JDA Sohela

JDA Sohela (Jay Durga Association)
The biggest
Ganesh puja committee ,sohela

23/03/2026
JDA ପରିବାର ତରଫରୁ ସମସ୍ତ ଭାରତୀୟଙ୍କୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଚୈତ୍ର ନବରାତ୍ର ଅବସରରେ ହାର୍ଦ୍ଦିକ ଅ...
19/03/2026

JDA ପରିବାର ତରଫରୁ ସମସ୍ତ ଭାରତୀୟଙ୍କୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଚୈତ୍ର ନବରାତ୍ର ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ବିକ୍ରମ ସମ୍ବତ୍‌‌ ୨୦୮୩ ସମସ୍ତଙ୍କ ଜୀବନରେ ମଙ୍ଗଳ, ସୁଖ ଓ ସମୃଦ୍ଧି ନେଇ ଆସୁ। ମାଁ ଜଗତ ଜନନୀ ଓ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ଶାନ୍ତି ପ୍ରଦାନ କରୁନ୍ତୁ, ଏହା ହି ପ୍ରାର୍ଥନା।

ଆସୁନ ରକତ୍ ଦାନ କରମା ବୀର ଶହିଦ ଙ୍କୁ  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବାର ସାଙ୍ଗେରକ୍ତ ଅଭାବ କେ କିଛି ମାତ୍ରା ରେ ଦୂର କରମା। ଆଏବା  #ଶହୀଦ_ଦି...
18/03/2026

ଆସୁନ ରକତ୍ ଦାନ କରମା
ବୀର ଶହିଦ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବାର ସାଙ୍ଗେ
ରକ୍ତ ଅଭାବ କେ କିଛି ମାତ୍ରା ରେ ଦୂର କରମା।

ଆଏବା #ଶହୀଦ_ଦିବସ ୨୩ ମାର୍ଚ୍ଚ
ସୋମବାର ଦିନେ ୮ ବଜେ ଶ୍ରୀ ଶ୍ରୀ ଗୈାରୀ କଲ୍ୟାଣ ମଣ୍ଡପ, ସୋହେଲା ଠାନେ ଆମର ସାଙ୍ଗେ ସାମିଲ୍ ହଉନ୍ ।
रक्तदान
दे के देखा अच्छा लगेगा
शरीर भी स्वस्त रहेगा ❣️
ିବାର

ଭାରତୀୟ ସଂସ୍କୃତିରେ, ବିଶେଷ କରି ହିନ୍ଦୁ ପରମ୍ପରାରେ '୧୬ ଶୃଙ୍ଗାର' (ଷୋଳ ଶୃଙ୍ଗାର) ହେଉଛି ଜଣେ ବିବାହିତା ମହିଳା କିମ୍ବା କନ୍ୟାଙ୍କ ପାଇଁ ୧...
07/03/2026

ଭାରତୀୟ ସଂସ୍କୃତିରେ, ବିଶେଷ କରି ହିନ୍ଦୁ ପରମ୍ପରାରେ '୧୬ ଶୃଙ୍ଗାର' (ଷୋଳ ଶୃଙ୍ଗାର) ହେଉଛି ଜଣେ ବିବାହିତା ମହିଳା କିମ୍ବା କନ୍ୟାଙ୍କ ପାଇଁ ୧୬ଟି ପାରମ୍ପରିକ ସାଜସଜ୍ଜାର ଏକ ସମାହାର। ଏହା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ବରଂ ଏହାକୁ ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ମଧ୍ୟ ମାନି ନିଆଯାଏ।
ପାରମ୍ପରିକ ଭାବରେ ଏହି ୧୬ଟି ଶୃଙ୍ଗାର ଗୁଡ଼ିକ ହେଲା:
୧. ବିନ୍ଦି କିମ୍ବା ଟିକିଲି:
୨. ସିନ୍ଦୂର:
୩. ମାଙ୍ଗ ଟିକା କିମ୍ବା ମଥାମଣି:
୪. କଜ୍ଜଳ:
୫. ନଥ କିମ୍ବା ନାକଫୁଲ:
୬. କାନଫୁଲ କିମ୍ବା ଝୁମୁକା:
୭. ହାର ଓ ମଙ୍ଗଳସୂତ୍ର:
୮. ବାଜୁବନ୍ଧ:
୯. ମେହେନ୍ଦୀ କିମ୍ବା ଅଳତା:
୧୦. ଚୁଡ଼ି ଓ କଙ୍କଣ:
୧୧. ମୁଦି:
୧୨. କମରବନ୍ଧ ବା ଅଣ୍ଟାସୂତା:
୧୩. ପାଉଁଜି କିମ୍ବା ନୂପୁର:
୧୪. ଝୁଣ୍ଟିଆ:
୧୫. ଅତର କିମ୍ବା ସୁଗନ୍ଧ:
୧୬. ଗଜରା ଓ କେଶସଜ୍ଜା:

