District Administration, Rayagada

District Administration, Rayagada The Official page of District Administration, Rayagada, Odisha. Visit http://rayagada.nic.in

This is the Official page of District Administration, Rayagada

ଜିଲ୍ଲାପାଳ, ରାୟଗଡ଼ ଆଜି ମା' ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପିଂ ୟାର୍ଡରେ ବର୍ଜ୍ୟବସ୍ତୁର ବାୟୋ-ମାଇନିଂ ପ୍ରକଳ୍ପର ଶୁଭାରମ୍ଭ କରିଛ...
01/09/2026

ଜିଲ୍ଲାପାଳ, ରାୟଗଡ଼ ଆଜି ମା' ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପିଂ ୟାର୍ଡରେ ବର୍ଜ୍ୟବସ୍ତୁର ବାୟୋ-ମାଇନିଂ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବୈଜ୍ଞାନିକ ବର୍ଜ୍ୟ ପରିଚାଳନା, ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛ ରାୟଗଡ଼ ଗଠନ ଦିଗରେ ଏହା ଏକ ପଦକ୍ଷେପ।

The Gudari NAC has been honoured with the State-level award for “Commendable Local Body Performance in Growth of OSR Col...
31/08/2026

The Gudari NAC has been honoured with the State-level award for “Commendable Local Body Performance in Growth of OSR Collection” along with a grant of ₹2 crore.
The achievement follows a 92% growth in Own Source Revenue collection, which increased from ₹36.45 lakh in 2024–25 to ₹70.20 lakh in 2025–26, reflecting the NAC’s strong commitment to financial sustainability and improved urban governance.

Information & Public Relations Department, Government of Odisha
CMO Odisha
Housing & Urban Development Department, Govt. of Odisha
Revenue & Disaster Management Department, Government of Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କଲ୍ୟାଣସିଂହପୁର ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ...
31/08/2026

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କଲ୍ୟାଣସିଂହପୁର ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି।
CMO Odisha
Information & Public Relations Department, Government of Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଚନ୍ଦ୍ରପୁରଠାରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ...
24/08/2026

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଚନ୍ଦ୍ରପୁରଠାରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
CMO Odisha
Information & Public Relations Department, Government of Odisha

5th RPDAC meeting pertaining to the upcoming Hindalco Alumina Refinery, Kansariguda was conducted at the Zilla Parishad ...
19/08/2026

5th RPDAC meeting pertaining to the upcoming Hindalco Alumina Refinery, Kansariguda was conducted at the Zilla Parishad Conference Hall under the chairmanship of RDC (Southern Division), Shri Sangram Keshari Mohapatra, IAS. The meeting focused on addressing issues related to the project displaced and affected people from Rayagada and Koraput districts.

Hon’ble MP Koraput, MLA Rayagada and Laxmipur, Zilla Parishad Presidents of both districts, SPs, and senior officials participated in the deliberations for effective resolution of local concerns.
CMO Odisha
Information & Public Relations Department, Government of Odisha
Revenue & Disaster Management Department, Government of Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶୀପୁର ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ...
17/08/2026

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶୀପୁର ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
CMO Odisha
Information & Public Relations Department, Government of Odisha

Rayagada celebrated the 80th Independence Day with great pride and  dignity.The district-level ceremony witnessed the un...
15/08/2026

Rayagada celebrated the 80th Independence Day with great pride and dignity.The district-level ceremony witnessed the unfurling of the National Flag, an impressive parade by security forces and students, and the felicitation of individuals and meritorious students for their outstanding contributions in the fields of education, sports, social service, environmental conservation, bravery.

CMO Odisha
Information & Public Relations Department, Government of Odisha
Revenue & Disaster Management Department, Government of Odisha

ରାୟଗଡ଼ରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଅବସରରେ ଆଜି ଏକ ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲି ଆୟୋଜିତ ହୋଇଥିଲା।୧୫୦୦ରୁ ଅଧିକ ଜନସାଧାରଣ, ...
13/08/2026

ରାୟଗଡ଼ରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଅବସରରେ ଆଜି ଏକ ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲି ଆୟୋଜିତ ହୋଇଥିଲା।୧୫୦୦ରୁ ଅଧିକ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବବର୍ଗ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ତ୍ରିରଙ୍ଗା ଧରି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କର ଆକର୍ଷଣୀୟ ପରିବେଷଣ ସହିତ CRPF ଯବାନମାନଙ୍କ ବାଇକ୍ ରାଲି କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହମୟ କରିଥିଲା। ଏହି ଅବସରରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଥିଲା।

CMO Odisha
Information & Public Relations Department, Government of Odisha
Odia Language Literature & Culture Department, Government of Odisha

Today, Collector & District Magistrate, Rayagada  inspected the under-construction Community Health Centre building at J...
12/08/2026

Today, Collector & District Magistrate, Rayagada inspected the under-construction Community Health Centre building at Jemadeipentho and reviewed the progress of the ongoing work.

CMO Odisha
Information & Public Relations Department, Government of Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପଦ୍ମପୁର ଠାରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍...
11/08/2026

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପଦ୍ମପୁର ଠାରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
CMO Odisha
Information & Public Relations Department, Government of Odisha

Address

Collectorate
Rayagada
765001

Alerts

Be the first to know and let us send you an email when District Administration, Rayagada posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration, Rayagada:

Shortcuts

Share