Shishir Ranjan Bohidar

Shishir Ranjan Bohidar Contact information, map and directions, contact form, opening hours, services, ratings, photos, videos and announcements from Shishir Ranjan Bohidar, Social service, Sambalpur.

ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ସ୍ମୃତିରେ ଶ୍ରଦ୍ଧାଞ୍ଜଳି "ଉଠ, ଜାଗ ଏବଂ ଲକ୍ଷ୍ୟ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ।"ଏହି ଅମର ବ...
04/07/2026

ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ସ୍ମୃତିରେ ଶ୍ରଦ୍ଧାଞ୍ଜଳି

"ଉଠ, ଜାଗ ଏବଂ ଲକ୍ଷ୍ୟ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ।"
ଏହି ଅମର ବାଣୀ କେବଳ ଏକ ଉକ୍ତି ନୁହେଁ, ବରଂ ଜୀବନର ପ୍ରତ୍ୟେକ ସଂଘର୍ଷରେ ଆଗକୁ ବଢ଼ିବାର ପ୍ରେରଣା।
ଆସନ୍ତୁ, ଆମେ ଆଳସ୍ୟ, ଭୟ ଓ ନିରାଶାକୁ ପରିତ୍ୟାଗ କରି ଦୃଢ଼ ସଙ୍କଳ୍ପ, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ସହ ନିଜ ଲକ୍ଷ୍ୟ ଦିଗରେ ଆଗେଇ ଯିବା। ସଫଳତା ସେହିମାନଙ୍କର ହୁଏ, ଯେଉଁମାନେ କେବେ ହାର ମାନନ୍ତି ନାହିଁ।

ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ସ୍ମୃତିରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଦେବ ସ୍ନାନ ପୂର୍ଣ୍ଣିମାର ପାବନ ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅପାର ଆଶୀର୍ବାଦ ଆପଣ ଓ ଆପଣଙ୍କ ପରିବାର ଉପରେ ସଦା ବର୍ଷ...
29/06/2026

ଦେବ ସ୍ନାନ ପୂର୍ଣ୍ଣିମାର ପାବନ ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅପାର ଆଶୀର୍ବାଦ ଆପଣ ଓ ଆପଣଙ୍କ ପରିବାର ଉପରେ ସଦା ବର୍ଷିତ ହେଉ।

Blood donation is a noble gift...Due to the shortage of blood in blood banks during the summer season, please join us fo...
19/04/2026

Blood donation is a noble gift...
Due to the shortage of blood in blood banks during the summer season, please join us for a blood donation camp on May 3rd. By donating blood, you can help save lives and make a real difference.

ସ୍ୱେଚ୍ଛାସେବୀ ଅନୁଷ୍ଠାନ Swabhiman Sambalpur  ଆଜି ବୁଲା ପଶୁ ପକ୍ଷୀମାନଙ୍କ ପାଇଁ ଆଜି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି। ସମ୍ବଲପୁର ...
06/04/2026

ସ୍ୱେଚ୍ଛାସେବୀ ଅନୁଷ୍ଠାନ Swabhiman Sambalpur ଆଜି ବୁଲା ପଶୁ ପକ୍ଷୀମାନଙ୍କ ପାଇଁ ଆଜି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଋତୁରେ ଜଳ କୁଣ୍ଡମାନ ସ୍ଥାପନ କରି ପ୍ରବଳ ଗ୍ରୀଷ୍ମପ୍ରବାହ ଅବସରରେ ପଶୁପକ୍ଷୀ ମାନଙ୍କ ତୃଷା ନିବାରଣ ବ୍ୟବସ୍ଥା କରିଛି।

