Jagabandhu behera BJP

Jagabandhu behera BJP Contact information, map and directions, contact form, opening hours, services, ratings, photos, videos and announcements from Jagabandhu behera BJP, Political Party, Sector 1, Rourkela.

Jagabandhu Behera State Executive Member BJP Odisha , Former Raghunathpalli constituency MLA Candidate ( 2014 & 2019 )
, Former BJP Panposh Org District President .

ଓଡ଼ିଶା ବିକାଶରେ ମୋଦୀ ସରକାର । ରେଳ ବଜେଟରେ ଓଡ଼ିଶାକୁ ମିଳିଲା ₹୧୦,୯୨୮ କୋଟି ।
03/02/2026

ଓଡ଼ିଶା ବିକାଶରେ ମୋଦୀ ସରକାର । ରେଳ ବଜେଟରେ ଓଡ଼ିଶାକୁ ମିଳିଲା ₹୧୦,୯୨୮ କୋଟି ।

ରାଜ୍ୟଗୁଡ଼ିକର ଉନ୍ନତିକୁ ସୁନିଶ୍ଚିତ କରୁଛନ୍ତି ମୋଦୀ ସରକାର ।
03/02/2026

ରାଜ୍ୟଗୁଡ଼ିକର ଉନ୍ନତିକୁ ସୁନିଶ୍ଚିତ କରୁଛନ୍ତି ମୋଦୀ ସରକାର ।

ବଜେଟ୍ ୨୦୨୬-୨୭-ସାଧାରଣବର୍ଗଙ୍କ ବଜେଟ୍ ।
03/02/2026

ବଜେଟ୍ ୨୦୨୬-୨୭-ସାଧାରଣବର୍ଗଙ୍କ ବଜେଟ୍ ।

03/02/2026

ଭାରତକୁ ବିଶ୍ବଗୁରୁରେ ପରିଣତ କରିବ ଏ ବଜେଟ୍ । - ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
Manmohan Samal

ଆଜିର ବଜେଟ ହେଉଛି ସାଧାରଣବର୍ଗଙ୍କ ବଜେଟ ।
03/02/2026

ଆଜିର ବଜେଟ ହେଉଛି ସାଧାରଣବର୍ଗଙ୍କ ବଜେଟ ।

03/02/2026

ଜନଜାତି ଛାତ୍ରୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଲାଭଦାୟକ ବଜେଟ । -କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ
Jual Oram Jual Oram Ji fans club Jual Oram MP For Sundargarh Jual Oram Ji FanS

ଆଜିର ବଜେଟ ପରେ ବିଦେଶ ଯାତ୍ରା ହେବ ଆହୁରି ସହଜ ।
03/02/2026

ଆଜିର ବଜେଟ ପରେ ବିଦେଶ ଯାତ୍ରା ହେବ ଆହୁରି ସହଜ ।

03/02/2026

ପ୍ରତି ଜିଲ୍ଲାରେ ଛାତ୍ରୀନିବାସ ନିର୍ମାଣ ମହିଳାଙ୍କ ଶିକ୍ଷାକୁ ନୂଆ ଗତି ଦେବ । - କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan

03/02/2026

AI - ଟୁଲ - ଭାରତ ବିସ୍ତାର (Bharat-VISTAAR(Virtually Integrated System to Access Agricultural Resources) ଆରମ୍ଭ ହେବାକୁ ଯାଉଛି, ଯାହା କୃଷି ଉତ୍ପାଦକତା ବୃଦ୍ଧି କରିବା ସହ ଚାଷୀଙ୍କ ପାଇଁ ଉତ୍ତମ ନିଷ୍ପତ୍ତି ନେବାରେ ସହାୟକ ହେବ।

03/02/2026

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ କରାଯାଇଛି ଦିବ୍ୟାଙ୍ଗ ସାହାରା ଯୋଜନା । ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ପାଇଁ ସୁନିଶ୍ଚିତ କରାଯିବ କୃତ୍ରିମ ଅଙ୍ଗ ଏବଂ
ସହାୟକ ଉପକରଣ।

ଆଜିର ବଜେଟରେ ସ୍ୱାସ୍ଥ୍ୟସେବାକୁ ମିଳିଛି ଗୁରୁତ୍ୱ ।
02/02/2026

ଆଜିର ବଜେଟରେ ସ୍ୱାସ୍ଥ୍ୟସେବାକୁ ମିଳିଛି ଗୁରୁତ୍ୱ ।

02/02/2026

ଏଣିକି ଆୟକର ଫର୍ମ ଭରିବା ହେବ ସହଜ । ନୂତନ ଆୟକର ଅଧୂନିୟମ ୧ ଏପ୍ରିଲ, ୨୦୨୬ ରୁ କାର୍ଯ୍ୟକାରୀ ହେବ।

Address

Sector 1
Rourkela
769008

Alerts

Be the first to know and let us send you an email when Jagabandhu behera BJP posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jagabandhu behera BJP:

Share