https://www.facebook.com/share/1HfiKkdcLY/
20/02/2026

https://www.facebook.com/share/1HfiKkdcLY/

ସୋହେଲା ୨୦/୦୨ ବରଗଡ଼ ଜିଲ୍ଲା ସୋହେଲା ମିନି ଷ୍ଟେଡିୟମ ଠାରେ ଚାଲିଥିବା ସୋହେଲା କପ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିବସ ରେ ଦୁଇଟି ...

ସୋହେଲା ଆଥଲେଟିକ୍ ଏସୋସିଏସନ ର ନିମନ୍ତ୍ରଣ ରେ ଆଜି ୨ୟ ସୋହେଲା କପ୍ ୨୦୨୬ର ପ୍ରଥମ ସେମିଫାଇନାଲରେ ଅତିଥି ଭାବରେ  ଯୋଗ ଦେଇଥିଲା   ିବାର
20/02/2026

ସୋହେଲା ଆଥଲେଟିକ୍ ଏସୋସିଏସନ ର ନିମନ୍ତ୍ରଣ ରେ
ଆଜି ୨ୟ ସୋହେଲା କପ୍ ୨୦୨୬
ର ପ୍ରଥମ ସେମିଫାଇନାଲରେ ଅତିଥି ଭାବରେ ଯୋଗ ଦେଇଥିଲା
ିବାର

୭୭ ତମ ସାଧାରଣତନ୍ତ୍ର ଦିବସ୍ ଭାରତ ମାତା କୀ ଜୟଜୟ ହୀନ୍ଦ
26/01/2026

୭୭ ତମ ସାଧାରଣତନ୍ତ୍ର ଦିବସ୍
ଭାରତ ମାତା କୀ ଜୟ
ଜୟ ହୀନ୍ଦ

ॐ त्र्यम्बकं यजामहे सुगन्धिं पुष्टिवर्धनम्। उर्वारुकमिव बन्धनान् मृत्योर्मुक्षीय मामृतात्॥
24/11/2025

ॐ त्र्यम्बकं यजामहे सुगन्धिं पुष्टिवर्धनम्। उर्वारुकमिव बन्धनान् मृत्योर्मुक्षीय मामृतात्॥

 #स्वदेशी  #दीपावली  #अपनो_से_खरीदें_अपना_त्यौहार_मनाएं 🔸🪔🪔🪔🪔🪔🪔🪔🪔🪔🪔🪔🔸
14/10/2025

#स्वदेशी
#दीपावली
#अपनो_से_खरीदें_अपना_त्यौहार_मनाएं

🔸🪔🪔🪔🪔🪔🪔🪔🪔🪔🪔🪔🔸

Address

Infront Of Sohela Police Station
Sohela
768033

Telephone

+919776363977

Website

Alerts

Be the first to know and let us send you an email when JDA Sohela posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to JDA Sohela:

Share

Category