23/01/2026
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ବିଦ୍ୟା, ବୁଦ୍ଧି ଓ ଜ୍ଞାନର ଦେବୀ ମାଁ ସରସ୍ଵତୀଙ୍କ କୃପାରେ ସମସ୍ତଙ୍କ ଜୀବନ ସକାରାତ୍ମକ ବୁଦ୍ଧି, ପ୍ରଗତି ଓ ଜ୍ଞାନର ଆଲୋକରେ ପରିପୂର୍ଣ୍ଣ ହେଉ ।
ଜୟ ମାଁ ସରସ୍ଵତୀ 🌼