Sarat Raut

Sarat Raut ମୁ ସୁକିନ୍ଦା ର ପୁଅ ଶରତ ସବୁ ବେଳେ ଆପଣଙ୍କ ସହିତ ଅଛି ଓ ରହିବି
Ex MLA - Sarat Raut

24/05/2026

ବଂଚିଥିବା ଯାଏ ମୋ ମାଟିର ଲୋକ ମାନେ ମୋ ଲୋକ ଙ୍କ ପାଇ କାମ କରିବି Rabi Narayan Kar

ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରିଆପଦା ଗ୍ରାମ ପଞ୍ଚାୟତର ମାର୍ଥାପୁର ଗ୍ରାମର ସ୍ୱର୍ଗୀୟ ଶରତ ଚନ୍ଦ୍ର ସାମଲ ଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ତାଙ୍...
24/05/2026

ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରିଆପଦା ଗ୍ରାମ ପଞ୍ଚାୟତର ମାର୍ଥାପୁର ଗ୍ରାମର ସ୍ୱର୍ଗୀୟ ଶରତ ଚନ୍ଦ୍ର ସାମଲ ଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ତାଙ୍କ ଅମର ଆତ୍ମା ପ୍ରତି ଭାବଭିନ୍ନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଜଣାଇଲି।

ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଏହି ସୁନ୍ଦର ପରିବାର ସଦା ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧିରେ ରୁହନ୍ତୁ। 🙏

ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମପଞ୍ଚାୟତ ର ଓଳିଆ ଗ୍ରାମର ମହାବୀର ଙ୍କ ତୃତୀୟ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ପ୍ରଭୁ ଙ୍କ ଆଶୀର୍ବାଦ ନେଲି...
23/05/2026

ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମପଞ୍ଚାୟତ ର ଓଳିଆ ଗ୍ରାମର ମହାବୀର ଙ୍କ ତୃତୀୟ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ପ୍ରଭୁ ଙ୍କ ଆଶୀର୍ବାଦ ନେଲି , ଆଶା କରୁଛି ଓ ପ୍ରାର୍ଥନା କରୁଛି ପ୍ରଭୁ ଓଳିଆ ଗାଁ ର ସମସ୍ତ ପିଲା ଯୁବ ବୃଦ୍ଧ ଓ ଆମ ମା ମାଉସୀ ଙ୍କୁ ସବୁ ବେଳେ ଘଣ୍ଟ ଘୋଡେଇ ରଖନ୍ତୁ

ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ଗ୍ରାମ ପଞ୍ଚାୟତ ବେଲହୁଡି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଶ୍ରୀମତୀ ସ...
23/05/2026

ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ଗ୍ରାମ ପଞ୍ଚାୟତ ବେଲହୁଡି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଶ୍ରୀମତୀ ସ୍ୱର୍ଣ୍ଣଲତା ବାନାରା ଙ୍କର ସାନ ଯା , ପୋଲିସ ଲେଡି କନେଷ୍ଟବଳ ସ୍ଵର୍ଗୀୟା ବାଲି ଜାମୁଦା ଙ୍କ ଏକାଦଶାହ କ୍ରିୟା ରେ ଯୋଗଦେଇ ସ୍ୱର୍ଗୀୟା ଜାମୁଦାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଶୋକସନ୍ତ ପରିବାର କୁ ଶାନ୍ତନା ଦେଲି

ଦାନଗଦି ବ୍ଲକ ଚିତ୍ରି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ବିଳନୀ ଚିତ୍ରି ହାଟ ଠାରେ ସଫଳତାର ସହିତ ଅନୁଷ୍ଠିତ ହେଲା।ଏହି ସମ୍ମିଳନୀରେ ଯୁବକ, ମହିଳା...
23/05/2026

ଦାନଗଦି ବ୍ଲକ ଚିତ୍ରି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ବିଳନୀ ଚିତ୍ରି ହାଟ ଠାରେ ସଫଳତାର ସହିତ ଅନୁଷ୍ଠିତ ହେଲା।
ଏହି ସମ୍ମିଳନୀରେ ଯୁବକ, ମହିଳା ଓ ସାଧାରଣ ଜନତାଙ୍କର ବିପୁଳ ସମର୍ଥନ ଦେଖିବାକୁ ମିଳିଲା।
ସୁକିନ୍ଦା ଓ ଦାନଗଦି ଅଞ୍ଚଳର ବିକାଶ, ଯୁବକଙ୍କ ଚାକିରି, ଚାଷୀଙ୍କ ଅଧିକାର ଓ ଗରିବ ଲୋକଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ।
ଲୋକଙ୍କର ଭଲପାଇବା ଓ ଆଶୀର୍ବାଦ ଆମର ଶକ୍ତି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁବ ଚିନ୍ତାଧାରାର ପ୍ରତୀକ ଓ ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।ତ...
22/05/2026

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁବ ଚିନ୍ତାଧାରାର ପ୍ରତୀକ ଓ ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।
ତାଙ୍କର ଦୂରଦୃଷ୍ଟି, ଦେଶ ପ୍ରତି ସମର୍ପଣ ଓ ଯୁବଶକ୍ତି ପାଇଁ କରାଯାଇଥିବା କାର୍ଯ୍ୟ ସଦା ସ୍ମରଣୀୟ ରହିବ।
ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆମକୁ ସଦା ପ୍ରେରଣା ଦେଇ ଆସିବ। 🙏

Sukinda Youth CongressSukinda

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁବ ଚିନ୍ତାଧାରାର ପ୍ରତୀକ ଓ ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।ତ...
21/05/2026

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁବ ଚିନ୍ତାଧାରାର ପ୍ରତୀକ ଓ ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।
ତାଙ୍କର ଦୂରଦୃଷ୍ଟି, ଦେଶ ପ୍ରତି ସମର୍ପଣ ଓ ଯୁବଶକ୍ତି ପାଇଁ କରାଯାଇଥିବା କାର୍ଯ୍ୟ ସଦା ସ୍ମରଣୀୟ ରହିବ।
ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆମକୁ ସଦା ପ୍ରେରଣା ଦେଇ ଆସିବ। 🙏

Sukinda Youth CongressSukinda@

ଆଜି ଦେଉଣକଣ ଗ୍ରାମପଞ୍ଚାୟତ   କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଛି ,ମୁଁ ଆପଣମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ପାଇଁ ବହୁତ ଗର୍ବିତ ଅନୁଭବ କ...
21/05/2026

ଆଜି ଦେଉଣକଣ ଗ୍ରାମପଞ୍ଚାୟତ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଛି ,ମୁଁ ଆପଣମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ପାଇଁ ବହୁତ ଗର୍ବିତ ଅନୁଭବ କରୁଛି।

21/05/2026

ନରେନ୍ଦ୍ର ମୋଦୀ, ଅମିତ ଶାହ ଓ RSS — ସଂବିଧାନର ଗଦ୍ଦାର!

Address

Sukinda, Jajpur, Odisha, India
Sukinda
755018

Website

Alerts

Be the first to know and let us send you an email when Sarat Raut posts news and promotions. Your email address will not be used for any other purpose, and you can unsubscribe at any time.

Share