BJD Sambalpur Assembly Constituency

BJD Sambalpur Assembly Constituency Contact information, map and directions, contact form, opening hours, services, ratings, photos, videos and announcements from BJD Sambalpur Assembly Constituency, Political organisation, Santi Nagar, Budharaja, Sambalpur.

Sambalpur Assembly constituency - (17) is located in Sambalpur district of Odisha and comes under the Sambalpur Lok Sabha constituency.As per the voter list of 2019, there are 198555 electorates and 189 polling stations in this constituency.

ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନରେନ୍ଦ୍ର ସ୍ୱାଇଁଙ୍କ  ବିୟୋଗରେ ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସମ୍ପ...
07/09/2020

ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସମ୍ପାଦକ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

31/08/2020
26/08/2020

ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୃଦୃଢ଼ କରି ଜୀବନଜୀବିକାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ₹୨୦୦ କୋଟି ବ୍ୟୟ ଲକ୍ଷ୍ୟରେ କୋଭିଡ ସହାୟତା ପ୍ୟାକେଜ ପ୍ରସ୍ତୁତ ହୋଇଛି। କରୋନା ସ୍ଥିତିରେ ଚାଷୀ, ଶ୍ରମିକ ଓ ଅସହାୟ ଲୋକଙ୍କ ରୋଜଗାର ସୁନିଶ୍ଚିତ କରିବା ପାଇଁ ସରକାର ଏଥିରେ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି।


ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ୟାକେଜକୁ ଲୋକାଭିମୁଖୀ କରିବା ପାଇଁ ୪ ଭାଗରେ ବିଭକ୍ତ କରାଯାଇଛି। ଏଥିରେ କୃଷି ଓ ଅଣକୃଷିକ୍ଷେତ୍ରରେ କାର୍ଯ୍ୟରତ ଉଦ୍ୟୋଗୀ ଓ ଉତ୍ପାଦକଗୋଷ୍ଠୀ ପାଇଁ ₹ ୧.୫ଲକ୍ଷ ଏବଂ କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଜୀବନଜୀବିକା ପାଇଁ ₹ ୧ ଲକ୍ଷ ଆର୍ଥିକ ଋଣ ସହାୟତା ଯୋଗାଇଦିଆଯିବ।


କୋଭିଡ ସହାୟତା ପ୍ୟାକେଜରେ ଗ୍ରାମାଞ୍ଚଳରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ବିକାଶ ପାଇଁ ₹ ୫୦୦୦୦ ଏବଂ ଅତିଗରିବ ଓ ଅସହାୟ ପରିବାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପାଇଁ ₹ ୨୦,୦୦୦ ଆର୍ଥିକ ବ୍ୟବସ୍ଥା ସେମାନଙ୍କ ଜୀବିକାର୍ଜନରେ ସହାୟକ ହେବ। କରୋନା ସ୍ଥିତିରେ ରୋଜଗାର ସହ ଗ୍ରାମୀଣ ଜନଜୀବନରେ ଉନ୍ନତି ଆଣିବା ସରକାରଙ୍କ ଲକ୍ଷ୍ୟ।

25/08/2020
24/08/2020

Be serious

24/08/2020
24/08/2020

ପବିତ୍ର ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତଙ୍କ ସୁଖ, ସମୃଦ୍ଧି କାମନା ସହ କୋଭିଡ ନିୟମ ମାନି ଉତ୍ସବ ପାଳନ କରିବାକୁ ସେ ଆହ୍ୱାନ କରିଛନ୍ତି। #ନୂଆଁଖାଇଜୁହାର

23/08/2020

ନୂଆଁଖାଇ ଜୁହାର୍ 🙏

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଓ ଶୁଭକାମନା। ମା' ସମଲେଇଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ।

23/08/2020

ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍। #ନୂଆଁଖାଇଜୁହାର🙏

Address

Santi Nagar, Budharaja
Sambalpur
768004

Telephone

+916632522678

Website

Alerts

Be the first to know and let us send you an email when BJD Sambalpur Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Sambalpur Assembly Constituency:

Share