22/09/2024
ସମସ୍ତଙ୍କୁ ନମସ୍କାର 🙏
ପ୍ରକୃତ ରେ ମାନବ ସେବା ହିଁ ମାଧବ ସେବା।
ଭାରତବର୍ଷ ର ଲୋକପ୍ରିୟ ପ୍ରଧାମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବାପକ୍ଷ ଅବସରରେ ଆମେ ଏକ ପ୍ରୟାସ କରିବା ଯେମିତି କୌଣସି ବ୍ୟକ୍ତି ଡାକ୍ତରଖାନା ରେ ରକ୍ତାଭାବ ଜନିତ ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତୁ। ଏଣୁ ଆସନ୍ତୁ ଆମେ ସମସ୍ତେ ଆମ ସମାଜର କଲ୍ୟାଣ ପାଇଁ ଆସନ୍ତା ସେପ୍ଟେମ୍ୱର 25 ତାରିଖ ଦିନ ସୀମାନ୍ତ ମହାବିଦ୍ୟାଳୟ, ଝାରପୋଖରୀଆ ଠାରେ ଅନୁଷ୍ଠିତ ହେବାକୁଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜର ଯୋଗଦାନ ଦେବା ।
ନିବେଦକ,
ଭାଦବ୍ ହାଁସଦାଃ
ବିଧାୟକ,ସାରସକଣା
BJP Odisha
Bharatiya Janata Party (BJP)