Biju Janata Dal Sukinda

Biju Janata Dal Sukinda it's a Official page of Biju Janata Dal Sukinda

ଦାନଗଦି ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ
26/01/2026

ଦାନଗଦି ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ

BJPର ମିଥ୍ୟା ପ୍ରଲୋଭନ ଓ ଭ୍ରାନ୍ତ ରାଜନୀତିରେ ଭ୍ରମିତ ହୋଇ ଗତକାଲି ବିଜେଡି ଛାଡ଼ିଥିଲେ ଦାନଗଦି ବ୍ଲକ୍ ୯ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା  ...
17/01/2026

BJPର ମିଥ୍ୟା ପ୍ରଲୋଭନ ଓ ଭ୍ରାନ୍ତ ରାଜନୀତିରେ ଭ୍ରମିତ ହୋଇ ଗତକାଲି ବିଜେଡି ଛାଡ଼ିଥିଲେ ଦାନଗଦି ବ୍ଲକ୍ ୯ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା #ଶ୍ରୀମତୀ_ଟିନା_ହାଇବୃ।
ଆଜି ସତ୍ୟ ଓ ଆଦର୍ଶକୁ ଚିହ୍ନି, ମାତ୍ର ଗୋଟିଏ ଦିନରେ ପୁଣି ନିଜ ଘର BJDକୁ ଫେରିଛନ୍ତି। ତାଙ୍କୁ ପୁର୍ବତନ ମନ୍ତ୍ରୀ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।

ପି.ୟୁ.ସି ନାଁରେ ଓଡ଼ିଆଙ୍କ ଉପରେ ଅତ୍ୟାଚାର!
07/01/2026

ପି.ୟୁ.ସି ନାଁରେ ଓଡ଼ିଆଙ୍କ ଉପରେ ଅତ୍ୟାଚାର!

06/01/2026
31/10/2025

#ଗଣତନ୍ତ୍ରର_ହତ୍ୟା_ଚଳିବ_ନାହିଁ
ନୂଆପଡା ଉପନିର୍ବାଚନରେ ହାରିବା ଭୟରେ ବିଜେପି ସରକାର ଏବେ ସରକାରୀ କଳର ଦୁର୍ବ୍ୟବହାର କରୁଛି। ବିଜୁ ଜନତା ଦଳର ପ୍ରଚାରକ ଏବଂ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଖରିଆର ରୋଡରେ ହୁଥିବା ଘରେ ହଠାତ୍ ରେଡ଼ କରି ଜନତାଙ୍କୁ ଭୟ ଦେବାର ଚେଷ୍ଟା କରୁଛି।
କିନ୍ତୁ ଜନତା ସବୁ ବୁଝିଯାଇଛନ୍ତି — ଆସନ ପରାଜୟ ଭୟରେ ବ୍ୟତିବ୍ୟସ୍ତ ଓ ବିଚଳିତ ହୋଇ ବିଜେପି ସରକାର ଏଭଳି ହୀନ ପନ୍ଥା ଆପଣାଉଛି।

କିନ୍ତୁ ବିଜେଡି ପ୍ରତି ଲୋକଙ୍କ ଆସ୍ଥା, ବିଶ୍ୱାସ ଓ ସମର୍ଥନକୁ କୌଣସି ଚଢ଼ାଉ ଚାପି ପାରିବ ନାହିଁ। ନୂଆପଡା ଜନତା ଭୋଟ ଦ୍ୱାରା ଏହାର ଜବାବ ଦେବେ।
Pritiranjan Gharai Biju Janata Dal Odisha

31/07/2025
30/07/2025
04/07/2025
ସୁକିନ୍ଦା ବ୍ଲକ୍ ଡୁବୁରୀ ପଞ୍ଚାୟତର  #ବିଶ୍ୱଜିତ_ଦାସ,ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ବିଜୁ ଜନତା ଦଳରୁ  #ବହିଷ୍କୃତ କରାଗଲା। Pritiranja...
21/06/2025

ସୁକିନ୍ଦା ବ୍ଲକ୍ ଡୁବୁରୀ ପଞ୍ଚାୟତର #ବିଶ୍ୱଜିତ_ଦାସ,ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ବିଜୁ ଜନତା ଦଳରୁ #ବହିଷ୍କୃତ କରାଗଲା।
Pritiranjan Gharai Biju Janata Dal Odisha

ଆସନ୍ତୁ ସଭିଏଁ ଏ ଲଢେଇରେ ସାମିଲ ହେବା,ସୁକିନ୍ଦାକୁ ଶାନ୍ତି ଫେରାଇ ଆଣିବା
27/05/2025

ଆସନ୍ତୁ ସଭିଏଁ ଏ ଲଢେଇରେ ସାମିଲ ହେବା,ସୁକିନ୍ଦାକୁ ଶାନ୍ତି ଫେରାଇ ଆଣିବା

Address

Sukinda

Website

Alerts

Be the first to know and let us send you an email when Biju Janata Dal Sukinda posts news and promotions. Your email address will not be used for any other purpose, and you can unsubscribe at any time.

Share