Raurkela Municipal Corporation

Raurkela Municipal Corporation Raurkela was declared as Municipal Corporation on 14 Nov 2014 comprising of 26 Revenues Villages in 53.29 sq km area bounded by River Koel & Sankha

05/09/2026

Raurkela Municipal Corporation expresses its deepest condolences on the demise of Mrs. Kabita Ray, former Chairman of Raurkela Municipality. Her dedicated service and contribution to the development of Raurkela during her tenure as Chairman will always be remembered.

ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ପ୍ରଖ୍ୟାତ ଦାର୍ଶନିକ, ଶିକ୍ଷାବିତ୍ ତଥା ପୂର୍ବତନ ରାଷ୍...
05/09/2026

ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ପ୍ରଖ୍ୟାତ ଦାର୍ଶନିକ, ଶିକ୍ଷାବିତ୍ ତଥା ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।

CMO Odisha Information & Public Relations Department, Government of Odisha

Enforcement was conducted at Uditnagar Food Court and Basanti Food Court. A total of 40 units were inspected, and approx...
04/09/2026

Enforcement was conducted at Uditnagar Food Court and Basanti Food Court. A total of 40 units were inspected, and approximately 18 kg of stale food was discarded. Samples of paneer and prepared food were also collected and sent to the lab for quality analysis. Necessary action was taken against units found to be in non-compliance.

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Food Safety and Standards Authority of India Information & Public Relations Department, Government of Odisha




Enforcement team ତରଫରୁ ଉଦିତନଗର ଫୁଡ୍ କୋର୍ଟରେ ଚଢ଼ାଉ କରାଯିବା ସମୟରେ ଦୋକାନୀଙ୍କ ଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯିବ...
03/09/2026

Enforcement team ତରଫରୁ ଉଦିତନଗର ଫୁଡ୍ କୋର୍ଟରେ ଚଢ଼ାଉ କରାଯିବା ସମୟରେ ଦୋକାନୀଙ୍କ ଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଏହି ସମୟରେ ଦୋକାନୀମାନଙ୍କର Trade License ଯାଂଚ କରାଯିବା ସହ ସମସ୍ତ ବ୍ୟବସାୟୀଙ୍କୁ ଓଦା ଓ ଶୁଖିଲା ବର୍ଜ୍ୟ ଲାଗି ପୃଥକ୍ ଡଷ୍ଟବିନ୍ ବ୍ୟବହାର କରିବା ଏବଂ ଦୋକାନର ୫ମିଟର ପରିସର ମଧ୍ୟରେ ସ୍ଵଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Information & Public Relations Department, Government of Odisha

'ସହଯୋଗ' କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ସମାଜର ଶେଷ ଧାଡ଼ିର ଲୋକ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପହଞ୍ଚାଇବା ପାଇଁ ସମୁଦା...
02/09/2026

'ସହଯୋଗ' କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ସମାଜର ଶେଷ ଧାଡ଼ିର ଲୋକ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପହଞ୍ଚାଇବା ପାଇଁ ସମୁଦାୟ ନେତୃତ୍ୱଦାତା (Enumerator) ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏହାର ସମୀକ୍ଷା ମଧ୍ୟ କରଯାଇଥିଲା।
ଏଥିରେ ମାନଙ୍କୁ ସଠିକ୍ ତଥ୍ୟ ସଂଗ୍ରହ କରିବା ସହ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ସର୍ଭେରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ତଥା ସେଥିପାଇଁ ତୃଣମୂଳସ୍ତରରେ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha

ଆରଏମସି ଖାଦ୍ୟ ସୁରକ୍ଷା ଟିମ୍ ତରଫରୁ KFC, Biggies, Karims, Pizza hut, Dosa Plaza, Giani, Domino's, Wow Momos ଭଳି ନାମଦାମୀ Fast...
02/09/2026

ଆରଏମସି ଖାଦ୍ୟ ସୁରକ୍ଷା ଟିମ୍ ତରଫରୁ KFC, Biggies, Karims, Pizza hut, Dosa Plaza, Giani, Domino's, Wow Momos ଭଳି ନାମଦାମୀ Fast food ଫ୍ରାଞ୍ଚାଇଜ୍ ଗୁଡିକରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଖାଦ୍ୟର ଗୁଣବତ୍ତା ନିରୀକ୍ଷଣ କରାଯିବା ସହ ସମ୍ପୃକ୍ତ ସଂସ୍ଥାର ଦସ୍ତାବିଜ୍ ଗୁଡିକର ଯାଂଚ କରାଯାଇଛି।