ଭାଇ Upen Rout ଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
14/11/2025

ଭାଇ Upen Rout ଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ପୁରୀ ଜିଲ୍ଲା ବଡ଼ି ବିଲଡିଙ୍ଗ ଏସୋସେସନ୍ ସଭାପତି ତଥା ଓଡ଼ିଶା ବଡି ବିଲଡିଙ୍ଗ ଏସୋସେସନ୍ ର ଉପଦେଷ୍ଟା ନାରାୟଣ ଚନ୍ଦ୍ର ବେହେରା ଙ୍କ  ବିୟୋଗ ଖବ...
12/11/2025

ପୁରୀ ଜିଲ୍ଲା ବଡ଼ି ବିଲଡିଙ୍ଗ ଏସୋସେସନ୍ ସଭାପତି ତଥା ଓଡ଼ିଶା ବଡି ବିଲଡିଙ୍ଗ ଏସୋସେସନ୍ ର ଉପଦେଷ୍ଟା ନାରାୟଣ ଚନ୍ଦ୍ର ବେହେରା ଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ, ତାଙ୍କୁ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ ତାଙ୍କୁ ବିଚାରକ ଭାବେ ମୁଁ ବହୁତ ପାଖରୁ ଦେଖିଛି ।
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।
ଓଁ ଶାନ୍ତି...

ଶୀତ ରାତିରେ ଭରିଦିଏ ଉଷ୍ମତା ତା ସ୍ପର୍ଶରେ ଭାରିଯାଏ ମାଦକତା ଅଳସ ଭାଙ୍ଗି ଦିଏ ଭରି ସତେଜତା ରାତି ଖଟିରେ ଖେଳାଏ  ଚଞ୍ଚକତା !!Mukesh Jariwal...
16/10/2025

ଶୀତ ରାତିରେ ଭରିଦିଏ ଉଷ୍ମତା
ତା ସ୍ପର୍ଶରେ ଭାରିଯାଏ ମାଦକତା
ଅଳସ ଭାଙ୍ଗି ଦିଏ ଭରି ସତେଜତା
ରାତି ଖଟିରେ ଖେଳାଏ ଚଞ୍ଚକତା !!
Mukesh Jariwal
ଗରିବ ଯଜ୍ଞ

ସମାଜସେବୀ ସଙ୍ଘଠନ ପ୍ରୟାସ ପରିବାର  ସମ୍ବଲପୁର ତରଫ ରୁ ନୁଆଁଖାଇ ଜୁହାର ଭେଟଘାଟ ୨୦୨୫ କାର୍ଯ୍ୟକ୍ରମ ରେ ଯୋଗଦାନ ।
31/08/2025

ସମାଜସେବୀ ସଙ୍ଘଠନ ପ୍ରୟାସ ପରିବାର ସମ୍ବଲପୁର ତରଫ ରୁ ନୁଆଁଖାଇ ଜୁହାର ଭେଟଘାଟ ୨୦୨୫ କାର୍ଯ୍ୟକ୍ରମ ରେ ଯୋଗଦାନ ।

 #ନୂଆଁଖାଇ_ଜୁହାର୍  ଚାଷୀର୍ ପରବ୍ ଆମର୍ ଗରବ୍ ଆମର୍ ତିହାର୍ ନୂଆଁଖାଇ ଉଧେ ବଡ୍ ମାନକୁ ମୋର୍ ନୂଆଁଖାଇ ଜୁହାର୍ ।  Shishira Boohidar Upen ...
28/08/2025

#ନୂଆଁଖାଇ_ଜୁହାର୍

ଚାଷୀର୍ ପରବ୍ ଆମର୍ ଗରବ୍ ଆମର୍ ତିହାର୍ ନୂଆଁଖାଇ ଉଧେ ବଡ୍ ମାନକୁ ମୋର୍ ନୂଆଁଖାଇ ଜୁହାର୍ ।

Shishira Boohidar Upen Rout

Address

Sambalpur
768002

Website

Alerts

Be the first to know and let us send you an email when Shishir Ranjan Bohidar posts news and promotions. Your email address will not be used for any other purpose, and you can unsubscribe at any time.

Share

Category