Prakash Chandra Majhi

Prakash Chandra Majhi ଜୟ ଜଗନ୍ନାଥ

19/08/2026

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୫ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.35 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 19/08/2026🙏❤️

18/08/2026

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୬ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.26 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 18/08/2026🙏❤️

17/08/2026
16/08/2026

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୬.୧୦ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.10 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 15/08/2026🙏❤️

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଜଣାଶୁଣା ଏବଂ ଭଲ ମଣିଷ ।। ବଡ ଭାଇ (ତପନ କର ) ତାଙ୍କର ଦୁଇଟି କିଡୀନ୍ ଖରାପ୍ ହୋଇଯାଇଛି ସେ ଏବେ ଭୂବନେଶ୍ବର ହ...
15/08/2026

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଜଣାଶୁଣା ଏବଂ ଭଲ ମଣିଷ ।।
ବଡ ଭାଇ (ତପନ କର ) ତାଙ୍କର ଦୁଇଟି କିଡୀନ୍ ଖରାପ୍ ହୋଇଯାଇଛି ସେ ଏବେ ଭୂବନେଶ୍ବର ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି, ତାଙ୍କର ଚିକିତ୍ସା ପାଇଁ ତାଙ୍କ ସ୍ତ୍ରୀ ସମସ୍ତଙ୍କୁ ସାହାଯ୍ୟ ମାଗିଛନ୍ତି 🙏
ମୋର ସମସ୍ତଙ୍କୁ ଅନୁରୋଧ ଆପଣଙ୍କ ସକ୍ଷମ ଅନୁସାରେ ତପନ ଭାଇଙ୍କୁ ସାହାଯ୍ୟର ହାତ ବଢାନ୍ତୁ 🙏🙏🙏ଭଗବାନ ଙ୍କୁ ଡାକନ୍ତୁ ତପନ ଭାଇ ଭଲହୋଇ ଯାଆନ୍ତୁ 🙏

15/08/2026

୮୦ତମ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l ଭାରତର ଅଖଣ୍ଡତା,ସାର୍ବଭୌମତ୍ୱ ଏବଂ ବିବିଧତା ମଧ୍ୟରେ ଏକତା ହିଁ ସମଗ୍ର ବିଶ୍ୱରେ ଏହାର ବିଶେଷତା l ସ୍ୱାଧୀନତା ଦିବସ ଆମକୁ ସମସ୍ତ ଅମର ରାଷ୍ଟ୍ରଭକ୍ତଙ୍କ ବୀରତ୍ୱ ଓ ବଳିଦାନର ଗାଥାକୁ ସ୍ମରଣ କରାଇଥାଏ l ମୁଁ ସମସ୍ତ ବୀର ସ୍ୱତନ୍ତ୍ରତା ସେନାନୀମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି l
ଆସନ୍ତୁ ତ୍ରିରଙ୍ଗା ପତାକାର ଗୌରବକୁ ବିଶ୍ଵବ୍ୟାପୀ କରିବା ଏବଂ ବିଶ୍ୱଗୁରୁ ପଦରେ ଭାରତମାତାଙ୍କୁ ଆସୀନ କରାଇବା l

ଜୟ ହିନ୍ଦ 🇮🇳


ଦେଶପ୍ରେମ 🇮🇳ହର ଜନ ତ୍ରିରଙ୍ଗା, ହର ମନ ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା 🇮🇳‘ହର ଘର ତ୍ରିରଙ୍ଗା’ କେବଳ ଏକ ଅଭିଯାନ ନୁହେଁ, ଏହା ଆମ ମନରେ ଦେଶପ୍...
14/08/2026

ଦେଶପ୍ରେମ 🇮🇳

ହର ଜନ ତ୍ରିରଙ୍ଗା, ହର ମନ ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା 🇮🇳

‘ହର ଘର ତ୍ରିରଙ୍ଗା’ କେବଳ ଏକ ଅଭିଯାନ ନୁହେଁ, ଏହା ଆମ ମନରେ ଦେଶପ୍ରେମ, ଗର୍ବ ଓ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବାର ଏକ ମହାନ ପ୍ରୟାସ। ତ୍ରିରଙ୍ଗା ଆମ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ତ୍ୟାଗ, ବଳିଦାନ ଓ ଅସୀମ ସାହସର ପ୍ରତୀକ।

ଆସନ୍ତୁ, ଆମ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ଏବଂ ହୃଦୟରେ ଭାରତ ମାତାଙ୍କ ପ୍ରତି ଅସୀମ ଗର୍ବ ଧାରଣ କରିବା। 🇮🇳
ଜୟ ହିନ୍ଦ! ବନ୍ଦେ ମାତରମ୍! 🙏

🇮🇳

13/08/2026

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୬.୦୩ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.03 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 13/08/2026🙏❤️

 #ଭାଉଜ_ଭାବିଲେ_କେହି_ଦେଖୁନାହାନ୍ତି_CCTV_କହିଲା_ମୁଁ_ଅଛି_ନା 🤣ଲିଙ୍ଗିପୁର ଟ୍ରାଫିକ ଛକସ୍ଥିତ ମା’ ଶାରଳା ମିଷ୍ଟାନ ଭଣ୍ଡାରରେ ଟଙ୍କା ଚୋରି ଅ...
12/08/2026

#ଭାଉଜ_ଭାବିଲେ_କେହି_ଦେଖୁନାହାନ୍ତି_CCTV_କହିଲା_ମୁଁ_ଅଛି_ନା 🤣
ଲିଙ୍ଗିପୁର ଟ୍ରାଫିକ ଛକସ୍ଥିତ ମା’ ଶାରଳା ମିଷ୍ଟାନ ଭଣ୍ଡାରରେ ଟଙ୍କା ଚୋରି ଅଭିଯୋଗ। ଦୋକାନ ମାଲିକଙ୍କ ଅଜାଣତରେ ଜଣେ ମହିଳା ଟଙ୍କା ବକ୍ସରୁ ଟଙ୍କା ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଦାବି। ତେବେ ମହିଳା ଜଣକ କିଏ ଏବଂ କେତେ ଟଙ୍କା ଚୋରି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।

Address

Odisha
Soro
756055

Alerts

Be the first to know and let us send you an email when Prakash Chandra Majhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Prakash Chandra Majhi:

Shortcuts

Share