Basanta Kumar Das

Basanta Kumar Das Want to give social message through drama acting and poem. Acting skill, poems and stories for children. Motivational & inspirational videos.

26/03/2023

At- DIET Remuna in the workship training (FLN)

ସମାଜ୧୨/୦୩/୨୦୨୩
12/03/2023

ସମାଜ
୧୨/୦୩/୨୦୨୩

"ଚଗଲା ହୁଅନି ମା ମାମୁନି" ର ଲୋକାର୍ପଣ ଉତ୍ସବ।ଲେଖକ:- ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସସଭାପତି:- ଶ୍ରୀ ଯୁକ୍ତ ପ୍ରଫୁଲ୍ଲ କୁମାର ଦାସ(ଓଲସ୍ତା ସ...
12/03/2023

"ଚଗଲା ହୁଅନି ମା ମାମୁନି" ର ଲୋକାର୍ପଣ ଉତ୍ସବ।
ଲେଖକ:- ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସ

ସଭାପତି:- ଶ୍ରୀ ଯୁକ୍ତ ପ୍ରଫୁଲ୍ଲ କୁମାର ଦାସ(ଓଲସ୍ତା ସଭାପତି)
ମୁଖ୍ୟ ଅତିଥି:- ଶ୍ରୀ ଯୁକ୍ତ ନରହରି ମହାନ୍ତି (ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ, ଫତେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)
ସମ୍ମାନିତ ଅତିଥି:-
ଶ୍ରୀ ଯୁକ୍ତ ନାରାୟଣ ପ୍ରସାଦ ପେଡା
ଶ୍ରୀ ଯୁକ୍ତ ଶଙ୍କର୍ଷଣ ଜେନା(ସମ୍ପାଦକ ଓଲସ୍ତା, ଖଇରା)
ଶ୍ରୀ ଯୁକ୍ତ ଉମେଶ କୁମାର ମହାନ୍ତି (ସମ୍ପାଦକ ମା ଅମ୍ବିକା ସାହିତ୍ୟ ସଂସଦ, କୁପାରୀ)
ଶ୍ରୀ ଯୁକ୍ତ ବିଜୟ କୁମାର ଦ୍ୱିବେଦୀ(ଓଲସ୍ତା ରାଜ୍ୟ ଉପ ସଭାପତି)

ଉପସ୍ଥିତ ଥିଲେ ଅର୍ଦ୍ଧ ଶତାଧିକ ଓଲସ୍ତା ପରିବାରର ଶିକ୍ଷକ ଶିକ୍ଷୟିତ୍ରୀ।
ପରିଚାଳନା କରିଥଲେ - ଶିକ୍ଷୟିତ୍ରୀ ଯମୁନା ବାରିକ, ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ, ଗୌରାଙ୍ଗ ଚରଣ ମୁଖି(ସହକାରୀ ଶିକ୍ଷକ)
ମନ୍ତବ୍ୟ - କବି ବସନ୍ତ କୁମାର ଦାସଙ୍କର ଲେଖନୀ ସ୍ରୋତସ୍ଵିନୀ ବେଗରେ ଚାଲୁ ଥାଉ, ବାଣୀ ଭଣ୍ଡାରରେ ତାଙ୍କ ରଚିତ ପୁସ୍ତକ ରୁଦ୍ଧିମନ୍ତ ହେଉ। ପ୍ରଭୁ ଜଗନ୍ନାଥ ଶ୍ରୀ ଦାସ ଙ୍କ ଲେଖନୀ ମୁନକୁ ସୁଦୃଢ କରନ୍ତୁ।
ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ଯୁକ୍ତ ଗୌରାଙ୍ଗ ଚରଣ ମୂଖି (ସହକାରୀ ଶିକ୍ଷକ)
~ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସ
୧୧/୦୩/୨୦୨୩

ଯଦୁନାଥ ସ୍ମୃତି କମିଟି,ମହତୀପୁର, ବାଲେଶ୍ଵରଶିକ୍ଷକ ଗୌରବ ସମ୍ମାନ୨୩.୦୧.୨୦୨୩
24/01/2023

ଯଦୁନାଥ ସ୍ମୃତି କମିଟି,ମହତୀପୁର, ବାଲେଶ୍ଵର
ଶିକ୍ଷକ ଗୌରବ ସମ୍ମାନ
୨୩.୦୧.୨୦୨୩

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ଉତ୍ସବ ।୨୫/୧୨/୨୦୨୨
25/12/2022

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ଉତ୍ସବ ।
୨୫/୧୨/୨୦୨୨

14/06/2022

ମରିବି ତ ଏଇ ଜରାଶ୍ରମରେ..
Watch The Video..


15/05/2022

ସହିଦ ପିତାର କରୁଣ ବିଳାପ।
U Tube Channel name :- Basanta Kumar Das
Plz Watch The Complete Video...



