Rakesh Sahu

Rakesh Sahu ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।
ସେବା ହିଁ ଧର୍ମ

24/06/2026

(ଆମର ସ୍ବାଭିମାନ ଆମର ପରିଚୟ) ଗତ କିଛି ଦିନ ପୂର୍ବ ରୁ ଦୁହି ଭଉଣୀ ଆତ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତି ରେ ରାତ୍ରୀ ସମୟ ରେ ବି ମଧ୍ୟ୍ୟ ଭଉଣୀ ଜଣକ ଭଇଶା ଗ୍ରାମ ରୁ ବଲାଙ୍ଗୀର ଭୀମ ଭୋଇ ଚିକିତ୍ସାଳୟ କୁ ଯାଇ ନିଜର ବହୁମୂଲ୍ୟ ରକ୍ତଦାନ କରି ଥିଲେ ଆଉ ଜଣେ ଭଉଣୀ ଭଇସା ରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ ନିଜର ବହୁ ମୁଲ୍ୟ ରକ୍ତ ଦାନ କରି ନିଜ କୁ ମହାନତା ର ପରିଚୟ ଦେଇଛନ୍ତି ଦୁହୀ ଭଉଣୀ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଜଣେ ଭଉଣୀ ଗର୍ଭବତୀ ମା ଓ ଶିଶୁ ଙ୍କ ଜିବନ ବଞ୍ଚାଇ ଛନ୍ତି ତ ଆଉ ଜଣେ ଭଉଣୀ ଜଣେ ରକ୍ତ ଅଭାବ ରୁ ଦୁର୍ବଳ ହୋଇଥିବା ବ୍ୟକ୍ତି ଙ୍କ 🙏🙏ଆମ ସମାଜ, ଆମ ପରମ୍ପରା, ଆମ ଐତିହ କେତେବେଳେ ଜଗତ ଜନନୀ ମା" ଦୁର୍ଗା ରୂପରେ ତ କେବେ ମା କାଳୀ, ମହାଲକ୍ଷ୍ମୀ, ମା ସରସ୍ବତୀ, ସୀତା, ରାଧା ତ କେବେ ସ୍ୱୟଂ ଭାରତମାତାର ଚରଣ ବନ୍ଦନା କରିଛି । ପ୍ରାଚୀନ କାଳରେ ବ୍ରହ୍ମବାଦିନୀ ଲୋପାମୁଦ୍ରା, ଘୋଷା, ମୈତ୍ରେୟୀଙ୍କ ଠାରୁ ଆରମ୍ଭ କରି ମୀରା, ସରୋଜିନୀ ନାଇଡ଼ୁ, ରମାଦେବୀ, କୁନ୍ତଳାକୁମାରୀ ସାବତ, ରାଣୀ ଲକ୍ଷ୍ମୀ ବାଇ, କଳ୍ପନା ଚାୱଲାଙ୍କ ଜ୍ଞାନ, ବୀରତ୍ୱ ପାଇଁ ଏବେବି ଏ ଜାତି, ମାଟି ସେମାନଙ୍କୁ ନମନ କରେ 💐ନାରୀ ସବୁବେଳେ ପୂଜନୀୟ 🙏ଜନ୍ମ ଦେବା ଠାରୁ ନାଳନ ପାଳନ କରିବା ପର୍ଯ୍ୟନ୍ତ ତା ଠାରୁ ଦୁଇପାଦ ଆଗକୁ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇବା ରେ ମଧ୍ୟ ନାରୀ ର ଭୂମିକା ସର୍ବାଗ୍ରେ 🙏🙏

ଦୀର୍ଘ ୬ ବର୍ଷ ହେଲା ୩ ଟି ରୋଗ ରେ ପୀଡ଼ିତ ଥିବା କାରଣରୁ ସେ ଚାଲି ବୁଲି ପାରୁ ନ ଥିଲେ ଏକଥା ଆମେ ଜାଣି ବା ପରେ ତାଙ୍କ ପାଖ କୁ ଯାଇ ଥିଲୁ ଏବଂ...
21/06/2026

