23/06/2024
ପ୍ରୟାସ କିଛି ନୂଆ କରିବାର...
ପ୍ରୟାସ କିଛି ଖୁସି ବାଣ୍ଟିବାର...
ପ୍ରୟାସ କିଛି ଆଶୀର୍ବାଦ ପାଇବାର...
ପ୍ରୟାସ କିଛି ସ୍ମୃତି ସାଉଁଟିବାର...
ପ୍ରୟାସ କିଛି ଦୁଃଖ ଲାଘବ କରିବାର...
🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ
ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ
ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ
*ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ ।