Biju Chatra Janata Dal,Sukinda

Biju Chatra Janata Dal,Sukinda Students have the most powerful strength that they can use to change the world.

 ଦଶମ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଜୁ ଛାତ୍ର ଜନତ ଦଳ ସୁକିନ୍ଦା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚାପମୁକ...
29/04/2022


ଦଶମ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଜୁ ଛାତ୍ର ଜନତ ଦଳ ସୁକିନ୍ଦା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯତ୍ନବାନ ହେବା ସହ ସମସ୍ତଙ୍କର ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

 ସୁକିନ୍ଦା ୩୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଭାବେ ଏକ ଐତିହାସିକ ବିଜୟ ଲାଭ କରିଥିବା ଶ୍ରୀମତୀ ଜେମା ଚାଖିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭ...
28/02/2022


ସୁକିନ୍ଦା ୩୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଭାବେ ଏକ ଐତିହାସିକ ବିଜୟ ଲାଭ କରିଥିବା ଶ୍ରୀମତୀ ଜେମା ଚାଖିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐।

 #ସୁକିନ୍ଦା_ଚିଙ୍ଗୁଡ଼ିପାଳ_ଛାତ୍ରଜନତାଦଳ_ଦ୍ୱାରା_ବୃକ୍ଷରୋପଣ_ହୋଇଯାଇଛିବୃକ୍ଷର ଉପକାରିତାକୁ ବୁଝି,ଚାରା ରୋପଣକୁ ଏକ ମିଶନ ଭାବେ ଗ୍ରହଣ କରିଛନ...
12/09/2021

#ସୁକିନ୍ଦା_ଚିଙ୍ଗୁଡ଼ିପାଳ_ଛାତ୍ରଜନତାଦଳ_ଦ୍ୱାରା_ବୃକ୍ଷରୋପଣ_ହୋଇଯାଇଛି
ବୃକ୍ଷର ଉପକାରିତାକୁ ବୁଝି,ଚାରା ରୋପଣକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି ସୁକିନ୍ଦା ବିଜୁ ଛାତ୍ର ଜନତା ଦଳ। ବର୍ଷା ପାଗର ଅନୁକୂଳକୁ ଦେଖି ଚିଙ୍ଗୁଡ଼ିପାଳ ପଞ୍ଚାୟତର ଛାତ୍ର ଜନତା ଦଳ ସଭାପତି ମହେଶ୍ୱର ମହାନ୍ତ, ପଞ୍ଚାୟତର ସମସ୍ତ ଛାତ୍ର ଜନତା ଦଳର ସଦସ୍ୟଙ୍କୁ ଏକତ୍ରୀତ କରି ଅରଡାପାଳ ବିଦ୍ୟାଳୟ ପରିସରରେ ସ୍ଵନ୍ଦ୍ରଯ୍ୟ ପୁଷ୍ପ ବୃକ୍ଷ, ଔଷଧୀୟ ବୃକ୍ଷ ଏବଂ ଫଳ ଗଛର ଚାରା ରୋପଣ କରିଛନ୍ତି। ଏହି ମିଶନରେ ସୁକିନ୍ଦା ଛାତ୍ର ସଭାପତି ରାଜେନ୍ଦ୍ର ମହାନ୍ତ ଯୋଗ ଦେଇ ବୃକ୍ଷର ଯତ୍ନ ଓ ସଂରକ୍ଷଣ ବିଷୟରେ ପିଲାମାନଙ୍କୁ ବୁଝାଇଛନ୍ତି।

 #ସୁକିନ୍ଦା_ମହାବିଦ୍ୟାଳୟର_ଛାତ୍ରଛାତ୍ରୀଙ୍କ_ମୌଳିକ_ଅଧିକାର_ଯୋଗାଇଦେବା  #ପ୍ରୟାସରେ_ବିଜୁ_ଛାତ୍ର_ଜନତା_ଦଳ_ସୁକିନ୍ଦାଆମ ରାଜ୍ୟରେ ଛାତ୍ରଛାତ୍...
16/08/2021

#ସୁକିନ୍ଦା_ମହାବିଦ୍ୟାଳୟର_ଛାତ୍ରଛାତ୍ରୀଙ୍କ_ମୌଳିକ_ଅଧିକାର_ଯୋଗାଇଦେବା #ପ୍ରୟାସରେ_ବିଜୁ_ଛାତ୍ର_ଜନତା_ଦଳ_ସୁକିନ୍ଦା
ଆମ ରାଜ୍ୟରେ ଛାତ୍ରଛାତ୍ରୀଙ୍କର ମୌଳିକ ଅଧିକାରକୁ ସଦା ସର୍ବଦା ଅଗ୍ରାଧିକାର ଦେଇଛି ବିଜୁ ଛାତ୍ର ଜନତା ଦଳ। ଆଜି ମାନ୍ୟବର ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ବିଜୁ ଛାତ୍ର ଜନତା ଦଳର ସଦସ୍ୟ ସୁକିନ୍ଦା କଲେଜ ପରିଭ୍ରମଣ କରି ସିଧାସଳଖ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ସେହି ସମସ୍ୟା ସମ୍ବନ୍ଧରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରିଥିଲେ।

15/08/2021
 #ସୁକିନ୍ଦା_ବିଜୁଛାତ୍ରଜନତାଦଳ_ଦ୍ବାରା_ବୃକ୍ଷରୋପଣ_କାର୍ଯ୍ୟକ୍ରମ_ଅନୁଷ୍ଠିତବୃକ୍ଷ ହିଁ ଜୀବନ ତେଣୁ ମାନ୍ୟବର ସୁକିନ୍ଦା ବିଧାୟକ ଇ଼ଂ ପ୍ରିତୀରଞ...
15/08/2021

#ସୁକିନ୍ଦା_ବିଜୁଛାତ୍ରଜନତାଦଳ_ଦ୍ବାରା_ବୃକ୍ଷରୋପଣ_କାର୍ଯ୍ୟକ୍ରମ_ଅନୁଷ୍ଠିତ
ବୃକ୍ଷ ହିଁ ଜୀବନ ତେଣୁ ମାନ୍ୟବର ସୁକିନ୍ଦା ବିଧାୟକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇ ସଦା ସର୍ବଦା ପ୍ରଚେଷ୍ଠା ଜାରି ରଖିଛନ୍ତି ସୁକିନ୍ଦାକୁ ସବୁଜମୟ କରିବାରେ ! ତାଙ୍କର ଏହି ପ୍ରଚେଷ୍ଠାକୁ ଆହୁରି ତ୍ଵରାନିତ କରିବା ପାଇଁ ଆଜି ୭୫ତମ ସ୍ଵାଧୀନତା ଦିବସ ଅବସରରେ ଆଗେଇ ଆସିଛି ବିଜୁ ଜନତା ଜନତା ଦଳ ସୁକିନ୍ଦା ବ୍ଲକ୍ ! ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଦ୍ଵାରା କୁହିକା ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

 ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ...
25/07/2021


ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ। ଦାନଗଦୀ ବ୍ଳକର ଜୋନ ସ୍ତରୀୟ ବୈଠକରେ ମହିଳା, ଯୁବ, ଛାତ୍ର ଏବଂ ବରିଷ୍ଠଙ୍କୁ ଅଧିକ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ଘଡାଇ । ସମସ୍ତ ଛାମୁଆ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟ ଅବ୍ୟାହତ ରଖିବାକୁ ଦାନଗଦୀ କାର୍ଯ୍ୟଳୟ ବୈଠକରେ ନିଷ୍ପତି ହୋଇଛି।

 #ରକ୍ତଦାନରେ_ସବୁଜ_ବିପ୍ଳବରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ସୁକିନ୍ଦା  ଯୁବ ବିଜେଡିର କର୍ମକର୍ତ୍ତା,ଏବେ ପରିବେଶ ସୁରକ୍ଷାର ଦାୟିତ୍ୱ ନ...
12/07/2021

#ରକ୍ତଦାନରେ_ସବୁଜ_ବିପ୍ଳବ
ରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ସୁକିନ୍ଦା ଯୁବ ବିଜେଡିର କର୍ମକର୍ତ୍ତା,ଏବେ ପରିବେଶ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି। ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତର ୭୮ଜଣ ରକ୍ତଦାନ କରି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଠାରୁ ଚାରା ସଂଗ୍ରହ କରିଛନ୍ତି । ରକ୍ତଦାନ ସହ ବୃକ୍ଷରୋପଣ କରିବାର ନିଷ୍ପତ୍ତି, ସୁକିନ୍ଦାରେ ସବୁଜ ବିପ୍ଳବର ପଦଧ୍ୱନି ବୋଲି ଭାବିବାକୁ ହେବ। କରୋନା କାଳର ରକ୍ତର ଅଭାବକୁ ଦୂର କରିବାକୁ ଗତ ତିନି ସପ୍ତାହରେ ସୁକିନ୍ଦା ଯୁବ ବିଜେଡିର ୪୦୯ ଜଣ ରକ୍ତଦାନ କରି କ୍ରାନ୍ତି ସୃଷ୍ଟି କଲେଣି।
CMO Odisha
Pritiranjan Gharai
Rajendra Mohanta

 #ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ବିଜୁ _ଛାତ୍ର_ଜନତା_ଦଳ #କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛ...
29/06/2021

#ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ବିଜୁ _ଛାତ୍ର_ଜନତା_ଦଳ #
କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜନତା ଦଳ। ବରିଷ୍ଠ BJD ସାଧାରଣ ସଂପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ଆଜି
ଲେମ୍ବୋ ପଞ୍ଚାୟତର ବିଭିନ୍ନ ଗାଁରେ ଯଥା : ବେଠିଆହତା,ରଗଡା ସାହି,ଆମ୍ବଦୁଲ, କାଞ୍ଜିଆପାଳ ଗାଁ ରେ ବିଜୁ ଛାତ୍ର ଜନତା ଦଳ ର ସଭାପତି ରାଜେନ୍ଦ୍ର ମହାନ୍ତ ଓ ଲେମ୍ବୋ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ମହାନ୍ତ ଓ ଲେମ୍ବୋ ସୋସିଆଲ ମିଡ଼ିଆ ସଂଯୋଜକ ହିଟଲର ମହାନ୍ତ, ଆଶୁତୋଷ ମହାନ୍ତ, ପ୍ରଦ୍ୟୁମ୍ନ ମହାନ୍ତ, ବିଶ୍ୱଜିତ ମହାନ୍ତ, ତୁଫାନ ମହାନ୍ତ ଓ କର୍ମକର୍ତ୍ତା ମାନେ ମାସ୍କ ବଣ୍ଟନ କରିବା ସହିତ ମାସ୍କ ବ୍ୟବହାର କରିବା ଏବଂ ଲୋକଙ୍କ ଅମ୍ଳଜାନ ସ୍ତରକୁ ପରୀକ୍ଷା କରି ଜନ ସଚେତନତାର ମୂଳ ମନ୍ତ୍ରକୁ ଲୋକଙ୍କୁ ବଖାଣିଛନ୍ତି।
CMO Odisha
Pritiranjan Gharai
Rajendra Mohanta

 #ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ଛାତ୍ର_ଜନତା_ଦଳକରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜ...
18/06/2021

#ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ଛାତ୍ର_ଜନତା_ଦଳ
କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜନତା ଦଳ। ବରିଷ୍ଠ BJD ସାଧାରଣ ସଂପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ଆଜି
ରାଂସୋଳ ପଞ୍ଚାୟତ କାକୁଡ଼ିଆ ଗ୍ରାମ ରେ ବିଜୁ ଛାତ୍ର ଜନତା ଦଳ ର ସଭାପତି ରାଜେନ୍ଦ୍ର ମହାନ୍ତ , ବ୍ଲକ ସାଧାରଣ ସମ୍ପାଦକ ଯୁଧିଷ୍ଠିର ଦାସ, ସବଦିର ହେମ୍ବ୍ରମ ଓ କର୍ମକର୍ତ୍ତା ମାନେ ମାସ୍କ ବଣ୍ଟନ କରିବା ସହିତ ମାସ୍କ ବ୍ୟବହାର କରିବା ଏବଂ ଲୋକଙ୍କ ଅମ୍ଳଜାନ ସ୍ତରକୁ ପରୀକ୍ଷା କରି ଜନ ସଚେତନତାର ମୂଳ ମନ୍ତ୍ରକୁ ଲୋକଙ୍କୁ ବଖାଣିଛନ୍ତି।
CMO Odisha


ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସରେ ଆସନ୍ତୁ ଆମେ ସମସ୍ତେ ଶିଶୁ ମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ...
12/06/2021

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସରେ ଆସନ୍ତୁ ଆମେ ସମସ୍ତେ ଶିଶୁ ମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ।

ଆମ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ମହାନ ପର୍ବ ସାବିତ୍ରୀବ୍ରତ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସମସ୍ତଙ୍କର ପାରିବ...
10/06/2021

ଆମ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ମହାନ ପର୍ବ ସାବିତ୍ରୀବ୍ରତ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସମସ୍ତଙ୍କର ପାରିବାରିକ ଜୀବନ ସୁଖମୟ ହେଉ ଏହାହିଁ କାମନା ।କରୋନାର ଦ୍ବିତୀୟ ଲହର ଜାରି ରହିଛି। ସମସ୍ତେ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।

Address

Sukinda

Website

Alerts

Be the first to know and let us send you an email when Biju Chatra Janata Dal,Sukinda posts news and promotions. Your email address will not be used for any other purpose, and you can unsubscribe at any time.

Share