ନିରୀକ୍ଷଣ ସମୟରେ ୨୨ କିଲୋଗ୍ରାମରୁ ଅଧିକ ଖାଦ୍ୟର ଯାଂଚ କରାଯାଇଥିବା ବେଳେ ପ୍ରାୟ ୨୦ କେଜି ଖାଇବା ଅନୁପଯୁକ୍ତ ଖାଦ୍ୟ ନଷ୍ଟ କରାଯାଇଛି। ଏଥିସହ ଉଲ୍ଲଂଘନକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ଖାଦ୍ୟ ସୁରକ୍ଷା ନିୟମ ଅନୁପାଳନ ପୂର୍ବକ ଖାଦ୍ୟ ପ୍ରସ୍ତୁତିରେ ଗୁଣବତ୍ତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Food Safety and Standards Authority of India Information & Public Relations Department, Government of Odisha

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ପରିବାରଙ୍କୁ ସରକାରଙ୍କ ୧୩ଟି ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ି ସ...
01/09/2026

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ପରିବାରଙ୍କୁ ସରକାରଙ୍କ ୧୩ଟି ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ି ସେମାନଙ୍କର ସାମଗ୍ରିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ 'ସହଯୋଗ' କାର୍ଯ୍ୟକ୍ରମ ଅଧୀନରେ ଡୋର୍ ଟୁ ଡୋର୍ ସର୍ଭେ କରାଯାଉଛି। ଏଥିରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha

ରାଉରକେଲା ମହାନଗର ନିଗମ ତରଫରୁ ମହାସମାରୋହରେ ପାଳିତ ହେଲା ସ୍ଵାୟତ୍ତ ଶାସନ ଦିବସ । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ...
31/08/2026

ରାଉରକେଲା ମହାନଗର ନିଗମ ତରଫରୁ ମହାସମାରୋହରେ ପାଳିତ ହେଲା ସ୍ଵାୟତ୍ତ ଶାସନ ଦିବସ । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଆରଏମସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ଆରଏମସିର କର୍ମଚାରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧାପ୍ରସାରଣ କରାଯାଇଥିଲା। ଏଥିସହ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha District Administration, Sundargada, Odisha

The NH Entry Point at Balughat, the gateway to Raurkela city, has been beautified with lush greenery to enhance the city...
30/08/2026

The NH Entry Point at Balughat, the gateway to Raurkela city, has been beautified with lush greenery to enhance the city’s visual appeal and help reduce dust and air pollution caused by heavy vehicular movement.

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha District Administration, Sundargada, Odisha

ରାଜ୍ୟ ସରକାରଙ୍କ ତରଫରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ରକ୍ଷା ବନ୍ଧନର ଭେଟି ସ୍ଵରୁପ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି...
28/08/2026

ରାଜ୍ୟ ସରକାରଙ୍କ ତରଫରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ରକ୍ଷା ବନ୍ଧନର ଭେଟି ସ୍ଵରୁପ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଥିବା ବେଳେ ଆରଏମସି ତରଫରୁ ଉଦିତନଗର ସ୍ଥିତ ଆମ ପାଠାଗାର ପରିସରରେ ସୁଭଦ୍ରା ମା' ଓ ଭଉଣୀଙ୍କ ଉପସ୍ଥିତିରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ନାରୀ ସଶକ୍ତିକରଣର ଅଭିଯାନକୁ ସାକାର କରିଥିବା ସୁଭଦ୍ରା ଯୋଜନା ଆଜି ନାରୀ ସମାଜକୁ ନୂତନ ଶକ୍ତି ଦେବା ସହ ସେମାନଙ୍କୁ ଉଦ୍ୟୋଗୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅତିଥିମାନେ ମତ ଦେଇଥିଲେ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Subhadra Odisha Information & Public Relations Department, Government of Odisha District Administration, Sundargada, Odisha

Address

Udit Nagar
Rourkela
769012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+9118003457468

Alerts

Be the first to know and let us send you an email when Raurkela Municipal Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Raurkela Municipal Corporation:

Shortcuts

Share