03/09/2023
ପବିତ୍ର ଭାରତ ଭୂମିରେ ଗୋମାତାଙ୍କୁ ବଳାତ୍କାର।
ମନ, ଆତ୍ମା କୁ ବିଚଳିତ କରୁଥିବା ଛାତିଥରା ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା ବଣେଇ ମଣ୍ଡଳ ରୁ ଆସିଛି। ଗୋମାତାଙ୍କୁ ବଳପୂର୍ବକ ବାନ୍ଧି ବଳାତ୍କାର କରିଥିବାର ସିସିଟିଭି ଫୁଟେଜ ଦେଖି ଜଣେ ସନାତନୀ ଗୋଭକ୍ତ ଭାବରେ ଅତ୍ୟନ୍ତ ମର୍ମାହତ ଓ ହୃଦୟ ବିଦାରକ ଅଟେ।ଜଣେ ଆସୁରିକ ପ୍ରବୃତ୍ତି ର ଅମଣିଷ, ବିଧର୍ମୀ ଦ୍ବାରା ସନାତନ ସଂସ୍କୃତି ର ଶ୍ରଦ୍ଧାକେନ୍ଦ୍ର ଗୋମାତାଙ୍କୁ ବଳାତ୍କାର ର ଦୃଶ୍ୟ ଦେଖି ଯେ କୌଣସି ସନାତନୀ ଗୋଭକ୍ତ ଉଦ୍ଦବେଳିତ, ମର୍ମାହତ ।ଏହି ମହାପାପି ବଳାତ୍କାରୀ, ଦୁରାତ୍ମା ଦ୍ବାରା ବଣେଇ ଗଡ ରେ ହୋଇଥିବାର ମହାପାପ ର ସିସିଟିଭି ର ଦୃଶ୍ୟ ଗୋଭକ୍ତ ମାନଙ୍କ ହସ୍ତଗତ ହୋଇଛି।
ବଣେଇଗଡ ପୋଲିସ ପ୍ରଶାସନ କୁ ଚେତାବନୀ ଅତି ଶୀଘ୍ର ଏହାର ଅନୁସନ୍ଧାନ କରି ଗୋବଳାତ୍କାରୀ କୁ ଗିରଫ କରନ୍ତୁ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାରେ ବିଳମ୍ବ ସୋଇଥିବାକରନ୍ତୁ ନାହିଁ। ନଚେତ ପରିଣାମ ପାଇଁ ପୋଲିସ ପ୍ରଶାସନ ଦାୟୀ ରହିବେ ।
ଗୋ ବଳାତ୍କାରୀ କୁ ଗିରଫ କରନ୍ତୁ
ଜୟ ସନାତନ
ଜୟ ଗୋମାତା 🙏🏻🙏🏻🙏🏻