BJP Naktideul

BJP Naktideul Official page of Bjp Naktideul

ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପାଇଁ ସମସ୍...
04/05/2026

ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପାଇଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

04/05/2026

ଭ୍ରଷ୍ଟ, କ୍ରୁର ସରକାରରୁ ମୁକ୍ତି ପାଇଁ ବିପୁଳ ଜନ ସମଥର୍ନ ଦେଇ ବିକାଶ ପାଇଁ ବିଜେପିକୁ ଭରସା କରିଥିବାରୁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅନେକ ଅନେକ ଧନ୍ୟବାଦ। ପଶ୍ଚିମବଙ୍ଗରେ ବିଜେପିକୁ ବିଜୟୀ କରିବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଭିନନ୍ଦନ ।

02/05/2026

ମହିମା ଧର୍ମର ପ୍ରଚାରକ ତଥା ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଅବସରରେ ତାଙ୍କର ପବିତ୍ର ସ୍ମୃତି ଚରଣରେ ମୋର ପ୍ରଣାମ ଜଣାଉଛି । ତାଙ୍କର ଅମର ବାଣୀ "ପ୍ରାଣିଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" ଆଜି ବି ବିଶ୍ୱ ଦରବାରରେ ସ୍ୱାର୍ଥହୀନ ସେବା ଓ ତ୍ୟାଗର ଶ୍ରେଷ୍ଠ ନିଦର୍ଶନ ହୋଇ ରହିଛି ।

ବିଜେପି ଓଡ଼ିଶା ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି (ମାନସ ଭାଇ ) ଙ୍କର ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |ମହାପ୍ର...
02/05/2026

ବିଜେପି ଓଡ଼ିଶା ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି (ମାନସ ଭାଇ ) ଙ୍କର ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |

ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କର ଚଲାପଥ କୁ କୁସୁମିତ କରନ୍ତୁ ଏହିହିଁ ପ୍ରାର୍ଥନା l

30/04/2026
28/04/2026
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ,ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ରାମପୁର ଠାରୁ ଗିରିଶଚନ୍ଦ୍ରପୁର ପର୍ଯ୍ୟନ୍ତ ପ୍ରାୟ ୨୪ କିମି ରାସ୍ତାର ଉନ୍ନତିକରଣ ପାଇ...
24/04/2026

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ,ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ରାମପୁର ଠାରୁ ଗିରିଶଚନ୍ଦ୍ରପୁର ପର୍ଯ୍ୟନ୍ତ ପ୍ରାୟ ୨୪ କିମି ରାସ୍ତାର ଉନ୍ନତିକରଣ ପାଇଁ ୪୭ କୋଟି ୨୪ ଲକ୍ଷ ୬ ହଜାର ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi , ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi , ଆମ ଲୋକପ୍ରିୟ ସାଂସଦ ତଥା କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଶ୍ରୀ Dharmendra Pradhan ଏବଂ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ Prithiviraj Harichandan ଙ୍କୁ ଧନ୍ୟବାଦ । ଏହି ପ୍ରକଳ୍ପ ସ୍ଥାନୀୟ ଯୋଗାଯୋଗ ଓ ଅର୍ଥନୀତିକୁ ସୁଦୃଢ଼ କରିବ ।


Debendra Mohapatra BJP Odisha

24/04/2026

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ,ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ରାମପୁର ଠାରୁ ଗିରିଶଚନ୍ଦ୍ରପୁର ପର୍ଯ୍ୟନ୍ତ ପ୍ରାୟ ୨୪ କିମି ରାସ୍ତାର ଉନ୍ନତିକରଣ ପାଇଁ ୪୭ କୋଟି ୨୪ ଲକ୍ଷ ୬ ହଜାର ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi , ଆମ ଲୋକପ୍ରିୟ ସାଂସଦ ତଥା କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଶ୍ରୀ Dharmendra Pradhan ଏବଂ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ Prithiviraj Harichandan ଙ୍କୁ ଧନ୍ୟବାଦ । ଏହି ପ୍ରକଳ୍ପ ସ୍ଥାନୀୟ ଯୋଗାଯୋଗ ଓ ଅର୍ଥନୀତିକୁ ସୁଦୃଢ଼ କରିବ ।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ ପ୍ରିୟ ନେତା ଶ୍ରୀ Debendra Mohapatra ଦାଦା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ, ଯୁଯୋମୁରା ବ୍ଲକ ଅନ୍ତର୍ଗତ ଝ...
20/04/2026

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ ପ୍ରିୟ ନେତା ଶ୍ରୀ Debendra Mohapatra ଦାଦା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ, ଯୁଯୋମୁରା ବ୍ଲକ ଅନ୍ତର୍ଗତ ଝଙ୍କରପାଲି ପଞ୍ଚାୟତର ଜମଟାଲ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଶୁଭ ଅକ୍ଷିମୁଠି ଅନୁକୂଳ କରିଛନ୍ତି।

Debendra Dada Samarthak

Address

Naktideul
Redhakhol
768118

Website

Alerts

Be the first to know and let us send you an email when BJP Naktideul posts news and promotions. Your email address will not be used for any other purpose, and you can unsubscribe at any time.

Share