ଦୀର୍ଘ ୬ ବର୍ଷ ହେଲା ୩ ଟି ରୋଗ ରେ ପୀଡ଼ିତ ଥିବା କାରଣରୁ ସେ ଚାଲି ବୁଲି ପାରୁ ନ ଥିଲେ ଏକଥା ଆମେ ଜାଣି ବା ପରେ ତାଙ୍କ ପାଖ କୁ ଯାଇ ଥିଲୁ ଏବଂ ବ୍ଲକ୍ ପ୍ରଶାସନ କୁ ଅନୁରୋଧ କରି ଥିଲୁ ତାଙ୍କର ସହଯୋଗ ରୁ ଆଜି ଦଶରଥ ଦେବଗୁରୁ ଙ୍କୁ ଗୋଟିଏ ହ୍ୱିଲ ଚେୟାର ଦିଆଗଲା ଏବଂ ପ୍ରତ୍ୟେକ ଅସହାୟତା ବ୍ୟକ୍ତି ଆମ ପାଇଁ ଭଗବାନ୍ ଓ ଭଗବାନ୍ ର ସେବା କରି ବା ଆମର କର୍ତ୍ତବ୍ୟ, ତାଙ୍କୁ ମେଡିକାଲ୍ ନେବା ପାଇ ମଧ୍ୟ୍ୟ ଚେଷ୍ଟା ଚଳାଇ ଛୁ, ଜୟ ମା ଚଣ୍ଡୀ ଜୟ ଶ୍ରୀ ରାମ୍ 🙏🙏
🚩ସେବା ହିଁ ଧର୍ମ 🚩

ଲୋକଙ୍କ ପାଇଁ ଆମର କର୍ତଵ୍ୟ  ନିସ୍ଵାର୍ଥ ପର ଭାବେ ଦିନ ରାତି ଜାରି ରଖିଛୁ କେବେ ବି କର୍ତଵ୍ୟ ପଥରେ ଅବହେଳା କରିନାହୁ କି କରିବୁ ନାହିଁ, ଜୀବନର...
17/06/2026

ଲୋକଙ୍କ ପାଇଁ ଆମର କର୍ତଵ୍ୟ ନିସ୍ଵାର୍ଥ ପର ଭାବେ ଦିନ ରାତି ଜାରି ରଖିଛୁ କେବେ ବି କର୍ତଵ୍ୟ ପଥରେ ଅବହେଳା କରିନାହୁ କି କରିବୁ ନାହିଁ, ଜୀବନରେ ଶେଷ ନିଶ୍ୱାସ ଯାଏଁ ୟେ ସେବା ଜାରି ରଖିବୁ ନା ଆମକୁ କମାଇ ବାର ଅଛି ପଇସା..........!!
ନା ଆମକୁ କରିବାର ଅଛି ରାଜନୀତି..........!!
ନିର୍ସ୍ୱାଥ ପର ସମାଜ ସେବା ହିଁ ଆମର ନିଶା.....!!
(ସେବା ଆମର ବୃତ୍ତି ନୁହେଁ ସେବା ହେଉଛି ଆମର ବ୍ରତ 🤝🤝)
ଜୟ ମା ଚଣ୍ଡି ଜୟ ସ୍ୱାଭିମାନ ଜୟ ହିନ୍ଦ୍ ଜୟ ଭାରତ 🚩🚩🙏🙏

14/06/2026

ବିଶ୍ୱ ରକ୍ତଦାତା ଦିବସ
WorldBloodDonorDay
ପ୍ରତେକ ଦିନ ଆମ ପାଇଁ ରକ୍ତଦାତା ଦିବସ...
ଆସନ୍ତୁ ରକ୍ତଦାନ କରିବା ଅମୁଲ୍ୟ ଜୀବନ ବଞ୍ଚାଇବା....
ଦାନ୍ ଦକ୍ଷିଣା ଥି ପୁଣ୍ୟ ମିଲୁ କି ନାଇଁ ମିଲୁ ବାକି ରକତ୍ ଦାନ୍ କଲେ ନିଜର୍ ରକତ୍ ଆଉ ଗୁଟେ ଜୀବନ୍ ବଞ୍ଚେଇ ପାରସି
ଇତାର୍ ନୁ ବଡ଼ ପୁଣ୍ୟ କାମ୍ ସଂସାରେ ଆଉ କାଣା ଅଛେ........!!

13/06/2026

ଶହେ ଭଲ କାମର କୌଣସି ରସିଦ ନାହିଁ, କିନ୍ତୁ ଗୋଟିଏ ଭୁଲର ସମ୍ପୂର୍ଣ୍ଣ ହିସାବ ରଖାଯାଏ।।
ଶୁଭ ରାତ୍ରୀ 🙏

Address

Saintala
Saintala

Website

Alerts

Be the first to know and let us send you an email when Rakesh Sahu posts news and promotions. Your email address will not be used for any other purpose, and you can unsubscribe at any time.

Share

Category