ଭାରତ ମାତାର ସ୍ୱାଭିମାନ, ସମ୍ମାନ ପାଇଁ ଆମ ଦେଶର ଅନେକ ବୀର ଶହୀଦ ହୋଇଛନ୍ତି। ଏ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେହି ମାନଙ୍କ...
23/01/2022

ଭାରତ ମାତାର ସ୍ୱାଭିମାନ, ସମ୍ମାନ ପାଇଁ ଆମ ଦେଶର ଅନେକ ବୀର ଶହୀଦ ହୋଇଛନ୍ତି। ଏ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେହି ମାନଙ୍କ ଅଦ୍ୟମ ସାହସ , ସକଳ ଚେଷ୍ଟା ପାଇଁ ଆମେ ଆଜି ସ୍ଵାଧୀନ ଭାବେ ଜିଇଁ ରହିଛନ୍ତି,ଭଲରେ ଖଣ୍ଡେ ପିନ୍ଧିପାରୁଛନ୍ତି, ମୁଠାଏ ଖାଇ ପାରୁଛନ୍ତି,ମୁକ୍ତ ଭାବରେ ବିଚରଣ କରିପାରୁଛନ୍ତି।ଦୀର୍ଘ ୨୦୦ ବର୍ଷର ବିଦେଶୀ ଶାସନ ହଟିଯାଇଛି।
ଆଜି ଜାନୁୟାରୀ ୨୩ ତାରିଖ। ଏ ଓଡ଼ିଶା ମାଟିର ବୀର ସନ୍ତାନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜନ୍ମ ନେଇ ଏ ଦେଶର ସଂହତିକୁ ରକ୍ଷା କରିଛନ୍ତି।ଆଜିର ଏ ପବିତ୍ର ଦିନରେ ସେଇ ଅମର ଆତ୍ମାର ସଦଗତି ପାଇଁ ପ୍ରତ୍ୟେକ ଭାରତୀୟ ସ୍ମୃତି ଚାରଣ କରି ପୁଷ୍ପାଞ୍ଜଳି ପ୍ରଦାନ କରୁଛନ୍ତି।
ଜୟ ହିନ୍ଦ୍
~ ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସ
ପ୍ରଧାନ ଶିକ୍ଷକ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ସାରକୋଣା,ଖଇରା,ବାଲେଶ୍ଵର

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଆଜି ଅକ୍ଟୋବର ୩୧ ତାରିଖ । ଏହି ଦିନ ଏଇ ଭାରତ ମାଟିରେ ଜନ୍ମ ଗ୍ରହଣ କରି ଦେଶ ଓ ଜାତି ପାଇଁ ନିଜ ଜୀବନକ...
31/10/2021

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଆଜି ଅକ୍ଟୋବର ୩୧ ତାରିଖ । ଏହି ଦିନ ଏଇ ଭାରତ ମାଟିରେ ଜନ୍ମ ଗ୍ରହଣ କରି ଦେଶ ଓ ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ଦୃଢ଼ ପ୍ରତିଜ୍ଞ ଥିଲେ ଏକତା ହିଁ ବଳ। ଆମେ ସବୁ ଭାରତବାସୀ ମିଳିତ ହୋଇ ଆମ ଦେଶର ଅଖଣ୍ଡତା ବଜାୟ ରଖିଲେ, କୌଣସି ବାହ୍ୟ ଶତ୍ରୁ ଆମକୁ ଆକ୍ରମଣ କରିପାରିବ ନାହିଁ। ତେଣୁ ଆପଣମାନେ ସମସ୍ତେ ଆଗେଇ ଆସନ୍ତୁ,ଆଜି ଦିନରେ ଆମେ ଶପଥ ନେବା ଆମ ଦେଶର ଅଖଣ୍ଡତା ଓ ଐକ୍ୟତା ଆମେ ବଜାୟ ରଖିବା।
ଜୟ ହିନ୍ଦ୍
~ ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସ
ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରକୋଣା, ଖଇରା, ବାଲେଶ୍ୱର


#ରାଷ୍ଟ୍ରୀୟଏକତାଦିବସ

Channel Name :- Basanta Kumar Das..Watch The Complete Video..      Plz   The Channel..          #ବସନ୍ତକୁମାରଦାସ   #ସଚେତନତ...
21/10/2021

Channel Name :- Basanta Kumar Das..
Watch The Complete Video..

Plz The Channel..









#ବସନ୍ତକୁମାରଦାସ


#ସଚେତନତାବାର୍ତ୍ତା
#କରୋନାସଚେତନତାବାର୍ତ୍ତା






ମୋ ସୁନା ଭଉଣୀCorona Awareness MessageOdia Short FilmBasanta Kumar Dasନମସ୍କାରଜୟ ଜଗନ୍ନାଥ 🙏 ...

Watch The Complete Video..Plz   The Channel..     ..
12/10/2021

Watch The Complete Video..
Plz The Channel..
..

ଡେଙ୍ଗDengue FeverSocial Awareness MessageBasanta Kumar Dasନମସ୍କାରଜୟ ଜଗନ୍ନାଥ 🙏 #ଡେଙ୍ଗୁଜ୍ଵର My Facebook...

02/10/2021

Address

Remuna
756019

Alerts

Be the first to know and let us send you an email when Basanta Kumar Das posts news and promotions. Your email address will not be used for any other purpose, and you can unsubscribe at any time.

Share

Category