାର ବେହେରା ଓ ଶୀତଳ କୁମାର ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

🙏 ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରଟି ଆପଣମାନଙ୍କ ଅମୂଲ୍ୟ ସହଯୋଗ ଓ ସମର୍ଥନରେ ସଫଳତାର ସହିତ ସମାପ୍ତ ହୋଇଛି। ଏହି ଶିବିରରେ ଯୋଗଦେଇ ସେବା...
05/05/2026

🙏 ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରଟି ଆପଣମାନଙ୍କ ଅମୂଲ୍ୟ ସହଯୋଗ ଓ ସମର୍ଥନରେ ସଫଳତାର ସହିତ ସମାପ୍ତ ହୋଇଛି। ଏହି ଶିବିରରେ ଯୋଗଦେଇ ସେବା ପ୍ରଦାନ କରିଥିବା ସମସ୍ତ ଆଦରଣୀୟ ଡାକ୍ତରମାନଙ୍କୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ସମସ୍ତିଙ୍କୁ ଆମର ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା।

❤️ ଆପଣମାନଙ୍କ ଭଲପାଇବା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଆମକୁ ଆଗାମୀ ଦିନରେ ଏପରି ସମାଜସେବାମୂଳକ କାର୍ଯ୍ୟ ଆହୁରି ଭଲଭାବେ କରିବାକୁ ପ୍ରେରଣା ଦେଇଛି।

🙏 ଧନ୍ୟବାଦ
🏢 ଓଡିଶା ଟିମ୍ ହ୍ୟୁମାନୀଟି

05/05/2026
04/05/2026

🎂 ଆମ ଅଞ୍ଚଳର ଗର୍ବ, ସମାଜସେବୀ ଓ ପ୍ରଖ୍ୟାତ ଡାକ୍ତର ଡା. ଜିତେନ୍ଦ୍ର କୁମାର ରାଉତଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
🙏 ଆପଣଙ୍କ ନିଷ୍ଠା, ସେବାଭାବ ଓ ମାନବତା ପ୍ରତି ଅପରିମିତ ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣା।
❤️ ଭଗବାନ୍ ଆପଣଙ୍କୁ ଦୀର୍ଘାୟୁ, ସୁସ୍ଥତା ଓ ଆହୁରି ସମାଜସେବା କରିବାର ଶକ୍ତି ଦିଅନ୍ତୁ।
🎉 Happy Birthday Sir 🎉

Address

Rajkanika
754220

Telephone

+919040239693

Website

Alerts

Be the first to know and let us send you an email when Odisha Team Humanity posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Team Humanity:

Shortcuts

Share

Category